Latest Odisha News

BREAKING NEWS

[ଭିଡିଓ] ୟୁକ୍ରେନରେ ଫସି ରହିଛନ୍ତି ଯାଜପୁର ପୁଅ, ଚିନ୍ତାରେ ପରିବାର ଲୋକ

ଯାଜପୁର : ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ ।ଏହି ସମୟରେ ୟୁକ୍ରେନରେ ଫସିଯାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତର ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ଏକମାତ୍ର ପୁଅ ପ୍ରଳୟ କୁମାର ନାୟକ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ପୁଅକୁ ପାଇବା…

ପଛକୁ ହଟିବ ନାହିଁ, ଶେଷ ପର୍ଯ୍ୟନ୍ତ ଲଢେଇ କରିବ ୟୁକ୍ରେନ

ଋଷ-ୟୁକ୍ରେନର ଯୁଦ୍ଧ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ । ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ । ଆଉ ଏଭଳି କହି ୟୁକେନ୍ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ବାର୍ତ୍ତା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଯାହା ଏହି ସଙ୍କଟକୁ ଆହୁରି ଗମ୍ଭୀର…

ଆଇସିସି ମହିଳା ବିଶ୍ୱକପ: ସାଥୀ ଖେଳାଳିଙ୍କୁ କରୋନା ହେଲେ ୯ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବ ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ମହିଳା ବିଶ୍ୱକପ ପାଇଁ କେତେକ ନୂତନ ନିୟମ ଲାଗୁ କରିଛି । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି କୌଣସି ଟିମର ଏକାଧିକ ଖେଳାଳିଙ୍କୁ କରୋନା ହୁଏ ତାହାହେଲେ ୯ଜଣଙ୍କୁ ନେଇ ସେମାନେ ପଡିଆକୁ ଓହ୍ଲାଇପାରିବେ । ୧୯ ବର୍ଷରୁ…

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା…

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ ,୨ ମୃତ

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣା ନେଲା ଜୀବନ । ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବଇଣ୍ଡାରୁ ଆଠମଲ୍ଲୀକ ଆଡକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବ୍ରିଜ ତଳେ ବାଡେଇ…

ଆରପାରିରେ ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ

କୋରାପୁଟ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ । ବୁଧବାର ବିଳମ୍ବିତ ରାତିରେ ବିଶାଖାପାଟଣାରେ ତାଙ୍କର ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।ପ୍ରଶାନ୍ତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଦିବାସୀ ଜଗତର ସ୍ୱର୍ଗତ ପ୍ରଶାନ୍ତ…

[ଦେଖନ୍ତୁ ଭିଡିଓ] ଋଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନ ଉପରେ ମିଲିଟାରୀ ଅପରେସନ ଘୋଷଣା

ନୂଆଦିଲ୍ଲୀ: ଆରମ୍ଭ ହେଲା ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧର ରୂପ ନେଇଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ପୁଟିନ୍ ଚେତାବନୀ ଦେଇଛନ୍ତି ଯେ ଋଷର କାର୍ଯ୍ୟରେ ଯେକୌଣସି ଦେଶ ହସ୍ତକ୍ଷେପ କରିବେ…

ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ : ଦିନ ୧୨.୩୦ ସୁଦ୍ଧା ୫୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧୨ ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ  ହୋଇଛି ।ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।ସ୍ୱାଭିମାନ ଅଞ୍ଚଳରେ ବା ଚିତ୍ରକୋଣ୍ଡାରେ ୫୨…

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି: ଘରେ ରହିବାକୁ ପରାମର୍ଶ

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ୟୁକ୍ରେନ୍ ପରିସ୍ଥିତି ଚିନ୍ତାଜନକ ରହିଛି, ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁଠି ଅଛ ସେଠି ସୁରକ୍ଷିତ ଓ ଶାନ୍ତ ଭାବେ ରୁହ । ହଷ୍ଟେଲ, ଘର,…

ସୁନ୍ଦରଗଡରେ ବିଜେପି ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର :ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି ଆଚରଣ ବିଧିି ଉଲ୍ଳଙ୍ଘନ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବିଜେଡି ଅଭିଯୋଗ ଆଣିଛି ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ବିଜେପି ସୁନ୍ଦରଗଡରେ ଟଙ୍କା ବାଣ୍ଟୁଛି । ଭୋଟ ପାଇଁ ଭୋଟରଙ୍କୁ ଟଙ୍କା…