ଡବଲ୍ ଧମାକା ନେଇ ଖୁବଶୀଘ୍ର ଆସୁଛନ୍ତି ଶିଳ୍ପା ସେଟ୍ଟୀ
ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ପ୍ରଯୋଜନା ମାମଲାରେ ଗିରଫ ହୋଇଥିଲେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ତଥାପି ଭାଙ୍ଗିନପଡି ଆଗକୁ ବଢିଥିଲେ ଶିଳ୍ପା ସେଟ୍ଟୀ । ଡାନ୍ସ ରିୟାଲିଟି ସୋ’ରେ ଜଜ୍ ଭାବେ ପୁଣି ହାତେଇଥିଲେ ଆସନ, ଆରମ୍ଭ କରିଛନ୍ତି ଟକ୍ ସୋ ‘ସେପ୍ ଅଫ୍ ୟୁ’ । ଯାହା ଜଣାପଡୁଛି ଚଳିତବର୍ଷ…