Latest Odisha News

BREAKING NEWS

ଶାହୀନବାଗରେ ବୁଲଡୋଜର : ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗରେ ବୁଲଡୋଜର ପଂହଚିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି । ଜବରଦଖଲ ଉଚ୍ଛେଦ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ସେଠାରେ ପଂହଚିଥିଲା । ତେବେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଭୟ ନ କରି ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହି ଜବରଦଖଲ…

ଶ୍ରୀଲଙ୍କାରେ ଆର୍ଥୀକ ସଙ୍କଟ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କା ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଶେଷରେ ଚାପର ବଶୀଭୂତ ହୋଇ ସେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଆର୍ଥୀକ ସଙ୍କଟ ପରେ ଦେଶରେ ଏବେ ହିଂସା ଲାଗି ରହିଛି । ଯାହାକୁ ନିୟନ୍ତ୍ରଣ…

ଆସନ୍ତୁ ଜାଣିବା ଧୋନୀ କାହିଁକି ବ୍ୟାଟ ଚୋବାନ୍ତି

ମାଡ୍ରାସ: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ବ୍ୟାଟ ଚୋବାଇଥାନ୍ତି । ତେବେ ସେ ଏପରି କାହିଁକି କରିଥାନ୍ତି ଏହାର ଖୁଲାସ ପୂର୍ବତନ କ୍ରିକେଟର ଅମିତ ମିଶ୍ର କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଯେ ବ୍ୟାଟକୁ ସଫା…

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା…

ଝିଅର ପ୍ରଥମ ଝଲକ ଦେଖାଇଲେ ପ୍ରିୟଙ୍କା ଚୋପ୍ରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଝିଅକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଶେଷରେ ସାମନାକୁ ଆସିଛି ପ୍ରିୟଙ୍କାଙ୍କ ଝିଅ ମାଳତୀ ମାରିଆଙ୍କ ପ୍ରଥମ ଝଲକ । ମାତୃତ୍ୱ ଦିବସ ଅବସରରେ ଝିଅ ସହ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା ।…

ଯୁଦ୍ଧରେ ସାହସିକତା ଦେଖାଇଥିବା ୟୁକ୍ରେନ୍ କୁକୁରକୁ ସମ୍ମାନିତ କଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଖାପାଖି ଅଢ଼େଇ ମାସ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଲୋକ ନିଜ ସୁରକ୍ଷା ପାଇଁ ଆଗେଇ ଆସିଥିବା ବେଳେ ଲୋକଙ୍କ ସୁରକ୍ଷାରେ ପଶୁ ବି ନିଜକୁ ସାମିଲ କରିଥିଲେ । ଯୁଦ୍ଧରେ ହିରୋ ସାଜିଥିବା ୟୁକ୍ରେନ…

ବାତ୍ୟା ଆଣୁଛି ବର୍ଷା ପବନ: କାଲିଠୁ ତିନି ଦିନ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେଉଛି ବାତ୍ୟା ଅସାନି । ଓଡ଼ିଶା ଉପକୂଳ ମୁହାଁ ହେଲେ ବି ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ବାତ୍ୟା ସାଙ୍ଗରେ ବର୍ଷା ପବନ ନେଇ ଆସୁଛି । ଅସାନ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ । କାଲିଠୁ ଆରମ୍ଭ ହେବ ବର୍ଷା । କାଲି…

ପୁରୀଠାରୁ ୭୪୦ କି.ମି. ଦୂରରେ ଭୀଷଣ ବାତ୍ୟା ‘ଅସାନି’

ଭୁବନେଶ୍ୱର: ସମୁଦ୍ର ଭିତରେ ଆଗକୁ ବଢୁଛି ବାତ୍ୟା ଅସାନି । ଭୀଷଣ ରୂପ ଧାରଣ କରିଛି । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା । ଏବେ ପୁରୀ ଉପକୂଳରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଭୀଷଣ ବାତ୍ୟା…

ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହାର ହେଉଥିଲା ଝାରସୁଗୁଡ଼ା ଏୟାରପୋର୍ଟ

ଭୁବନେଶ୍ୱର: ଝାରସୁଗୁଡ଼ା ଏୟାରପୋର୍ଟ ଥିଲା ଯୁଦ୍ଧ ବିମାନ ଘାଟି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଏୟାରଫିଲ୍ଡ ଯୁଦ୍ଧ ବିମାନ ଉଡ଼ାଣ ପାଇଁ ବ୍ୟବହାର ହେଉଥିଲା । ଯୁଦ୍ଧ ପାଇଁ ଏଠୁ ଶୁଭୁଥିଲା ରଣ ହୁଙ୍କାର । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଝାରସୁଗୁଡ଼ା…