Latest Odisha News

BREAKING NEWS

Browsing Category

ସୁନ୍ଦରଗଡ଼

Sundargarh

୨୦ ବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ ବିରଜୁ

ସୁନ୍ଦରଗଡ଼: ପାକିସ୍ତାନ ଜେଲରୁ ସୁନ୍ଦରଗଡ଼ । ୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବା ପରେ ଭିଟାମାଟିକୁ ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିରଜୁ କୁଲୁ । ଆଜି ସକାଳୁ ସେ ନିଜ ଗାଁ କୁତ୍ରାରେ ପହଞ୍ଚିଛନ୍ତି । ପ୍ରଥମେ ସେ କୁତ୍ରା ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତାପରେ…

ପାକିସ୍ତାନ ଜେଲରୁ ମୁକ୍ତି ପରେ ଆଜି ଜନ୍ମମାଟି କୁତ୍ରାରେ ପହଞ୍ଚିବେ ବିରଜୁ କୁଲୁ

ସୁନ୍ଦରଗଡ଼: ଆଉ କେଇ ଘଣ୍ଟାର ଅପେକ୍ଷା । ୨୦ ବର୍ଷ ପରେ ପରିବାର ଲୋକଙ୍କୁ ଆଖିରେ ଦେଖିବେ । ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁରେ ପହଞ୍ଚିବେ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ । ଆଜି ସେ ଝାଡ଼ଖଣ୍ଜରୁ କୁତ୍ରା ଅଭିମୁଖେ ବାହାରିଛନ୍ତି ।…

ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମା’ ମାନଙ୍କ ପାଇଁ ‘ଗର୍ଭାବସ୍ଥାରେ ଯତ୍ନ’ ବା ଏଏନସି ସେବା ଆଜିଠାରୁ ସୁନ୍ଦରଗଡ଼ରେ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା’ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ ବିଭିନ୍ନ…

ରାଉରକେଲାରେ ସ୍କର୍ପିଓ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ରାଉରକେଲା: ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ରାଉରକେଲା ନିକଟରେ ରାସ୍ତା ଉପରେ ଜଳିଗଲା ଗାଡ଼ି । ଆଜି ସକାଳୁ ସକାଳୁ ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଗାଡ଼ିଟି ପୋଡ଼ି ଯାଇଥିଲା ।…

ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ସୁନ୍ଦରଗଡ଼: ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୨୦ରୁ ଅଧିକ ହାତୀ କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି । ଆଖାପାଖ ଗାଁରେ ତିନି ଦିନ ହେବ ଉପଦ୍ରବ ଚଳାଇଛନ୍ତି । ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି…

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ତା ନାଁ…

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ଯୁବକ ମୃତ

ସୁନ୍ଦରଗଡ଼: ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । କିନ୍ତୁ ବାରହା ବଦଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ବାହାଳ ଗାଁରେ । ବାରହା ଶିକାର ପାଇଁ ବିଛା ଯାଇଥିବା…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…

ନୃଶଂସ ବାପା, ନିଜ ଚାରି ବର୍ଷର ଝିଅକୁ ଠେଙ୍ଗାରେ ପିଟି ମାରି ଦେଲା

ବଣେଇ: ଜନ୍ମଦାତା ସାଜିଲେ ହତ୍ୟାକାରୀ । ଚାରି ବର୍ଷର ନିଷ୍ପାପ ଶିଶୁକୁ ହତ୍ୟା କରିଛି ବାପା । ଠେଙ୍ଗାରେ ଜୋରରେ ପିଟି ଦେବାରୁ ଝିଅର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଲାଲ ହାଟିଙ୍ଗରେ । ଅଭିଯୋଗ ଅନୁସାରେ, ଲାଲହାଟିଙ୍ଗରେ ଦୁଇ…

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ‘ମୋତିଆ ବିନ୍ଦୁ’ ଅପରେସନ

ସୁନ୍ଦରଗଡ଼ : କୋଭିଡ୍ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ । କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି ମାସ ହେଲା ବନ୍ଦ ରହିଥିଲା। ଗତ ମାସକ ଭିତରେ ୮ଟି ବ୍ୟାଚରେ ମୋଟ ୪୬ ଜଣଙ୍କ ଅପରେସନ କରାଯାଇଛି।…