ଇଂଲଣ୍ଡରେ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ ଚିହ୍ନଟ, ବିଶେଷଜ୍ଞ ଚେତେଇଲେ ଲକ୍ଷଣ
ଭୁବନେଶ୍ୱର: କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଇଷତ୍ ରୁଗ୍ଣ ହୋଇଯାଇଥିବା ବେଳେ ଇଂଲଣ୍ଡରେ ଚିହ୍ନଟ ହୋଇଛି ଆଉ ଏକ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ । ଏହା ମଧ୍ୟ ସଂକ୍ରମିତ ରୋଗୀ ସଂସ୍ପର୍ଶରେ ଆସିଲେ ବ୍ୟାପିବାର ଆଶଙ୍କା ରହିଛି । ଆଫ୍ରିକୀୟ ଦେଶରୁ ଏହି ରୋଗ ଆସିଥିବା ଖବର ‘ୟୁକେଏଚଏସଏ’…