Latest Odisha News

BREAKING NEWS

ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ: ୧୦ ଜିଲ୍ଲାରେ ବିଜେପି, ୧୮ ଜିଲ୍ଲାରେ ଖାତା ଖୋଲି ପାରିଲାନି କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ । ୨୦୧୭ରେ ଯେଉଁଠି ପଦ୍ମ ଫୁଟିଥିଲା ଏଥର ସେଠାରେ ଶଙ୍ଖ ନାଦ । ଗତଥର ଅପେକ୍ଷା ବିଜେପି ୨୫୫ ଆସନ ହରାଇଛି । ୨୦୧୭ରେ ବିଜେପି ପ୍ରାର୍ଥୀ ୨୯୭ ଜିଲ୍ଲା ପରିଶଦ ଜୋନରେ ବିଜୟୀ ହୋଇଥିଲେ । ଏଥିର ମାତ୍ର ୫ ପ୍ରତିଶତ ଜିଲ୍ଲା ପରିଷଦ…

ପଞ୍ଚାୟତ ରେଜଲ୍ଟ: ୮୫୧ରୁ ୭୪୩ ସିଟରେ ବିଜେଡି ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ବାଜିମାତ । ଚାରିଆଡ଼େ ଶଙ୍ଖନାଦ । ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଦମ୍ ଦେଖାଇଛନ୍ତି ବିଜେଡି ପ୍ରାର୍ଥୀ । ବିରୋଧୀ ଚିତପଟାଙ୍ଗ ମାରିଛନ୍ତି । ସବୁ ରେକର୍ଡ ଭାଙ୍ଗିଛି ବିଜେଡି । ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି ।…

ଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଅନୁଗୋଳ: ଟ୍ରକ୍ ପଛରେ ପିଟି ହେଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପଶି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଇଞ୍ଜିଡି ଗାଁର କିଛି ବ୍ୟକ୍ତି…

କବିତା : ଜାଗର

ସୋନୀ ମହାନ୍ତି  ଗୟଶ ଦୁଦୁରା ମଣ୍ଡିତ ଶରୀର ଜଟାରୁ ଗଙ୍ଗାର ଧାର, ବ୍ୟାଘ୍ର ଚର୍ମ ତୁମ ଦେହରେ ଶୋଭିତ ଗଳାରେ ସର୍ପର ହାର।। ବାମ ଅଙ୍ଗେ ଶୋଭା ମାତା ଜଗଦମ୍ବା ହେ ପ୍ରଭୁ ତ୍ରିଶୂଳଧର, ବେଲ ପତ୍ର ତୁମ ମସ୍ତକେ ଶୋଭିତ ତୁମେ ତ ଭୋଳାଶଙ୍କର।। ବକ୍ଷରେ ତୁମର ରୁଦ୍ରାକ୍ଷର ମାଳ…

ପଞ୍ଚାୟତ ନିର୍ବାଚନରେ ନିରାଶ ହେଲେ ମଡେଲ ପ୍ରିୟଙ୍କା

ବଲାଙ୍ଗିର: ନିରାଶ ହେଲେ ସୁନ୍ଦରୀ ମଡେଲ ପ୍ରିୟଙ୍କା । ଲୋକଙ୍କ ମନ କିଣିବାରେ ଫେଲ ମାରିଲେ । ପଞ୍ଚାୟତ ନିର୍ବାଚନରେ ତାଙ୍କୁ ପରାଜୟ ହେବାକୁ ପଡ଼ିଛି । ସେ ୫୮୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚୁଡ଼ାପାଲ୍ଲି ପଞ୍ଚାୟତର ପ୍ରିୟଙ୍କା ନନ୍ଦ । ଗାଁରେ ପାଠ…

ନିର୍ବାଚନୀ ପରବର୍ତ୍ତୀ ହିଂସା: ୧୦ ରାଉଣ୍ଡ ଫୁଟିଲା ଗୁଳି ! ୬ ଆହତ

ବୌଦ୍ଧ: ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ! ଉଭୟ ପକ୍ଷରୁ ୬ ଗରୁତର । ଫଳାଫଳ ପ୍ରକାଶ ପାଇବା ପରେ ବୌଦ୍ଧ ଜିଳ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉଭୟ ଗରୁତରଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଛି । ସୂଚନା ଅନୁସାରେ, ମନମୁଣ୍ଡା-ବୌଦ୍ଧ ରାସ୍ତାର ଦହ୍ୟା…

ମହା ଶିବରାତ୍ରୀରେ ଉଜ୍ଜୈନରେ ପ୍ରଜ୍ଜ୍ୱଳିତ ହେବ ୨୧ ଲକ୍ଷ ଦୀପ

ଉଜ୍ଜୈନ: ମଙ୍ଗଳବାର ମହାଶିବରାତ୍ରୀରେ ଉଜ୍ଜୈନରେ ପାଳିତ ହେବ ଶିବ ଜ୍ୟୋତି ଅର୍ପଣମ ମହୋତ୍ସବ । ଏହି ଦିନ ୨୧ ଲକ୍ଷ ଦୀପ ଜଳାଯିବ । ୧୨ ଲକ୍ଷ ଦୀପ କ୍ଷିପ୍ରା ନଦୀ କୂଳରେ ମାତ୍ର ୧୦ ମିନିଟରେ ପ୍ରଜ୍ଜ୍ୱଳିତ କରାଯାଇ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଉଦ୍ୟମ କରାଯିବ ।…

୩୬ ଦେଶ ପାଇଁ ମସ୍କୋ ବନ୍ଦ କଲା ଏୟାର ସ୍ପେସ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧର ୫ମ ଦିବସରେ ବେଲାରୁଷରେ ହୋଇଥିବା ଶାନ୍ତି ଆଲୋଚନା ଏକପ୍ରକାର ବିଫଳ ହୋଇଛି । ୟୁକ୍ରେନ ସପକ୍ଷରେ ୟୁରୋପୀୟ ଦେଶଗୁଡିକ ସହାୟତା ଯୋଗାଉ ଥିବାରୁ ରୁଷ ରାଗିଯାଇଛି । ସୋମବାର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ବ୍ରିଟେନ, ଜର୍ମାନୀ ସମେତ ୩୬…

୧୦୦ତମ ଟେଷ୍ଟରେ ଶତକ ମରୁଡି ଦୂର କରିବେ କୋହଲି!

ମୋହାଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ଘରୋଇ ପରିବେଶରେ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜବରଦସ୍ତ ଥିବାରୁ ଶତକ ମରୁଡି ଦୂର କରିବେ ବୋଲି ପ୍ରଶଂସକମାନେ ଆଶା…

ଜାଗର ପାଇଁ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆସନ୍ତା କାଲି ଜାଗର । ମହାଦୀପ ପ୍ରଜ୍ୱଳନ ଲାଗି ମନ୍ଦିରମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ରାଜଧାନୀରେ ଟ୍ରାଫିକ ଏକ ବଡ଼ ସମସ୍ୟ ହୋଇଥିବା ବେଳେ ଏ ନେଇ…