Latest Odisha News

BREAKING NEWS

ରାୟଗଡ଼ାରେ ଶେଷ ପର୍ଯ୍ୟାୟରେ ସିଲ୍ ହେଲା ୨୨ ଜିଲ୍ଲା ପରିଷଦଙ୍କ ଭାଗ୍ୟ

ରାୟଗଡ଼ା : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏବେ କେବଳ ଅପେକ୍ଷା ଫଳାଫଳ ଘୋଷଣାକୁ । ଏହି କ୍ରମରେ ଆଜି ରାୟଗଡ଼ାରେ ସିଲ୍ ହୋଇଛି ୨୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ । ସେହିପରି ୧୮୨ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି । କାଁ…

ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା, ବୋମାମାଡ ସହ ଉତ୍ତେଜନା

ଯାଜପୁର : ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା । ବରୀ ଶେରପୁର ପଞ୍ଚାୟତର ଶ୍ରୀରାମପୁର ଗାଁର ୧୦ ଓ ୧୧ ନମ୍ବର ବୁଥରେ ବୋମାମାଡ଼ ସହ ଉତ୍ତେଜନା ପ୍ରକାଶ ପାଇଛି । ଶେଷ ପର୍ଯ୍ୟାୟ ନିର୍ବାଚନ ବରୀ ବ୍ଲକରେ ଥିବା ବେଳେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ହେଲେ କଡ଼ା…

[ଭିଡିଓ] ୟୁକ୍ରେନରେ ଫସିଲେ ଅନୁଗୁଳ ପୁଅ ଆଲୋକ ,ଉଦ୍ଧାର ପାଇଁ ପରିବାର କଲେ ନିବେଦନ

ଅନୁଗୁଳ : ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଭୀଷଣ ଯୁଦ୍ଧ । ଏହି ସମୟରେ ୟୁକ୍ରେନରେ ଫସିଛନ୍ତି ଓଡିଆ ଯୁବକ ଯୁବତୀ । ଅନଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନରେ ଏବିବିଏସ୍ ପାଠପଢୁଥିଲେ । ୟୁକ୍ରେନ ଉପରକୁ ଋଷ୍ ଆକ୍ରମଣ କରିବା ପରେ ଫସି ଯାଇଛନ୍ତି ଆଲୋକ । ୟୁକ୍ରେନରେ ଆଲୋକ…

ପଞ୍ଚାୟତ ପାଇଁ ଶେଷ ହେଲା ମତଦାନ, ଶନିବାରରୁ ଭୋଟ ଗଣତି

ଭୁବନେଶ୍ବର : ଶେଷ ହୋଇଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ୧୩୧ ଜିଲ୍ଲା ପରିଷଦ ଆସନରେ ନେତା ବାଛିଛନ୍ତି ଜନତା । ଆଜି ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ପଞ୍ଚମ…

ଦେଶବାସୀଙ୍କୁ ହତିଆର୍ ଉଠାଇବାକୁ ଆହ୍ୱାନ୍ କଲେ ୟୁକ୍ରେନ୍ ରାଷ୍ଟ୍ରପତି

ଭୁବନେଶ୍ୱର: ୟୁକ୍ରେନ୍‌ର ମିଲିଟାରୀ ବେସ୍ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ରୁଷ ସେନା । ପ୍ରତିକ୍ଷଣରେ ସାମ୍ନାକୁ ଆସୁଛି ନୂଆ ତଥା ବିଚଳିତ କଲା ଭଳି ଖବର । ଏପରି ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତି ଭଲେଡିମର୍ ଜିଲେନ୍‌ସ୍କିଙ୍କ ସଦ୍ୟ ଘୋଷଣା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଦେଶର…

ବାପା ଆଣିଲେନି ବିରିଆନି, ଜୀବନ ହାରିଲା ପୁଅ

ନୀଳଗିରି: ବିରିଆନି ଖାଇବାକୁ ପୁଅର ଇଛା ଥିଲା । ସେଥିପାଇଁ ବାପାଙ୍କୁ ସେ ବିରିଆନି ଆଣିବାକୁ କହିଥିଲା । ହେଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା, ପୁଅ ପାଇଁ ବିରିଆନି ଆଣିବାକୁ ଭୁଲିଯାଇଥିଲେ । ବିରିଆନି ନମିଳିବାରୁ ନିଜର ଜୀବନ ହାରିଦେଲା ପୁଅ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର…

ଅନୁରାଗଙ୍କ ଆଗାମୀ ଫିଲ୍ମରେ ହଲିଉଡ ଷ୍ଟାରଙ୍କ ସହ ଅଭିନୟ କରିବେ ଟାଇଗର

ମୁମ୍ବାଇ: ଆକ୍ସନ ହୀରୋ ଭାବେ ଟାଇଗର ଶ୍ରଫ ବଲିଉଡରେ ସ୍ୱତନ୍ତ୍ର ଛାପ ଛାଡି ସାରିଛନ୍ତି । ପ୍ରାୟ ଅଧିକାଂଶ ଫିଲ୍ମମେକର ତାଙ୍କ ସହ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଅକ୍ଷୟ କୁମାର ଅଭିନୀତ କେସରୀ ଫିଲ୍ମ ଫେମ ନିର୍ଦ୍ଦେଶକ ଅନୁରାଗ ସିଂ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ,୪ଟି ସ୍ଥାନରେ ଚାଲିଛି ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ । କୋରାପୁଟ ବୋରିଗୁମ୍ମାର ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ବୋରିଗୁମ୍ମାରେ ଜଣେ ହେଲପରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା…

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା: ଏୟାରପୋର୍ଟରେ ମିସାଇଲ ଆକ୍ରମଣ

ଭୁବନେଶ୍ୱର: ୟୁକ୍ରେନ ଆକ୍ରମଣ । ଏବେ ଖାଲି ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ୟୁକ୍ରେନ ଭିରତକୁ ଧସେଇ ପଶିଛି ଋଷ ସେନା । ୟୁକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଏହା ମଧ୍ୟରେ ଫ୍ରାଙ୍କକ୍ୱିସ୍କ ଏୟାରପୋର୍ଟରେ ମିସାଇଲ ଆକ୍ରମଣ କରିଛି ଋଷ । ଫଳରେ ସମସ୍ତ ଗରୁତ୍ୱପୂର୍ଣ୍ଣ…

[ଭିଡିଓ] ୟୁକ୍ରେନରେ ଫସି ରହିଛନ୍ତି ଯାଜପୁର ପୁଅ, ଚିନ୍ତାରେ ପରିବାର ଲୋକ

ଯାଜପୁର : ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ ।ଏହି ସମୟରେ ୟୁକ୍ରେନରେ ଫସିଯାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତର ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ଏକମାତ୍ର ପୁଅ ପ୍ରଳୟ କୁମାର ନାୟକ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ପୁଅକୁ ପାଇବା…