ମହାଶିବରାତ୍ରୀରେ ଲୋକନାଥ ମନ୍ଦିରରୁ ଚୋରି ,ମହିଳାଙ୍କ ବେକରୁ ୧୪ ଗ୍ରାମର ସୁନା ଚେନ୍ ଲୁଟିନେଲେ ଦୁବୃର୍ତ୍ତ
ପୁରୀ: ଲୁଟେରାଙ୍କ ଟାର୍ଗେଟରେ ଏବେ ପୁରୀ ଲୋକନାଥ ମନ୍ଦିର । ମହାଶିବରାତ୍ରୀରେ ଦର୍ଶନ ପାଇଁ ଆସିଥିବା ବେଳେ ପୁରୀ ଲୋକନାଥ ମନ୍ଦିରରେ ଲୁଟର ଶିକାର ହୋଇଛନ୍ତି ମହିଳା ଭକ୍ତ ।ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦବୃର୍ତ୍ତ ମାନେ ଲୁଟି ନେଇଛନ୍ତି ସୁନା ଚେନ୍ । ଲୁଟରେ ଶିକାର ହୋଇଥିବା…