Home ଓଡିଶା ରାୟଗଡ଼ା

ରାୟଗଡ଼ା

Rayagada

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା...

[ଭିଡିଓ] ଓଡିଶାରେ ମାତିଛନ୍ତି ବାହାର ରାଜ୍ୟର ଗଂଜେଇ ବେପାରୀ

ଗୁଣୁପୁର: ଦିନକୁ ଦିନ ଓଡିଶାରେ ଗଂଜେଇ କାରବାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଗଂଜେଇ ଚାଲାଣରେ ସଂପୃକ୍ତ ରହୁଛନ୍ତି ବାହାର ରାଜ୍ୟର ଲୋକେ । ନିକଟରେ ପୁଣିଥରେ ରାୟଗଡାରେ ଧରାପଡିଛନ୍ତି ଏକାଧିକ ଗଂଜେଇ ବେପାରୀ । ଗିରଫଦାରୀ ସହ...

ରାୟଗଡା ପ୍ରଶାସନକୁ ମନେ ପଡିଲା ହୁଲୁକି ଗାଁ ଲୋକଙ୍କ କଥା

ରାୟଗଡା: ଚନ୍ଦ୍ରକୁ ଆରମ୍ଭ ହୋଇଛି ଯାତ୍ରୀବାହୀ ପରିବହନ(ରକେଟ୍‌) ବ୍ୟବସ୍ଥା । ମଙ୍ଗଳ ଗ୍ରହରେ ଜଳର ସନ୍ଧାନ କରୁଛି ମାନବ ଜାତି । ତଥାପି ରାୟଗଡା ଜିଲ୍ଲାର ଦୁର୍ଗମ ଇଲାକାରେ ରହୁଥିବା ହୁଲୁକି ଗାଁର ଲୋକେ ଆଜି ବି ମୌଳିକ ଅଧିକାର ପାଇଁ ଲଢେଇ...

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଜଣେ ସ୍ୱାସ୍ଥ୍ୟକର୍ମୀ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ରାୟଗଡା: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟଠାରୁ ଆରମ୍ଭ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏବେ ବି ଅନେକଙ୍କ ପାଖକୁ ପହଂଚିପାରିନି ପ୍ରାଥମିକ ସ୍ୱାସ୍ଥ୍ୟସେବା । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଜଗଦଲପୁର ଗାଁରୁ ସାମ୍ନାକୁ ଆସିଛି...

କରୋନା କାଳରେ ବ୍ୟବସାୟ ମାନ୍ଦା

ରାୟଗଡା:  କରୋନା କାଳରେ ବ୍ୟବସାୟ ମାନ୍ଦା,ଉତ୍ପାଦନ ତୁଳନାରେ ବିକ୍ରି କମ୍ ହାତରେ ମୁଣ୍ଡ ଦେଇବସିଛନ୍ତି ବ୍ୟବସାୟୀ । ଶିଳ୍ପ ସମୃଦ୍ଦ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଲା । ଜିଲ୍ଲାରେ ଉତ୍କଳ ଆଲୁମିନା କାରଖାନା,ଜେକେ କାଗଜ କଳ ଓ...

ନୀଳ ଜହରର ଚରାଭୂଇଁ, ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ରାୟଗଡା: ନୀଳ ଜହରର ଚରାଭୂଇଁ ପାଲଟିଛି  ରାୟଗଡା । ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ।  ପୋଲିସ ଧରପଗଡରେ ଅବକାରୀ ହାତ ଖାଲି  । ମାତ୍ର କିଛି ଦିନ ବ୍ୟବଧାନରେ ଟନ ଟନ ଗଞ୍ଜେଇ ରାଜ୍ୟ ତଥା ରାଜ୍ୟ ବାହାରୁ...

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ରାୟଗଡା : ପୁଣି ଦୟନୀୟ ଚିତ୍ର । ଖଟିଆରେ ୩ କି.ମି ବୁହା ହୋଇ ଗଲେ ଗର୍ଭବତୀ । ରାୟଗଡା ଜିଲା କାଶୀପୁର ବ୍ଲକରେ ଏହିଁ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଖବରକାଗଜ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ପ୍ରଶାସନ...

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ...

ରାୟଗଡ଼ାରେ ହସ୍ପିଟାଲ ଛାତରୁ ଡେଇଁ ଜୀବନ ହାରିଲେ ମହିଳା

ରାୟଗଡ଼ା: ହସ୍ପିଟାଲ ଛାତ ଉପରୁ ତଳକୁ ଡେଇଁ ମହିଳାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ଘଟିଛି । ମେଡିସିନ୍ ଓ୍ୱାର୍ଡର ୩ ମହଲା କୋଠା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ...

ପୋଲିସ ଜାଲରେ ଲୁଟେରା, ବିପୁଳ ଟଙ୍କା ଓ ସୁନା ଗହଣା ଜବତ

ଗୁଣୁପୁର: କରୋନା ମହାମାରୀରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସରକାରୀ ଘୋଷଣା ସାମ୍ନାକୁ ଆଣିଛି ଅନେକ ଅପ୍ରତ୍ୟଶିତ ପରିସ୍ଥିତି । ବଢିଛି ବେରୋଜଗାରୀ, ବ୍ୟାପିଛି ଲୁଟ୍ ଓ ଡକାୟତି ଭଳି ଅପରାଧିକ ଘଟଣା । ଏହି ଧାରାରେ ରାୟଗଡା ଜିଲ୍ଲାରେ ଏକ ଲୁଟ୍...

ସାହିତ୍ୟ