Latest Odisha News

BREAKING NEWS

Browsing Category

ଆମ ଚାଷୀ ଆମ ପରିଚୟ

Ama Chasi Ama Parichaya

ଚାଷ ଜମିରେ ସୋରିଷ ଛିଟା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଧାନ ଚାଷ ପରେ ପରେ ରବି ଫସଲ ନିଶାରେ ମାତେ ଚାଷୀ, ପ୍ରାୟତଃ ଚାଷ ଜମିରେ ମୁଖ୍ୟ ରବି ଫସଲ ଭାବେ ସୋରିଷ ଚାଷ କରାଯାଏ । ରାସ୍ତା କଡେକଡେ ହଳଦିଆ ପରିବେଶ ଆଉ ଏକ ନିଆରା ବାତାବରଣ । ହଳଦିଆ ଫୁଲ ସହ ସୋରିଷ କ୍ଷେତର…

ଶ୍ୟାମଳ କ୍ଷେତରେ ସୁବର୍ଣ୍ଣର ହସ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଫାଲଗୁନର ଫଲ୍‌ଗୁରେ କ୍ଷେତକୁ କର୍ଷଣରେ କର୍ଷିତ କରେ କୃଷକ । ହଳକର୍ଷିତ ଭୂମିରେ ଦେଖାଦିଏ ବର୍ଷିତ ଜଳର ସମାହାର । ମାଟିରେ ଆସେ ବାସ୍ନା । କୃଷକର ମନରେ ଆନନ୍ଦର ଉନ୍ମେଷ । ବିପିତ ବିହନ ସବୁ ଗଜା ମେଲେ, ଆଉ କୃଷକ…

ଛାତ ଉପରେ ବଗିଚା (୨)

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଉପଯୁକ୍ତ ଫସଲ ଚୟନ- ଯଦିଓ ରୁଫଟପ୍ ଗାର୍ଡ଼େନିଙ୍ଗ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଥାଏ ପରନ୍ତୁ ଫସଲ ଚୟନ ଏକ ପ୍ରମୁଖ ତଥା ଦରକାରୀ ସୋପାନ । ତେବେ କେଉଁ ସମୟରେ କେଉଁ ଫସଲ ଚାଷ କଲେ ଆମର ଉତ୍ପାଦନର ହାର ବୃଦ୍ଧି…

ଛାତ ଉପରେ ବଗିଚା(୧)

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ସମୟର ସାରାଂଶରେ ଜନସଂଖ୍ୟା ଏବେ ହୁ ହୁ ହୋଇ ବଢ଼ୁଛି । ଚାଷଜମି ସବୁ ପଡ଼ିଆ ହୋଇ ପଡ଼ିରହୁଛି । ଆଉ ବାକିତକ କାରଖାନାର କଳେବରରେ ଚାପିହୋଇଗଲେଣି । ଯେଉଁ ଚାଷଜମି ସଭ୍ୟତାର ଆଦ୍ୟ ଓଁକାର ଥିଲା ଆଜି ତାହା ନିସ୍ୱ…

ଯୋଗ୍ୟ ଓ ଅଯୋଗ୍ୟ ଭିତରେ ଯୋଜନା ବାଟବଣା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଚାଷ କାମ ଯାହାର, କି ଆନନ୍ଦ ତାହାର- ପୁରାତନ ଯୁଗର ଏହି ଉକ୍ତିଟି ଦିନେ ସଭିଙ୍କୁ ଆତ୍ମୀୟତାର ଡ଼ୋରିରେ ବାନ୍ଧି ରଖିଥିଲା । ଗ୍ରାମ ଜୀବନର ପ୍ରଧାନ ଏନ୍ତୁଡ଼ିଶାଳ ଏଇ ଚାଷ ଜମି । ଯିଏ ଖାଲି ପେଟକୁ ଦାନା ନି ମୁଠାଏ…

ସେ ସବୁଜିମାର ଶିଳ୍ପୀ…

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଆମ ସଭ୍ୟତାର ମୁଖ୍ୟ ଆଧାର ବୋଲି ବିବେଚନା କରାଯାଏ । କୃଷି ପାଇଁ ସବୁବେଳେ ବିଭିନ୍ନ ଯୋଜନା । କୃଷି ଓ କୃଷକର କଲ୍ୟାଣ ଦିଗରେ ସରକାରଙ୍କ ତରଫରୁ ସଦାସର୍ବଦା ବିଭିନ୍ନ ନୂତନ ଯୋଜନାମାନ ବି ଗ୍ରହଣ କରାଯାଏ ।…

ସ୍ୱାବଲମ୍ବୀ ହେବାର ନୂତନ ବିକଳ୍ପ – କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ବର୍ତ୍ତମାନର ପରିସ୍ଥିତିକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଅନେକ ମାତ୍ରାରେ ଅନୁଭବ କରିପାରୁଛେ । ସମୟ ବଦଳିବା ସହ ପରିସ୍ଥିତି ବି ବଦଳୁଛି । ମଣିଷର ଚଳଣି ବି ବଦଳୁଛି । ଦୁନିଆରେ ପରିପାଟୀ ବି ବଦଳିବାକୁ…

ଆମେ ପୁଣି ହସିବା !!

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଏବେ ଯେଉଁଆଡ଼େ ଟିକେ ଆଖି ବୁଲେଇଲେ କେବଳ କରୋନାର ଚିତ୍ର । ସବୁ ଠିକ୍ ଠାକ୍ ଥିଲା । ହଠାତ ଆସି ମୃତ୍ୟୁର ମାୟାଜାଲ ରଚି ସମସ୍ତଙ୍କ ମନରେ ଏକ ଅଭୁତପୂର୍ବ ଭୟ ସଂଚାର କରିଛି କରୋନା । କିଛି ମାସ ପୂର୍ବକୁ ଲକ୍ଷ୍ୟ…

ଧାନ ଫସଲର କୀଟ ପରିଚାଳନା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଓଡ଼ିଶାର ଅର୍ଥନୀତିର ମାପକାଠି ରୂପେ ବିବେଚନା କରାଯାଉଥିବା ବେଳେ ଏହାର ଜଳବାୟୁ ଅନୁସାରେ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭରଶୀଳ । ଡ଼ିଶାର ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର…

ସ୍ୱଳ୍ପ ଖର୍ଚ୍ଚ, ସ୍ୱଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ – ଜୈବିକ କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଚାଷ – ଏକ ବ୍ୟବସାୟ ନୁହେଁ ବରଂ ଏକ ସ୍ୱର୍ଗୀୟ ଅନୁଭବ । ଆଉ ପୁଣି ଧରିତ୍ରୀମାତା ସହ ଏକ ମାର୍ମିକ ସମ୍ପର୍କ । ରାତି ପାହିଲେ ହାତରେ ଲଙ୍ଗଳ , କାନ୍ଧରେ ଗାମୁଛା ଆଉ ପଖାଳ ମୁଠେ ଖାଇଦେଇ ଆରମ୍ଭ ହୋଇଯାଏ ଚାଷର ପର୍ବ…