Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୬ ଜଣ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଅଡିଟ୍ ପ୍ରୋସେସରେ ସେମାନଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।…

ଆଜି ରାଜ୍ୟରୁ ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫୨ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୭ । ୧୮ ବର୍ଷ ଭିତରେ ଆଉ ୧୮୧ ଜଣ ସଂକ୍ରମିତ ହୋଇଛନ୍ତି ।…

ଗତକାଲି ଅପେକ୍ଷା ଆଜି ଦେଶରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କମିବା ପରେ ଆଜି ବଢିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦ହଜାର ୬୧୫ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୧ ପ୍ରତିଶତ ଅଧିକ ବଢ଼ିଛି । ଦେଶରେ ପଜିଟିଭ୍ ହାର ରହିଛି ୨.୪୫ ପ୍ରତିଶତ । ପାଞ୍ଚଟି ରାଜ୍ୟ କେରଳ, ମହାରାଷ୍ଟ୍ର,…

୩୦ ହଜାର ତଳେ ଦେଶରେ ଦୈନିକ କରୋନା କେସ୍, ୩୪୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା କାୟା । ୩୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୪୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମଣ ୧୯.୭ ପ୍ରତିଶତ କମିଛି । କେରଳରୁ ସର୍ବାଧିକ ୮୯୮୯ ପଜିଟିଭ୍ ବାହାରିଥିବା ବେଳେ…

ଆଜି ରାଜ୍ୟରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସ୍ଥିର ରହିବା ପରେ ଆଜି ହଜାରେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨୫ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୮୩ । ୧୮ ବର୍ଷ ଭିତରେ ଆଉ ୨୦୨ ପଜିଟିଭ୍ ବାହାରିଛନ୍ତି । Covid-19…

ରାଜ୍ୟରେ ୧୧ଶହକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସ୍ଥିର ରହିବା ପରେ ଆଜି ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ କିଛି ଦିନ ହେବ ପ୍ରତିଦିନ ପାଖାପାଖି ୧୫ ଶହ ସଂକ୍ରମିତ ଚିହ୍ନଟ ହେଉଥିଲେ । ଆଜି ଏହି ସଂଖ୍ୟା ୧୧ଶହକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୪୮ ଆକ୍ରାନ୍ତ ।…

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । ଆଉ ୨୨ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସସେର ଏମାନଙ୍କର କରୋନାର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୮ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।…

ଆଜି ଓଡ଼ିଶାରୁ ୧୫୩୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପାଖାପାଖି ୧୫ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୩୯ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୮୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୪୨ । ୧୮ ବର୍ଷରୁ କମ୍ ଆଉ ୩୪୨…

କାବୁ ପାଉଛି କରୋନା: ଦେଶରେ ୫୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ କ୍ରମାଗତ ଭାବରେ ଖସିବାରେ ଲାଗିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୪୦୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ପାଖାପାଖି ୧୦ ହଜାର କମ୍ ସଂକ୍ରମିତ ବାହାରିଛନ୍ତି । ଦେଶରେ ପଜିଟିଭ୍ ହାର ରହିଛି ୩.୪୮ ପ୍ରତିଶତ…

ରାଜ୍ୟରୁ କରୋନା ନେଲା ଆଉ ୨୪ ଜୀବନ, ମୃତକଙ୍କ ଭିତରେ ୨୧ ଦିନର ଶିଶୁ ପୁତ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢୁଛି । ଆଉ ୨୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଅଡିଟ୍ ପ୍ରୋସେସରେ ସେମାନଙ୍କର କରୋନାରେ ମୃତ୍ୟ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ…