Latest Odisha News
Browsing Category

ବୌଦ୍ଧ

Boudh

ଏସଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ

ବୌଦ୍ଧ : ଏସଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ତରୁଘାଟ ଅଞ୍ଚଳର ସଚିତନ୍ ନାଏକ। ବୌଦ୍ଧ କନ୍ଧମାଳ ସୀମାନ୍ତରେ ବାଘଛାଲ ବିକ୍ରି ପାଇଁ ଡିଲ…

ବାଘ ଛାଲ ଚାଲାଣ, ଜଣେ ଗିରଫ

ବୌଦ୍ଧ: STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ। ବାଘ…

ଏସଟିଏଫ୍ ପଞ୍ଝାରେ ପୁଣି ବାଘ ଶିକାରୀ: ଡିଲ୍ ବେଳେ ବାଘ ଛାଲ ଓ ବନ୍ଧୁକ ସହ ଗିରଫ

ବୌଦ୍ଧ: ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । ପୁଣି ଜଣେ ଶିକାରୀକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିରା ଗାଁ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ହର ରଣା ଓ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗି ଗାଁରେ ।…

ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଉଭୟପକ୍ଷ ମୁହାଁମୁହିଁ ହୋଇଛନ୍ତି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳି ବିନିମୟ ଚାଲିଛି । ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ନେଇ ଆଇଜି (ଅପରେସନ୍‌) ଅମିତାଭ…

ମାନବିକତା ପାଇଁ ବଂଚିଲା ମୟୂର ଜୀବନ

ବୌଦ୍ଧ: ଆଜି ବି ବଂଚିଛି ମାନବିକତା । ଏ କଥାକୁ ପ୍ରମାଣିତ କରିଛନ୍ତି ବୌଦ୍ଧ ଜିଲ୍ଲା ପୋଡାପଦର ଗାଁର ଲୋକେ । ବିଲରେ ଅସହାୟ ଅବସ୍ଥାରେ ପଡିଥିବା ଏକ ମୟୂରକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ପୋଡାପଦର ଗାଁ ବାସିନ୍ଦା । ଆଜି ସକାଳୁ ଉମା ଚୌହାନ ନାମକ ଜଣେ ମହିଳା କିଛି କାମ…

ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ, ୩ ଜଣ ଗୁରୁତର

ବୌଦ୍ଧ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କାର୍ । ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛନ୍ତି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀ…

କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, କରୋନା ଭୟରେ ପଡ଼ି ରହିଛି ମୃତଦେହ

ବୌଦ୍ଧ: କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ । କରୋନା ଭୟରେ ମୃତଦେହ ପାଖରୁ ପରିବାରବର୍ଗ ଓ ସମ୍ପର୍କୀୟ କେହି ଆସୁନାହାନ୍ତି । ୯ ଘଣ୍ଟା ହେବ ଘର ଆଗରେ ମୃତଦେହ ପଡ଼ି ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର…

ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଆହତ

ବୌଦ୍ଧ/ସୁବର୍ଣ୍ଣପୁର: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖଜୁରୀପଡ଼ା ନିକଟରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର…

କେତେ ନିଷ୍ଠୁର ଏ ମୃତ୍ୟୁ: ବାପାଙ୍କ ଶେଷକୃତ୍ୟ ସାରି ଫେରିବା ବାଟରେ ଦୁର୍ଘଟଣା ନେଲା ପୁଅର ଜୀବନ

ବୌଦ୍ଧ: ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରିବା ବେଳେ ଅଧାବାଟରେ ଚାହିଁ ରହିଥିଲା ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଲା ପୁଅ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ୱର ଜାତୀୟ ରାଜପଥର କରଡ଼ାକୋଠା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଭାରସାମ୍ୟ ହରାଇ ବୌଦ୍ଧରେ ଓଲଟିଲା ବସ୍: ୪ ଆହତ, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ବୌଦ୍ଧ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେଲା । ଏଥିରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକ…