Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡ଼ିଶାରେ ୧୪ ଦିନିଆ ଲକଡାଉନ୍ ଘୋଷଣା: ଆସନ୍ତା ୫ ତାରିଖ ସକାଳୁ କଡ଼ା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ୫ଶହ ମିଟର ଦୂରତା…

ଥମୁନି କରୋନା ମୃତ୍ୟୁର ବିଭୀଷିକା: ଆଜି ଦେଶରୁ ୩ହଜାର ୬୮୯ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ଅଧିକ ଜୀବନ ନେଉଛି । କ୍ରମାଗତ ପଞ୍ଚମ ଦିନରେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୩୫ଶହରୁ କମୁନି । ଆଜି ମହାମାରୀରେ ଆଉ ୩ହଜାର ୬୮୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ଏଯାଏ କରୋନାରେ ପ୍ରାଣ ହରାଇଲେଣି ୨ଲକ୍ଷ ୧୫ହଜାର ୫୪୨ ଜଣ ।…

ରାଜ୍ୟରୁ କରୋନା ନେଲା ଆଉ ୧୪ ଜୀବନ, ରାୟଗଡ଼ାରୁ ସର୍ବାଧିକ ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । କିନ୍ତୁ ବଢ଼ିଛି ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରୁ କରୋନା ନେଇଛି ୧୪ ଜୀବନ । ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ୨ ଜଣ ସଂକ୍ରମିତଙ୍କ…

ଆଜି କମିଲା: ୨୪ ଘଣ୍ଟାରେ ରାଜ୍ୟରୁ ୮୦୧୫ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଫ୍ଲାଟନିଂ ସ୍ଥିତିରେ କରୋନା ସଂକ୍ରମଣ । କେବେ ବଢୁଛି ତ କେତେବେଳେ ଖସୁଛି । ଗତକାଲି ୧୦ ହଜାର ପାର କରିଥିଲା । ଆଜି ପୁଣି ୮ ହଜାରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୧୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ହଜାର ୩୯୮ଟି କମ୍…

ରବିବାର ଦିନ ୧୦ଟାରେ କରୋନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୧୦ ହଜାର ଟପିଛି । ଟ୍ୱିନ୍ ସିଟି ଭୁବନେଶ୍ୱ ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଛି । ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ନେଉନି । ଏଭଳି ସ୍ଥିତିରେ କରୋନାର ଚେନକୁ ଭାଙ୍ଗିବାକୁ ରାଜ୍ୟ…

ରାଜଧାନୀରେ ୮ ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଶନିବାର ରାଜଧାନୀରେ ଚିହ୍ନଟ ୧୦୯୩ଟି ନୂଆ ମାମଲା ସହ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ୧୨୧ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ ୫୦୯ ଜଣ କରୋନାରୁ ସୁସ୍ଥ…

କରୋନାରୁ ସୁସ୍ଥ ହେଲେ ଆଉ ୫ ହଜାର ୬୩୪ ଜଣ, ଖୋର୍ଦ୍ଧାରୁ ୧୧୪୬

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଥିବା ବେଳେ ୨୪ ଘଣ୍ଟାରେ ସର୍ବାଧିକ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ ୫ ହଜାର ୬୩୪ ଜଣ କୋଭିଡ୍ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ ମୋଟ ସୁସ୍ଥ…

କୋଭିଡ୍ ମୁକାବିଲା: ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ ଅଗ୍ରୀମ ୮୮୭୩ କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରିରେ ଜୁଝି ହେଉଛି ସାରା ଦେଶ । ଲୋକ ମହାମାରୀ ମୁହଁରେ ପଡ଼ି କଲବଲ ହେଉଛନ୍ତି । ସରକାର ମୁକାବିଲା ଦିଗରେ କଡ଼ା ପଦକ୍ଷେପ ନେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟଗୁଡ଼ିକୁ…

ଆଗପଛ ହୋଇ କରୋନାରେ ଚାଲିଗଲେ ସାମ୍ବାଦିକ ଦମ୍ପତି

ନୂଆଦିଲ୍ଲୀ: ଆଉ କେତେ ନିଷ୍ଠୁର ହେବ କରୋନା ? କେତେ ଲୋକଙ୍କ ଜୀବନ ନେବ ମହାମାରୀ ? ରୋହିତ ଶରଦାନାଙ୍କ ଦେହାନ୍ତକୁ ୨୪ ଘଣ୍ଟା ପୂରି ନଥିବା ବେଳେ କରୋନାରେ ଆଖି ବୁଜିଲେ ଆସାମର ସାମ୍ବାଦିକ ଦମ୍ପତି । ଦିଲ୍ଲୀରେ କାର୍ୟ୍ୟରତ ବରିଷ୍ଠ ସାମ୍ବାଦିକ କଲ୍ୟାଣ ବରୁଆ ଓ ତାଙ୍କ ପତ୍ନୀ ନୀଲାକ୍ଷୀ…

ଆଜିଠୁ ୧୮ରୁ ୪୪ ବର୍ଷ ଯାଏ ଟିକାକରଣ: ଟିକା ଦେଇପାରିବେ କେବଳ ଏହି ୬ଟି ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ଦିଆୟିବ ଟିକା । କିନ୍ତୁ ଅଧିକାଂଶ ରାଜ୍ୟରେ ଏହି ବର୍ଗର ଲୋକଙ୍କୁ ଆଜିଠୁ ଆରମ୍ଭ ହୋଇ ପାରିନି ଟିକାକରଣ । କାରଣ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ପାରି ନାହାନ୍ତି କମ୍ପାନୀ । କେବଳ ୬ଟି ରାଜ୍ୟ…