Latest Odisha News

BREAKING NEWS

Browsing Category

ଆଲେଖ

ଅଡ଼ୁଆରେ ବାପା-ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ (ପୂର୍ବ ସଂଖ୍ୟାରେ ପ୍ରକାଶିତ “ଧର୍ମ ସଂକଟ”ର ଏହା ପରବର୍ତ୍ତୀ ଭାଗ) ଗାଁ ସଭାରେ ନିଷ୍ପତ୍ତି ଅନୁସାରେ ପରଦିନ ସକାଳୁ ବଂଶ କୁଟୁମ୍ବର ଭାଇ ବନ୍ଧୁ ସବୁ ପହଞ୍ଚିଗଲେ ଦେବବ୍ରତର ଦୁଆର ଆଗରେ । ସେଠାରୁ ସେମାନେ ତୁଠକୁ ଯିବେ । ତା ପରେ…

ପଇସାର ଖେଳ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ "ଏଇ କଥାକୁ" …… ପ୍ରାୟ ଦୁଇ ହଜାର ପାଞ୍ଚ ଶହ ବର୍ଷ ତଳର କଥା। ପ୍ରାଚୀନ ଗ୍ରୀସର ସାମରିକ ବାହିନୀ, ଆକ୍ରମଣକାରୀ ପାରସ୍ୟ ସେନା ସହିତ ମାରାଥନ ନାମକ ସ୍ଥାନରେ ଘମାଘୋଟ ଲଢେଇ କରୁଥାନ୍ତି। ଶେଷରେ ଆକ୍ରମଣକୁ ପ୍ରତିହତ କରି ଗ୍ରୀକ ସେନା ବିଜୟୀ…

ବିପ୍ଲବର ବୟସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ପଞ୍ଚସ୍ତରୀ ବୟସ ତାତି ପାରୁଛି ପଚିଶ୍ ବର୍ଷ ମାତିପାରୁନି ? ସବୁ ବିପଦରୁ ବିପ୍ଲବ । ବିବାଦ ଭିତରୁ ବିପ୍ଲବ । ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ । ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ । ଆମେ ସବୁ…

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା ଯାଉଥିଲା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେହି…

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ

ଲକ୍ଷ୍ମଣ ସାହୁ  ଭାରତୀୟଙ୍କ ଅହର୍ନିଶ ଅସୀମ ଲଢେ଼ଇ, ଦୃଢ ମନୋବଳ, ଗଭୀର ଆତ୍ମବିଶ୍ବାସ ଦିନେ ନା ଦିନେ ସ୍ୱାଧୀନତାର ସ୍ୱାଦ ଭରିଦେବ ଏକଥା କାହାକୁ ଅଛପା ନଥିଲା । ଜାତୀୟ ଦଳ ସମୂହର ରାଜନୈତିକ କୌଶଳଗତ କ୍ରିୟାକଳାପ ନହେଲେ ମଧ୍ୟ ଶ୍ରମଜୀବୀ ଜନଗଣଙ୍କ ବ୍ୟାପକ ଆନ୍ଦୋଳନ ଯୋଗୁଁ ଔପନିବେଶକ…

ସ୍ୱାଧୀନତା ପ୍ରାପ୍ତି ବେଳେ ଗାନ୍ଧୀ କରୁଥିଲେ କ’ଣ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ତିନି ଶତାଦ୍ଦୀର ବ୍ରିଟିଶ୍ ଶାସନର ଅବସାନ ଘଟାଇ ଭାରତ ସ୍ୱାଧୀନ ହେଲା ୧୯୪୭ ଅଗଷ୍ଟ ୧୫ରେ । ଏହି ଅବିସ୍ମରଣୀୟ ସ୍ମୃତିକୁ ପଖାଳିବା ପାଇଁ ଏବେ ଆମେ ପାଳୁଛୁ ସ୍ୱାଧୀନତାର ଅମୃତ ମହୋତ୍ସବ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ ଯେଉଁ ସଙ୍କଟମୟ…

ଲତାଜାତୀୟ ଫସଲ ବିନ୍‌

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ଲତା ଜାତୀୟ   ଫସଲ ଭିତରେ ବିନ୍‌ ଏବେ ସର୍ବାଧିକ ଲୋକପ୍ରିୟ ଚାଷ ହେଉଥିବା ପରିବା । ଏହାର ପ୍ରୋଟି୍‌ନ ପରିମାଣ ୯.୬ ଗ୍ରାମ ଥିଲାବେଳେ ର୍କାବୋହାଇଡେ଼୍ରଟ୍‌ ୧୦.୫ ଗ୍ରାମ ଥାଏ ।ତେବେ ଏହାର ଉପଯୁକ୍ତ ପରିଚାଳନା…

ଅନନ୍ୟ ଶଙ୍ଖକ୍ଷେତ୍ର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ " ଅନନ୍ୟ ଶଙ୍ଖକ୍ଷେତ୍ର " ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେଥି ମଧ୍ୟରୁ…

ଧର୍ମ ସଙ୍କଟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବବ୍ରତ ଦଣ୍ଡପାଟ ଅପରାଧୀଟିଏ ଭଳି ଠିଆ ହୋଇଥାଏ ସଭା ମଝିରେ । ଗାଁ ପରିଚାଳନା ସମିତିର ସଭ୍ୟମାନେ ସେଦିନ ଗାଁ ସଭା ଡାକିଥିଲେ । ସଭାରେ କେବଳ ସମିତିର ସଦସ୍ୟମାନେ ନୁହଁନ୍ତି, ପୂରା ଗାଁଟା ଯାକର ଲୋକ ଏକାଠି ହୋଇଥିଲେ ଗାଁ ମଝିରେ । ଶହେ…