Latest Odisha News

BREAKING NEWS

Browsing Category

ଆଲେଖ

ଅନନ୍ୟ ଶଙ୍ଖକ୍ଷେତ୍ର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ " ଅନନ୍ୟ ଶଙ୍ଖକ୍ଷେତ୍ର " ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେଥି ମଧ୍ୟରୁ…

ଧର୍ମ ସଙ୍କଟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବବ୍ରତ ଦଣ୍ଡପାଟ ଅପରାଧୀଟିଏ ଭଳି ଠିଆ ହୋଇଥାଏ ସଭା ମଝିରେ । ଗାଁ ପରିଚାଳନା ସମିତିର ସଭ୍ୟମାନେ ସେଦିନ ଗାଁ ସଭା ଡାକିଥିଲେ । ସଭାରେ କେବଳ ସମିତିର ସଦସ୍ୟମାନେ ନୁହଁନ୍ତି, ପୂରା ଗାଁଟା ଯାକର ଲୋକ ଏକାଠି ହୋଇଥିଲେ ଗାଁ ମଝିରେ । ଶହେ…

ପାରମ୍ପରିକ ଚିତ୍ର ଜଗତର ନୂଆ ସମ୍ଭାବନା : ପଟ୍ଟଚିତ୍ର ଶିଳ୍ପୀ ସସ୍ମିତା ମହାରଣା

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପରିବାର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଦିନେ ଅଣ୍ଟା ଭିଡ଼ିଥିବା ସସ୍ମିତା ମହାରଣା ଆଜି ରାଜ୍ୟ ହସ୍ତକଳା ଜଗତରେ ସୃଷ୍ଟି କରିପାରିଛନ୍ତି ନିଜର ଭିନ୍ନ ଏକ ପରିଚୟ । ଖୁବ୍ କମ୍ ସମୟ ମଧ୍ୟରେ ସାଉଁଟିଛନ୍ତି ଅନେକ…

ନୂଆ ଅଲିମ୍ପିକ୍‌ : ନାମ ପାଇବା ପାଇଁ ପ୍ରତିଯୋଗିତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଟୋକିଓ ଅଲିମ୍ପିକ୍ ସହିତ ତାଳ ଦେଇ ଆମ ଦେଶରେ ଗଣମାଧ୍ୟମ ଦ୍ୱାରା ଆଉ ଏକ ଅଲିମ୍ପିକ୍‌ ଚାଲୁଥିଲା । ସେହି ଅଲିମ୍ପିକ୍ ହେଉଛି ଖେଳାଳୀଙ୍କ ସଫଳତାକୁ ରାଜନୈତିକ ନେତାମାନେ ନିଜ ନାମରେ କରିବାର ପ୍ରତିଯୋଗିତା । ଯେତେବେଳେ ମୀରାବାଈ ଚାନୁ…

‘କର ବା ମର’ ଆନ୍ଦୋଳନରେ ଓଡ଼ିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ତଥା ଗୌରବାବହ ଅଧ୍ୟାୟ । ଦେଶର ସ୍ୱାଧୀନତା ପାଇଁ ଓଡ଼ିଶାବାସୀ କେତେ ବଳିଦାନ ଦେଇପାରନ୍ତି; ତାହାର ପ୍ରାମାଣିକ ନିଦର୍ଶନ ରହିଯାଇଛି ସ୍ୱାଧୀନତା ସଂଗ୍ରାମର…

ଅଗଷ୍ଟ କ୍ରାନ୍ତି ଆନ୍ଦୋଳନରେ କୋରାପୁଟିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ 'ଗାନ୍ଧୀ କଥା' ‘ଭାରତର ସ୍ୱାଧୀନତା ଲାଗି କୋରାପୁଟ ଜିଲାର ଅବଦାନ ଅତୁଳନୀୟ । ଗାନ୍ଧୀଜୀଙ୍କ କାମର ଅଦ୍ଭୁତପୂର୍ବ ସଫଳତା ଏହି ଆଦିବାସୀ ବହୁଳ ଜିଲାରେ ଦେଖିବାକୁ ମିଳିଥିଲା । ବାପୁଜୀଙ୍କ ଡାକରାରେ ସ୍ୱରାଜ ସଂଗ୍ରାମ ଲାଗି କୋରାପୁଟ ଯେପରି…

ଚିତ୍ରପୁରୀ : ୩ଟି ସୂତ୍ର

ଭାଗ : ୧୨ ବସନ୍ତ ପଟ୍ଟନାୟକଙ୍କ ପ୍ରକାଶିତ ଓ ସମ୍ପାଦିତ ‘ଚିତ୍ରପୁରୀ’ ପ୍ରକାଶନ ଓ ସମ୍ପାଦନା କ୍ଷେତ୍ରରେ ଯେଉଁସବୁ ନୂଆ ନୂଆ ଦିଗ ଉନ୍ମୁକ୍ତ କଲା, ସେଥିରୁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ଅବଦାନ ସମ୍ପନ୍ଧରେ ଅନ୍ତତଃ ତିନିଟି ପର୍ଯ୍ୟାୟରେ ଲକ୍ଷ୍ୟ କରିବାକୁ ହେବ । ଏକ: ପତ୍ରିକାର ଆକାର ଓ…

ପୁରୀର ଲୋକଭାଷା ଓ ସଂସ୍କୃତି

ଗୋଟିଏ ନିର୍ଦ୍ଦିଷ୍ଟ ଜନପଦର ଲୋକଙ୍କ ଚାହାଣି ,ଚଳଣି, ଚମକ ମାଧ୍ୟମରେ ସଂପୃକ୍ତ ଅଞ୍ଚଳର ଭାଷା ଓ ସଂସ୍କୃତିର ବିକାଶ ହୋଇଥାଏ । ଏହି ଚାହାଣୀର ଅର୍ଥ ଦୃଷ୍ଟିଭଙ୍ଗୀ ବା ମାନସିକତା,ଚଳଣୀ-ଜୀବନଶୈଳୀ ଏବଂ ଚମକର ଅର୍ଥ ଅନ୍ୟକୁ ପ୍ରଭାବିତ କଲା ଭଳି ଗୁଣ । ଭାଷା ସଂସ୍କୃତିର ମୂଳ ଆଧାର । ଲୋକଙ୍କ…

ପ୍ରତିଯୋଗିତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ଟୋକିଓ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ହାଇ ଜମ୍ପ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଁ ଯେଉଁ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେଲା ଏବଂ ଏଥିରେ ନିଜ ଖେଳୁଆଡ ମନୋଭାବକୁ ଯେଭଳି ଭାବେ ପ୍ରଦର୍ଶନ କଲେ କତାରର ମୁତାଜ୍ ଏସା…

ଚିତ୍ର ଜଗତର ଅମ୍ଳାନ ପ୍ରତିଭା : ଶିଳ୍ପୀ ଅସିତ୍ ମୁଖାର୍ଜୀ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ଶିଳ୍ପୀ ଅସିତ ମୁଖାର୍ଜୀ ଓଡିଆ ଚିତ୍ରକଳା ଜଗତର ଜଣେ ଲୋକପ୍ରିୟ ସ୍ରଷ୍ଠା । ସନ୍ୟାସୀ ଭଳି ଚଳଣି ଓ ସରଳ ବ୍ୟବହାର ଅନ୍ୟକୁ କ୍ଷଣିକରେ ଆପଣାରେ କରି ନିଏ । ସର୍ବଦା କର୍ମତପ୍ତର । ଶହ ଶହ ଚିତ୍ର, ଅସଂଖ୍ୟ ପୁସ୍ତକର କଭର…