Latest Odisha News

BREAKING NEWS

ପ୍ରେମିକାକୁ ମାରି ଧାନ ବିଲରେ ପୋତିଥିଲା ପ୍ରେମିକ

ନୂଆପଡ଼ା: ହସୁଥିଲା ଧାନ କ୍ଷେତ । କେହି ଜାଣି ନ ଥିଲେ ଏ ସବୁଜ ଧାନ କ୍ଷେତ ତଳେ ଲୁଚି ରହିଥିଲା ସାଂଘାତିକ ପାପ । ମାଟି ଖୋଳିବାରୁ ବାହାରିଲା ୧୦ ମାସ ତଳେ ନିଖୋଜ ହୋଇଥିବା ଝିଅ । ଝିଅ ତ ନ ଥିଲା, ଥିଲା ଝିଅର କଙ୍କାଳ । ତା’ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ…

ମଡେଲ ଆୟଶାଙ୍କ ଯୋଗୁ ଭାଙ୍ଗିବାକୁ ଯାଉଛି କି ସାନିଆ-ଶୋଏବଙ୍କ ବିବାହ ?

କରାଚୀ: ପାକିସ୍ତାନ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ହୋଇ ଯାଇଥିବା ଚର୍ଚ୍ଚା ଜୋର ଧରିଛି । ଶୋଏବଙ୍କ ନିକଟତମ ବନ୍ଧୁ ଉଭୟଙ୍କ ତଲାକ ହୋଇ ଯାଇଥିବା କହିଛନ୍ତି । ପାକିସ୍ତାନୀ ମଡେଲ ଆୟଶାଙ୍କ ସହ ଶୋଏବଙ୍କ ସମ୍ପର୍କ ଏହି ବିବାହ ବିଚ୍ଛେଦର କାରଣ…

ହତାଶ କଲେ ଟିମ ଇଣ୍ଡିଆ, ଫାଇନାଲରେ ଇଂଲଣ୍ଡ

ଆଡିଲେଡ: ଭାରତୀୟ କ୍ରିକେଟପ୍ରେମୀଙ୍କ ଆଜି ନିରାଶର କ୍ଷଣ ଥିଲା । ସେମିଫାଇନାଲରେ ଟିମ ଇଣ୍ଡିଆ ୧୦ ୱିକେଟରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ଚାମ୍ପିୟନ ଦୌଡରୁ ବାଦ ପଡିଛି । ଫାଇନାଲ ମ୍ୟାଚ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୬୮ ରନ କରିଥିଲା ।…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ଇଡି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଦନ୍ତ ଆରମ୍ଭ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସପିଙ୍କୁ ମାମଲା ସମ୍ବନ୍ଧୀୟ କାଗଜପତ୍ର ମାଗିଛି । ଆଇଏଫଏସ୍ ଅଭୟ ପାଠକ, ପୁଅ ଆକାଶ…

ବ୍ରିଟେନର ରାଜା ରାଣୀଙ୍କୁ ଅଣ୍ଡା ଫୋପାଡ଼ିଲେ ଦୁର୍ବୃତ୍ତ

ଲଣ୍ଡନ : ଇଂଲଣ୍ଡର ଏକ ସାଧାରଣ ସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ରିଟେନର ତୃତୀୟ ରାଜା ଓ ରାଣୀଙ୍କ ଉପରେ ଅଣ୍ଡା ମାଡ଼ । ତେବେ ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଅଣ୍ଡା ଫୋପାଡିଛନ୍ତି । କିଙ୍ଗସ ଚାର୍ଲସଙ୍କ ଉପରକୁ ମୋଟ ୩ଟି ଅଣ୍ଡା ଫୋପାଡିଥିଲେ ଯୁବକ ଜଣକ ।…

ଆଜି ହେଉଛି ମାଣ୍ଡିଆ ଦିବସ

ଭୁବନେଶ୍ବର : ଆଜି ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ।ମାଣ୍ଡିଆ ଆଦିବାସୀ ସଂସ୍କୃତି ସହ ବହୁ ଆଗରୁ ଜଡ଼ିତ। ତେବେ ଏଥିରେ ଥିବା ଭିଟାମିନ୍‌ ବା ଖାଦ୍ୟସାର ବେଶ୍‌ ଉପଯୋଗୀ । ସେଥି ପାଇଁ ମାଣ୍ଡିଆାର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି  । ଅନେକ ଚାଷୀ ମାଣ୍ଡିଆ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୦ଟା ୫୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ । ସେଠାରେ ମହାମହିମଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ…

ଆଜିଠୁ ଆରମ୍ଭ ମାଣବସା ଗୁରୁବାର, ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ

ଭୁବନେଶ୍ବର : ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ପାଳନ କରାଯାଉଛି ମାର୍ଗଶିର ମାସ ଗୁରୁବାର । ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କ ପ୍ରିୟ ବାର । ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ମାସର ଏକ ବିଶେଷ ମହତ୍ତ୍ବ ରହିଛି । ଏହି ମାସର ପ୍ରତ୍ୟେକ ଗୁରୁବାରରେ ଘରେ ଘରେ ମା ଲକ୍ଷ୍ମୀଙ୍କର ପବିତ୍ର ମାଣବସା ଓଷା…

ସାତ୍ତ୍ଵିକ ତ୍ୟାଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ନିଷ୍କାମ ଓ ପରୋପକାର ରତ, ବିଷୟ ବାସନା ଓ ସୁଖଭୋଗରେ ଯେ ସମ୍ଭନ୍ଧ ରଖେ ନାହିଁ ସେ ତ୍ୟାଗୀ । କାମ୍ୟକର୍ମ ସବୁକୁ ତ୍ୟାଗ କରିବା ହେଉଛି ସନ୍ୟାସ ଏବଂ ସକଳ କର୍ମର ଫଳତ୍ୟାଗକୁ ‘ତ୍ୟାଗ’ କୁହାଯାଏ । ତ୍ୟାଗ ତିନି ପ୍ରକାର - ସାତ୍ତ୍ଵିକ,…