Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଜି ସନ୍ଧ୍ୟାରେ ଟିକା ଉତ୍ପାଦନକାରୀଙ୍କ ସହିତ ମୋଦିଙ୍କ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଟିକାନିର୍ମାତା କମ୍ପାନୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ବସିବ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଟିକାର ଅଭାବ ଦେଖା ଦେଲାଣି । ଟିକାକରଣ ଉତ୍ପାଦନକୁ…

ମହଙ୍ଗା ପଡିଲା ମଙ୍ଗଳା ଓଷା, ବନ୍ଧା ହେଲେ ପୂଜକ

ଅନୁଗୁଳ: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି । ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ…

ଦେଶରେ ୧୦ ରାଜ୍ୟରୁ ୮୩% କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନା । ସଂକ୍ରମିତଙ୍କ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସବୁଠୁ ବଡ଼ କଥା ହେଲା ଦେଶରେ ଯେତିକି ପ୍ରାଣ ହରାଇଛନ୍ତି ତାର ପାଖାପାଖି ୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ବାହାରିଛନ୍ତି । ଦୈନିକ…

ଗମ୍ଭୀର ହେଲାଣି ସ୍ଥିତି: କୋଭିଡ୍ ରେଡ୍ ଜୋନରେ ଓଡ଼ିଶାର ୧୦ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ପାଞ୍ଚ ହଜାର ମୁହାଁ ହେଲାଣି । ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ଓଡ଼ିଶା ପାଇଁ ଟେନସନ୍ । ମୁକାବିଲା ପାଇଁ ସରକାର ସହରାଞ୍ଚଳରେ ସଟଡାଉନ୍ ଓ ନାଇଟକର୍ଫ୍ୟୁ ଜାରି କରିଛନ୍ତି । ତଥାପି କରୋନା ମାଡୁଛି । ରେଡ୍ ଜୋନରେ ଅଛି…

ଏହି ଜିଲ୍ଲାରୁ ଚିହ୍ନଟ ହେଲେ କୁମ୍ଭ ମେଳାରୁ ଫେରିଥିବା ୧୦ ଜଣ ପଜିଟିଭ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକକୁ କୁମ୍ଭ ମେଳାରୁ ୨୯ ଜଣ ଫେରିଥିବା ବେଳେ ୧୦ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ୨୯ ଜଣ ରବିବାର ଜିଲ୍ଲାକୁ ଫେରିଥିଲେ । ଆଣ୍ଟିଜେନ୍ ଟେଷ୍ଟରେ ସେମାନଙ୍କ ରିପୋର୍ଟ ପଜିଟଭ୍ ଆସିଛି । କୁମ୍ଭ ମେଳାରୁ ରାୟଗଡ଼ା ଜିଲ୍ଲାକୁ ପ୍ରାୟ ୭୦…

ପ୍ରାଣଘାତୀ କରୋନା: ଆଜି ଦେଶରୁ ନେଲା ୧୭୬୧ ଜୀବନ, କମିଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଘାତକ ହେଉଛି । ଅଧିକ ଜୀବନ ନେଉଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଚି ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । କିନ୍ତୁ ଗତକାଲି ଅପେକ୍ଷା ଆଜି କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି…

ବ୍ରିଟେନର ରେଡ୍ ଲିଷ୍ଟରେ ଭାରତ, ଆମେରିକା ବି ଲଗାଇଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର ପ୍ରତିଦିନ ସଂକ୍ରମଣ ମାମଲା ବୃଦ୍ଧି କରି ଚାଲିଛି । ଗତକାଲି ଦେଶରେ ୨ ଲକ୍ଷ ୭୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ଏଯାବତ୍ ଚିହ୍ନଟ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା । ବଢ଼ୁଥିବା ସଂକ୍ରମଣକୁ ଦେଖି ବ୍ରିଟେନ ଭାରତକୁ ରେଡ୍…

ଘାତକ ହେଉଛି ମହାମାରୀ: ରାଜ୍ୟରୁ ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣ । ସେହିପରି କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ପ୍ରାଣ…

ଆଜି ରାଜ୍ୟରୁ ୪ ହଜାର ୭୬୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କାୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୭୬୧ ଆକ୍ରାନ୍ତ । ଏମାନଙ୍କ ଭିତରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି…

ଭୁବନେଶ୍ୱରର କେଉଁ ସ୍ଥାନରେ ନେଇପାରିବେ ଭ୍ୟାକ୍ସିନ୍, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ଭୁବନେଶ୍ୱରର ସରକାରୀ ଓ ବେସରକାରୀ କୋଭିଡ ଟୀକାକରଣ କେନ୍ଦ୍ରର ଏକ ତାଲିକା ଜାରି କରାଯାଇଛି। ଏହି ଟିକା କେନ୍ଦ୍ର ଗୁଡିକ ସକାଳ ୮ଟାରୁ ୧୨ଟା ଏବଂ ୩ଟାରୁ ୬ଟା ଯାଏଁ ଖୋଲା ରହିବ। ତେବେ ୪୫ ବର୍ଷରୁ ଅଧିକ…