Latest Odisha News

BREAKING NEWS

ୟୁଟ୍ୟୁବ୍‌ ଚାନେଲ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆରାଧ୍ୟା

ନୂଆଦିଲ୍ଲୀ : ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଲାଡଲି ହେଉଛନ୍ତି ଆରାଧ୍ୟା । ଅମିତାଭଙ୍କ ନାତୁଣୀ ଆରାଧ୍ୟା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆରାଧ୍ୟା ବଚ୍ଚନ ଗୋଟିଏ ୟୁଟ୍ୟବ୍‌ ଚ୍ୟାନେଲ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ…

ଜେଲ ପରି ରେଷ୍ଟୁରାଣ୍ଟ, ଗ୍ରାହକଙ୍କୁ କଏଦୀ ଭଳି ଦିଆଯାଏ ଚର୍ଚ୍ଚା

ନୂଆଦିଲ୍ଲୀ : ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅନେକ ସମୟରେ ଅଧିକାଂଶ ଲୋକ ରେଷ୍ଟୁରାଣ୍ଟକୁ ଯାଇଥାଆନ୍ତି । ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରେଷ୍ଟୁରାଣ୍ଟମାନ ଖୋଲାଯାଇଛି । ଆଉ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ ଖାଦ୍ୟପେୟର ବି ବ୍ୟବସ୍ଥା…

ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ବାବା, ଭିଡିଓ ଦେଖି ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ : ବାବା କହିଲେ ସମସ୍ତେ ଜାଣନ୍ତି । ବାବାମାନଙ୍କର ଅଲୌକିକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେଉଁଠାରେ ବାବା ବର୍ଷ ବର୍ଷ ଧରି ଛିଡ଼ା ହୋଇ ତପସ୍ୟା କରିଥାଆନ୍ତି ତ କେତେବେଳେ ପାଣି ଉପରେ ପଦ୍ମାସନ କରି ବସିବାର ଆପଣ ଦେଖିଥିବେ ଏବଂ ଶୁଣିଥିବେ। ତେବେ ଏହି…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ ବେଳେ ଧାଇଁ ଆସିଲେ ଯୁବକ

ନୂଆଦିଲ୍ଲୀ : ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । କର୍ଣ୍ଣାଟକର ଦେବନଗରରେ ରୋଡ ସୋ ବେଳେ ତବାରିକେଡ ଡେଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼କୁ ଧାଇଁ ଆସିଥଲେ ଜଣେ ଯୁବକ । ତେବେ କୌଣସି କ୍ଷତି କରିବା ଆଗରୁ ଯୁବକକୁ କାବୁ କରିନେଇଥିଲା ପୋଲିସ । ୩…

ବିବାହ ବେଳେ କନ୍ୟାଙ୍କୁ ତିନି ମାମୁଁଙ୍କ ୩ କୋଟି ଉପହାର, ଦେଖିଲେ ହୋଇଯିବେ ତାଜୁବ….

ନାଗପୁର : ବିବାହ ଏକ ପବିତ୍ର ବନ୍ଧନ । ବିବାହରେ ଉପହାର ଦେବା ସାଧାରଣ କଥା । ବାପଘରୁ କନ୍ୟା ବିଦା ସମୟରେ କନ୍ୟାର ପିତା ନିଜ ଝିଅକୁ ଉପହାର ସୂରପ ଅନେକ  ଜିନିଷ  ଦେଇଥାଆନ୍ତି । ନିକଟରେ ଏକ ବିବାହ ଉତ୍ସବର ଉପହାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି । କନ୍ୟାକୁ ତିନି ଜଣ ମାମୁଁ ୩…

ଏପ୍ରିଲ ମାସରେ ବ୍ୟାଙ୍କ ଯାଉଛନ୍ତି କି ? ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ…

ନୂଆଦିଲ୍ଲୀ : ଆପଣ ମାନେ ଜାଣନ୍ତି ଯେ, ପ୍ରତିମାସ ରିଜର୍ଭ ବ୍ୟାଙ୍କ ତରଫରୁ ଛୁଟି ତାଲିକା ପ୍ରକାଶ ପାଇଥାଏ । ଏନେଇ  ଏପ୍ରିଲ ମାସ ପାଇଁ  ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ତେବେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ…

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଏସଏସ ରାଜେମୌଲିଙ୍କର ଫିଲ୍ମ RRRର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ସମ୍ମାନ । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ ହୋଇଥିଲା ନାଟୁ-ନାଟୁ ଗୀତ । ଶେଷରେ ସବୁ ଗୀତକୁ ପଛରେ ପକାଇ ଓସ୍କାର ପୁରସ୍କାର ହାତେଇଛି  ‘ନାଟୁ ନାଟୁ’ ଗୀତ…

ରିଲିଜ ପୂର୍ବରୁ ଲିକ୍‌ ହେଲା ଟାଇଗର-୩ର ସୁଟିଂ ସିନ୍‌…

ମୁମ୍ବାଇ : ରିଲିଜ ପୂର୍ବରୁ ଲିକ୍‌ ହେଲା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଗର -୩ ସୁଟିଂ ସମୟର ଫଟୋ, ଭିଡିଓ । ସୋସିଆଲ୍‌ ମିଡିଆରେ ଭାଇରାଲ ଫଟୋ ଦେଖି ପ୍ରଶଂସକ ବେଶ୍‌ ଖୁସି ହୋଇଯାଇଛନ୍ତି । ନିକଟରେ ଇମ୍ରାନ ହାସମିଙ୍କ ଫିଲ୍ମର ମଧ୍ୟ କିଛି ଫୋଟୋ ଭାଇରାଲ୍‌ ହୋଇଥିଲା  । ପରେ…

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ସାନିଆ ମିର୍ଜାଙ୍କ ଜବାବ୍‌; କହିଲେ ମୁଁ ମୋ ଦେଶ ପାଇଁ ୧୦୦% ଦେଇ ଆସିଛି  

ନୂଆଦିଲ୍ଲୀ : ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିଠି ଲେଖି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ସାନିଆ ମିର୍ଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିର ଉତ୍ତର ଦେଇଛନ୍ତି । ବାସ୍ତବରେ ସେ ଚିଠି ଲେଖି ପ୍ରଧାନମନ୍ତ୍ରୀ…

କପିଲ ଶର୍ମା ଶୋରେ ନଜର ଆସିବେ ପ୍ରଧାନମନ୍ତ୍ରୀ, ଶୋ’କୁ ଯିବା ପୂର୍ବରୁ ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ : ଅଭିନେତା ତଥା ହାସ୍ୟ ଅଭିନେତା କପିଲ ଶର୍ମା ଘରେ ଘରେ ପରିଚିତ । ସେ ନିଜର ପରିଶ୍ରମ ଦ୍ୱାରା ଏହି ପରିଚୟ ସୃଷ୍ଟି କରିଛନ୍ତି । ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ରାମ ଚରଣ ଏବଂ ଜୁନିଅର ଏନଟିଆର ଭଳି ତାରକାମାନେ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ଅଭିନୟ…