Latest Odisha News

BREAKING NEWS

Browsing Category

ଆଲେଖ

ଆସ ହେ ପିତୃପୁରୁଷ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ଗାଁକୁ ଆସିଛି ଆକାଶ। କହିବାକୁ ଗଲେ ଗତ ଦଶ ବର୍ଷ ହେଲା, ଯଦିଓ ସେ ଗାଁର ଖବର ରଖିଛି, କିନ୍ତୁ ଗାଁକୁ ଆସିବାର ସୁଯୋଗ ପାଇନି। ନିଜ କର୍ମମୟ ଜୀବନ ଭିତରେ ତାକୁ ଯଦିଓ ବାରମ୍ବାର ତା ଗାଁ କଥା ମନେପଡ଼ିଛି, କିନ୍ତୁ…

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଦୀପାବଳି ଭାରତୀୟମାନଙ୍କର ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନେ ଏହାକୁ ଏକ ମୁଖ୍ୟ ପର୍ବ ଭାବେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରନ୍ତି । ରଙ୍ଗିନ୍ ସାଜସଜ୍ଜା ସହ ଦୀପାବଳିରେ ଜଳୁଥିବା…

ଗାଁ’କୁ ଫେରିବାର ବେଳ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… କରୋନା ମହାମାରୀ ଆମ ଠାରୁ ଅନେକ କିଛି ଛଡ଼େଇ ନେଇଥିବା ବେଳେ ଆମକୁ ଏକ ମହାନ ଶିକ୍ଷା ଦେଇଯାଇଛି । ତାହା ହେଉଛି ବିକାଶର ଗାଡ଼ିର ଦିଗକୁ ଏବେ ବଦଳେଇବାର ସମୟ ଆସିଛି । ଗାଁ’କୁ ଭାଙ୍ଗି ସହରୀକରଣ କରିବାର ଯେଉଁ ବିକାଶର ଧାରା ଆମେ…

ମୋଟା ସମ୍ବିଧାନ ଛୋଟା ଗଣତନ୍ତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଆମ ସମ୍ବିଧାନରେ ଲେଖାଅଛି ,ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର । ଆମ ରାଜନେତାମାନେ କେହି ସମ୍ବିଧାନକୁ ମାନୁନାହାଁନ୍ତି ; ସେମାନେ ଜାତି ନାଁରେ ଧର୍ମ ନାଁରେ ବର୍ଣ୍ଣ, ଆଞ୍ଚଳିକତା ନାଁରେ…

କାର୍ତ୍ତିକ ମାସର ମାହାତ୍ମ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଆମ ସଂସ୍କୃତିରେ ଶାସ୍ତ୍ର ଓ ପୁରାଣ ଅନୁସାରେ ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ଧର୍ମ କାର୍ଯ୍ୟ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏଇ ମାସଟିକୁ ନିଷ୍ଠାର ସହକାରେ ପାଳନ କରାଯାଏ । ସନାତନ ଧର୍ମରେ…

ବାପାଙ୍କ ଦରମା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ଦଶମ ଶ୍ରେଣୀରେ ପଢୁଥାଏ ମୁଁ । କୈଶୋରର ଉଦ୍ଦାମତା କୁହାଯାଉ ବା ସଙ୍ଗଦୋଷ, ପ୍ରତିକଥାରେ ପ୍ରତିବାଦ କରିବା ସତେ ଯେମିତି ଏକ ଚିରାଚରିତ ଘଟଣା ପାଲଟି ଯାଇଥିଲା ମୋ ପାଇଁ। ମୋ ସାନ ଭଉଣୀ ହଷ୍ଟେଲରେ ରହି ପଢୁଥିଲା ଏବଂ ସାନଭାଇ…

ବେଳହୁଁ ସାବଧାନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ନିକଟରେ ଘଟିଥିବା ମୁମ୍ବାଇ ଅବିଘ୍ନ ପାର୍କ ସୋସାଇଟି ଅଗ୍ନିକାଣ୍ଡ ବେଳେ ସୁଉଚ୍ଚ ଅଟ୍ଟାଳିକାର ଉଣେଇଶ ତମ ମହଲାରୁ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡି ପ୍ରାଣ ହରାଇବାର ଦୃଶ୍ୟ…

ଓଡ଼ିଶାବାସୀ ଦୀନ ଦରିଦ୍ର କାହିଁକି ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଭାରତବର୍ଷର ଗୋଟାଏ କଡରେ ଗାଆଁକନିଆ ସିଂଘାଣିନାକୀ ପରି ଦୀର୍ଘକାଳ ହେଲା ପଡିରହିଛି ଆମର ଏ ଓଡ଼ିଶା ଭୂଇଁ । ଏ ଦେଶର ଦରିଦ୍ର ରାଜ୍ୟ ଭାବରେ ଓଡିଶା ସଂପର୍କରେ ବେଶ୍ କିଛି ଲାଂଛନାର ଲିପି ଲେଖିଯାଇଛନ୍ତି ଗବେଷକମାନେ । ଓଡ଼ିଶାକୁ ନିଜ ଘର…

କାର୍ତ୍ତିକ ଚିତାରେ ପ୍ରତୀକ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ରୀତିରେ ଯେଉଁ ଉପାସନା ଶୈଳୀ ଅନୁସୃତ ହୋଇଥାଏ ସେଥିରେ ପ୍ରତୀକାତ୍ମକ ରୂପର ବ୍ୟବହାର ବହୁଳ ଭାବେ ଦେଖାଯାଏ । ଏହି ରୂପର ଅବତାରଣା ଦୁଇ ପ୍ରକାରର ଯଥା ବିଗ୍ରହ-ରୂପ ଓ ଚିତ୍ର-ରୂପ । ବିଗ୍ରହ ରୂପ ମୂର୍ତ୍ତି…

ଜୀବନ ଚକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବିନୟାର ପରିବାରରେ ଆଉ କାହାର କୌଣସି ଅସ୍ତିତ୍ୱ ନାହିଁ । ଏପରିକି ତା ସ୍ୱାମୀ ବୈରିଗଞ୍ଜନ ବି ଆପାତତଃ ଜଣେ ପ୍ରଖ୍ୟାତ ସ୍ତ୍ରୈଣ । ମାନେ ସ୍ତ୍ରୀ କହିଲେ ଉଠିଲା, ଆଉ ସ୍ତ୍ରୀ କହିଲେ ବସିଲା । ବିନୟାର ତିନିଟା ପୁଅ ଆଉ ଦୁଇଟା ଝିଅ । ବଡ଼…