Latest Odisha News

BREAKING NEWS

Browsing Category

ଆଲେଖ

ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗୋଟିଏ ଜାତିର, ଗୋଟିଏ ସଂସ୍କୃତିର, ଗୋଟିଏ ସହରର କିଛି ନା କିଛି ପରିଚୟ ଥାଏ । ତାହା ଛୋଟିଆ ଚିତ୍ରଟେ କି ପଥର ଖଣ୍ଡେ ହେଉ ପଛେ । ସେମିତି ଭୁବନେଶ୍ୱରକୁ ଯେଉଁମାନେ ଆସନ୍ତି, ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା ତାଙ୍କ ଆଖି…

ଆସନ୍ତୁ ୨୦୩୦ ସୁଦ୍ଧା ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବା

ଡ. ମନୋଜ କୁମାର ସାହୁ  ହେପାଟାଇଟିସ୍ ଯକୃତର ଏକ ସଂକ୍ରମଣ ଯାହା ଆଜି ପୃଥିବୀରେ ଏକ ଭୟଙ୍କର ବ୍ୟାଧିରେ ପରିଣତ ହୋଇଛି । ଭାଇରାଲ୍ ହେପାଟାଇଟିସ୍‌ର ମୁଖ୍ୟ ଭାଇରସ୍‌ ଗୁଡ଼ିକ ହେଲା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ । ଏହି ରୋଗ ବର୍ତମାନ ଭାରତ ତଥା ସାରା ବିଶ୍ୱରେ ଚିନ୍ତାର କାରଣ…

ଓବାମାଙ୍କ ସଙ୍କଳ୍ପ ଭୂମିରେ ମହାତ୍ମା ଗାନ୍ଧୀ

ମୋହନଦାସ କରମଚାନ୍ଦ ଗାନ୍ଧୀ ସାଦାସିଧା ସରଳ ମଣିଷଟିଏ । ନିଜ ଆତ୍ମାର ବିକାଶ କରି ଅନ୍ୟ ଆତ୍ମାକୁ ଚିହ୍ନି ସେମାନଙ୍କୁ ସତ୍ୟ, ପ୍ରେମ, ଶାନ୍ତିର ବନ୍ଧନରେ ବାନ୍ଧୁଥିବା ଏହି ବିରଳ ମଣିଷଟିକୁ ଶ୍ରଦ୍ଧା ଓ ସମ୍ମାନର ସହ ଲୋକେ ଆପଣାଇ ନେଲେ ଏବଂ ଡାକିଲେ ମହାତ୍ମା ବୋଲି । ସେବେଠାରୁ ମୋହନ…

ସଦା ପ୍ରାସଙ୍ଗିକ ଗାନ୍ଧୀ ବିଚାର

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ୱରୂପ ଭାରତରୁ ପ୍ରାୟ ୩୦୦ ବର୍ଷର ବ୍ରଟିଶ୍ ଶାସନର ଅନ୍ତ ଘଟିଲା ୧୯୪୭ ଅଗଷ୍ଟ ୧୫ରେ ଏବଂ ଆମ ଦେଶ ସ୍ୱାଧୀନ ହେଲା । ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀ ସହିଦ ହୋଇଛନ୍ତି ଓ ଲକ୍ଷାଧିକ ନିର୍ଯାତନା ଓ…

କ୍ଷୁଦ୍ର ମାନବର କ୍ଷୁଧା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଲୋକବିଶ୍ୱାସରେ ଗଚ୍ଛିତ ଅଛି ନିହତ ଯୁଗର ନାନା ନୃତାତ୍ତ୍ୱିକତା  । ଅତି ପୁରାତନ ଭାବକଳ୍ପର ଭଗ୍ନାଂଶ ଗୁଡ଼ିକ ବେଳେବେଳେ ମନେହୁଏ କେଉଁ ବିସ୍ମୃତ, ବିଲୁପ୍ତ ବାସ୍ତବତାର  ଭିତ୍ତିଚିତ୍ର ନ ହେଲେ କେଉଁ କାୟାତୀତ କ୍ଳୁପ୍ତକାଳର କଙ୍କାଳ…

ଚିତ୍ରପୁରୀ : ଅନାମ-ନାମ

ଭାଗ - ୧୦  ଏମିତି ଏକ ବିଚିତ୍ର ଶୀର୍ଷକ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ପତ୍ରିକା ଏହା ହିଁ ଥିଲା । ଅନାମଙ୍କ ସଂପର୍କରେ ଛାପୁଥିଲା, ନାମ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପର୍କରେ ବି ଛାପୁଥିଲା । ନିଜେ ସମ୍ପାଦକ ବିଭିନ୍ନ ତାରକାଙ୍କ ସହ ଛବି ଉଠାଇ…

ଆମେ ଚାହିଁଥିବା, ସବୁ ଲୁଟିନେବେ

ବିଶ୍ୱରଞ୍ଜନ ମହାପାତ୍ର  ଆମେ ଶୋଇଥିବା , ଅନ୍ୟମାନେ ଲୁଟି ଚାଲିଥିବେ । ବାସ୍ତବରେ ଆମ ଓଡ଼ିଆମାନଙ୍କ ଚରିତ୍ର ଖୁବ ଚମତ୍କାର । ରସଗୋଲା ଯାଇଥିଲା, ଖଜା ବି ଯାଇଥିଲା । ଆଉ କ’ଣ କ’ଣ ବି ଯାଇଥିବ, ଆମକୁ ଜଣାନାହିଁ । ଏବେ ପାଳି ପଡ଼ିଛି ପଖାଳର । ପଖାଳ ଏବେ ଲୋକପ୍ରିୟ ହେବାରେ ଲାଗିଛି । ପୁଣି…

ମତେ ଠକି ଦେଇଥିଲ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ସେତେବେଳେ ମାତ୍ର ପାଞ୍ଚ ବର୍ଷର ହୋଇଥିଲା ଶାନ୍ତନୁ । ପ୍ରଥମ ଶ୍ରେଣୀରେ ପଢୁଥାଏ । ତିନି ଚାରି ବର୍ଷରୁ ହିଁ ବିଛୁଆତିଟାଏ ଶାନ୍ତନୁ। ସିଏ ଯାହା ବୁଝିଥିବ ସେଇଆ । ବ୍ରହ୍ମା କହିଲେ ବି ଶୁଣିବାର ନାହିଁ । ନିଜ ଇଛାର ମାଲିକ ସିଏ । ଥରେ…

ଅନନ୍ୟ ଶଙ୍ଖକ୍ଷେତ୍ର : ମହାନାଟକ ଓ ତା’ର ଶେଷଦୃଶ୍ୟ

ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ରଥଯାତ୍ରା ଲଗାଏତ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅବଧିରେ ରଚିତ ରଙ୍ଗରସଭରା ଲୀଳାକୁ ମହାପ୍ରଭୁଙ୍କ ମହାନାଟକ କହିବାନି ତ ଆଉ କ’ଣ ! ଏଥିରେ ସେ ହିଁ ଅଭିନେତା ଆଉ ନିର୍ଦ୍ଦେଶକ ମଧ୍ୟ ସେ ନିଜେ । ତାଙ୍କଠାରୁ ଆଜ୍ଞାମାଳ ଆସି ସବୁ କାର୍ଯ୍ୟର ଭିଆଣ…

ଅନୁଭୂତିରେ ଶ୍ରୀଜଗନ୍ନାଥ : ନିବେଦିତା ନନ୍ଦ

ଦର୍ଶନାନୁଭୂତି  ସେ ଅନାଥର ନାଥ, ସେ ଅଗତିର ଗତି।ତାଙ୍କ ଇଚ୍ଛା ବିନା ପତ୍ର ଟିଏ ହଲେନି ଏ ସଂସାରରେ। ମୁଁ ବା କି ଛାର ମଣିଷ ଲେଖିବି ତାଙ୍କ ଦର୍ଶନାନୁଭୂତି ! ସେ ନିଜେ ହିଁ ଚଳେଇନେବେ ମୋ କଲମ ବର୍ଣ୍ଣି ହେଇଯିବ ତାଙ୍କ ମହିମା। ଦୁଇ ହଜାର ସତର ମସିହା କଥା। ପୁଅ ବ୍ରତଘର ପଡିଲା ଅଣସର…