Latest Odisha News

BREAKING NEWS

ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଦିନ ୧୨ଟା ସମୟରେ  ଏହି ରେଳ ପ୍ଲାଟଫର୍ମର ଉଦ୍‌ଘାଟନ ହେବା ନେଇ ସୂଚନା ରହିଛି । କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଧା ସ୍ୱାମୀଜୀ ହୁବଲୀ ରେଳ ଷ୍ଟେସନରେ…

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା…

ସାଂସଦଙ୍କ ମହାନତା, ବୃଦ୍ଧ ଟ୍ରଲି ଚାଳକର ଦୁଃଖ ବୁଝିଲେ ଅନୁଭବ

ଭୁବନେଶ୍ୱର : ଦୁଃଖ ଅନୁଭବ କଲେ ଅନୁଭବ, ରଖିଲେ ପ୍ରତିଶୃତି ! ଦେଇଥିବା କଥା ମୁତାବକ ସାଂସଦ ବଢାଇଛନ୍ତି ସାହାଯ୍ୟର ହାତ । ସାଲେପୁର ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧ‌ ଟ୍ରଲି ଚାଳକ ଅର୍ଜୁନି ସାମଲଙ୍କୁ ସାହାଯ୍ୟ କରି ଏବେ ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ…

ଫ୍ରିଜ୍‌ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଦିନକୁ ଦିନ ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ସେଥିପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁ ଏହି ସମୟରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଫ୍ରିଜ୍‌ ପାଣି ପିଇଥାଆନ୍ତି ।…

ରାତିରେ ନଶୋଇଲେ ମସ୍ତିଷ୍କ ୧ରୁ୨ ବର୍ଷ ବୁଢା ହୋଇଯାଏ…

ନୂଆଦିଲ୍ଲୀ : ଜୀବନରେ ନିଦର ମହତ୍ତ୍ୱ ଟିକିଏ ଅଧିକା । ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି । ଡ଼ାକ୍ତରଙ୍କ ମତ ଅନୁଯାୟୀ ନିୟମିତ ଭାବେ ଜଣେ ଲୋକ ୭ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । କାମର ଚାପ ହେଉ କି ଆଜିକାଲିର ଜୀବନଚର୍ଯ୍ୟା ଅନେକଙ୍କୁ…

ନୂଆ ଘର ଓ କାର୍‌ କିଣିଲେ ରାକ୍ଷୀ ସାଓ୍ୱନ୍ତ, ସ୍ୱାମୀଙ୍କ କଥା କହି ହେଲେ ଭାବପ୍ରବଣ

ମୁମ୍ବାଇ : ବଲିଉଡ୍‌ର ଡ୍ରାମା କ୍ଵିନ୍‌ ରାକ୍ଷୀ ସାୱନ୍ତ । ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । କିନ୍ତୁ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ…

ଆଜି ରଙ୍ଗର ପର୍ବ ହୋଲି; ଗାଁ ଠୁ ସହର ସବୁଠି ଜମୁଛି ହୋଲିର ଆସର

ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇବେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୂଲିଯାଆନ୍ତି ଦୁଃଖ ଓ କଷ୍ଟ  । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଆନ୍ତି ନାଚ ଗୀତରେ । ଆଉ ନିଜକୁ ହଜାଇଦେବେ ଫଗୁଣର ଫଗୁ  ରଙ୍ଗରେ  । ଏଥିସହ…

ଚା’ ପିଇବା ପରେ ପାଣି ପଉଛନ୍ତି କି ?

ଚା’ ସମସ୍ତଙ୍କ ପସନ୍ଦ । ସକାଳେ କପେ ଚା’ ନପିଇଲେ ଦିନ କଟେନି। ଚା' ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ପ୍ରତ୍ୟେକ ଋତୁରେ ଚା' ପାଇଁ କ୍ରେଜ୍ ଦେଖିବାକୁ ମିଳିଥାଏ  । ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା' ପିଇବା ଭଲ ପାଆନ୍ତି। କିଛି ଲୋକ ଦିନରେ ୮ ରୁ ୧୦ କପ୍ ଚା' ପିଅନ୍ତି ।କିନ୍ତୁ…

ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ; ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ମଧ୍ୟ ପ୍ରଦେଶର ରତଲାମରେ ଆୟୋଜିତ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତାକୁ ନେଇ ଦେଖା ଦେଇଛି ବିବାଦ। କଂଗ୍ରେସ ଆୟୋଜକ ବିଜେପି ନେତାମାନଙ୍କ ଉପରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ଆଣିଛି ।…

ରାତିରେ କାହିଁକି ଦ୍ରୁତ ବେଗରେ ଚାଲେ ଟ୍ରେନ୍‌ ? କ’ଣ ରହିଛି କାରଣ…

ନୂଆଦିଲ୍ଲୀ : ଭାରତୀୟ ରେଳର ଇତିହାସ ବହୁତ ପୁରୁଣା। ଭାରତୀୟ ରେଲଓ୍ୱେ ଲୋକମାନଙ୍କ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ । ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି।  କୁହାଯାଏ ବ୍ରିଟିଶ ଶାସନ ସମୟରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା…