Latest Odisha News

BREAKING NEWS

Browsing Category

ଆଲେଖ

ମୂଲ୍ୟହୀନ ବିତର୍କ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆଜିକାଲି ବୈଦ୍ୟୁତିକ ଗଣମାଧ୍ୟମ ତଥା ସମ୍ବାଦ ଚ୍ୟାନେଲ୍ ମାନଙ୍କରେ ସମ୍ବାଦ ପରିବେଷଣ ବ୍ୟତୀତ ଭିନ୍ନ ଭିନ୍ନ ବିଷୟରେ ଷ୍ଟୁଡ଼ିଓରେ ବିତର୍କ ଆୟୋଜନ କରିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଉଭା ହୋଇଛି । କିନ୍ତୁ ଏହି ବିତର୍କ…

ସାହିତ୍ୟର ଲୋକତନ୍ତ୍ର

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସାହିତ୍ୟ ହେଉଛି ପୃଥିବୀର ଚିରସ୍ଥାୟୀ ଲୋକତନ୍ତ୍ର – ଏମିତି ଏକ ଚମତ୍କାର ବକ୍ତବ୍ୟ ରଖିଥିଲେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବି ତଥା କଳା ସମୀକ୍ଷକ ଅଶୋକ ବାଜପାୟୀ । ସାହିତ୍ୟରେ ସବୁପ୍ରକାର ସ୍ୱର ଜାଗା ପାଇବେ । ସାହିତ୍ୟରେ କେହି ବି…

ମୁକୁଟଠୁ ମୁଣ୍ଡ ମୂଲ୍ୟବାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏହି ଭାରତର ସନ୍ଥସଂସ୍କୃତି ମଧ୍ୟ ଏକ ସମୁନ୍ନତ ନିର୍ଭୀକ ମାନବସମାଜର ନବଜାଗରଣ ପାଇଁ ମନ୍ତ୍ରପାଠ କରିଆସିଛି କାଳେକାଳେ । ଗୁରୁ ଗୋବିନ୍ଦ ସିଂ ଆହ୍ୱାନ ଦେଇଥିଲେ - ‘ଯୁବକମାନେ ଦେଶ ପାଇଁ, ଜାତି ପାଇଁ ମରିବାକୁ ପ୍ରସ୍ତୁତ ହୁଅ ।’ ଏହି…

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର…

ଅଧିକାର ଓ ଦାୟିତ୍ୱବୋଧ

ମହିଳାଙ୍କୁ ନେଇ କେତେ କଥା କେତେ ଆଲୋଚନା ତାର ଆଉ ଅନ୍ତ ନ ଥାଏ, କାରଣ ସୃଷ୍ଟିର ଆରମ୍ଭରୁ ନାରୀକୁ ନେଇ କି ହିଁ ସବୁକଥାର ଆରମ୍ଭ ହୋଇଛି । ନାରୀ ଏମିତି ଗୋଟିଏ ଶବ୍ଦ ଯାହା ବିନା ସବୁକିଛି ଅଧା ଲାଗେ, ଯେମିତି ଘରୁ ଝିଅ, ସ୍ତ୍ରୀ, ମା’ ଏଇ ଚରିତ୍ରମାନେ ଆମର ଦୈନନ୍ଦିନ ଜୀବନରେ ବହୁତ ବଡ଼…

ଆଷ୍ଟ୍ରୋ ଫଟୋଗ୍ରାଫି ପାଇଁ ଓଡିଶାରେ କେତେ ରହିଛି ସୁଯୋଗ?

ଭୁବନେଶ୍ୱର: ଫଟୋଗ୍ରାଫି ସମ୍ପର୍କରେ ପ୍ରାୟ ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି । ହେଲେ ତନ୍ମଧ୍ୟରୁ ଆଷ୍ଟ୍ରୋ ଫଟୋଗ୍ରାଫି ଅନ୍ୟତମ । ଯାହା ବର୍ତ୍ତମାନ ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ହେଲେ ଖୁବ୍ କମ୍ ଲୋକ ଏସମ୍ପର୍କରେ ଜାଣିଥିବେ । ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ‘ବିଶ୍ୱ…

ଗାଁ ସବୁ ନଷ୍ଟ ହୋଇଗଲା ପରେ…

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଅନେକ ସମୟରେ କଥା ହେଲା ବେଳେ କି ପୁରୁଣା ଦିନର ସ୍ମୃତି ମନେ ପକେଇଲା ବେଳେ ଏଇ କଥା ବାରବାର ଉଠୁଛି । ସମସ୍ତେ- ଗାଁର ପୁରୁଣା ସ୍ମୃତିକୁ ଝୁରି ହେଉଛନ୍ତି । ଗାଁକୁ ମନେ ପକାଉଛନ୍ତି । ପିଲା ବେଳର କଥା, ପିଲା ବେଳକର…

କବିତାର ଗଣିତ ଓ ଗଣିତର କବିତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗଣିତ ଆଉ କବିତା ପରସ୍ପରର ବିରୋଧୀ ବୋଲି ଏକ ସାଧାରଣ ଧାରଣା ଆମର ରହିଛି । ଗଣିତ ମୂଳତଃ ଯୁକ୍ତି ଓ ଜ୍ଞାନ ସମ୍ମତ ହୋଇଥିବା ବେଳେ କବିତା ଭାବପ୍ରଧାନ ଓ କଳ୍ପନା ଆଧାରରେ ଗଢା ହୋଇଥାଏ ବୋଲି ଆମେ ଭାବୁ । ଉପରୁ ଦେଖିଲେ ଏ ଧାରଣା ଠିକ୍ ‌।…

ଶ୍ରମିକ ଶ୍ରେଣୀର ସନ୍ଧିକ୍ଷଣ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏକ ପରିବର୍ତିତ ପରିସ୍ଥିତିରେ ଆଜି ବଦଳିଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମ ସାମ୍ନାରେ ହସ ହସ ମୁହଁରେ ଛଦ୍ମବେଶୀ ଶତ୍ରୁ... ବନ୍ଧୁତ୍ୱର ବେଶଭୂଷାରେ ବିପଜ୍ଜନକ ବୈରୀ । ଅତୀତର ଯେଉଁ ପୁଞ୍ଜିବାଦକୁ ଆମେ ଭେଟୁଥିଲୁ…

ଓଳିଆରୁ ଗଜା

‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାର ସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା ।ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ । ବିଜ୍ଞାନର, ବିଶେଷକରି…