ପୁଷ୍ପାକୁ ପଛରେ ପକାଇଲା ଭାଲିମାଇ
ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ପରେ ସୁପରହିଟ ଫିଲ୍ମ ଦେଇ ବଲିଉଡକୁ ପଛରେ ପକାଇ ଦେଇଛି । ବାହୁବଳୀଠାରୁ ଆରମ୍ଭ କରି ଅନ୍ନାଥେ, ପୁଷ୍ପା ଦି ରାଇଜିଂ ଷ୍ଟାର ଏହାର ଜ୍ୱଳନ୍ତ ଉଦାହରଣ । ଶୁକ୍ରବାର ରିଲିଜ ହୋଇଥିବା ଅଜିତ କୁମାର, ହୁମା କ୍ୟୁରେଶୀ ଅଭିନୀତ ଭାଲିମାଇ ଫିଲ୍ମ…