Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସମସ୍ତ ଫେରନ୍ତାଙ୍କ କରୋନା ପରୀକ୍ଷା ପ୍ରସଙ୍ଗ: ବିଜେପିର ଦାବିରେ ବିଜେଡ଼ି ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଆଇସିଏମଆର ଗାଇଡ଼ ଲାଇନ୍ ଅନୁସାରେ କରୋନା ପରୀକ୍ଷା ହେଉଛି, ଏବଂ ଏବେ ଓଡ଼ିଶା ନିୟନ୍ତ୍ରଣାଧିନ ରହିଥିବା ନେଇ ବିଜେଡ଼ି ମୁଖପାତ୍ର ଡଃ ସସ୍ମିତ୍ ପାତ୍ର ଶନିବାର ଦିନ କହିଛନ୍ତି । ଓଡ଼ିଶାକୁ ଆସୁଥିବା ସମସ୍ତ ଫେରନ୍ତାଙ୍କର ସରକାର କୋଭିଡ୍ ପରୀକ୍ଷା କରିବା ଉଚିତ୍ ବୋଲି ବିଜେପି…

କୋଭିଡ-୧୯ ସଙ୍କଟ: ସ୍କୁଲ ବନ୍ଦ ଯୋଗୁଁ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ-୧୯ ସଙ୍କଟ ଜନିତ ସ୍କୁଲ ବନ୍ଦ ରହିବା କାରଣରୁ ପ୍ରାୟ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ଅଶୋକା ବିଶ୍ୱବିଦ୍ୟାଳୟର ସ୍କୁଲ ଏଜୁକେସନ ଏବଂ ଲିଟେରାସୀ ବିଭାଗର ସମ୍ପାଦିକା ଅନିତା କରୱାଲ, 'ଫ୍ୟୁଚର ଅଫ ସ୍କୁଲ ଅଭରକମିଂ କୋଭିଡ ଆଣ୍ଡ ବିୟଣ୍ଡ…

ବିଦେଶ ଫେରନ୍ତା ଫୋନ୍ ନ ଉଠାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ କରୋନା ସଂଖ୍ୟା କମିବା ଅପେକ୍ଷା ବଢ଼ି ଚାଲିଛି । ଏହାରି ମଧ୍ୟରେ ଆଉ ଏକ ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । All foreign returnees should…

ଜୁନ୍ ୧୦ରୁ ବନ୍ଦେ ଭାରତ ମିଶନ ତୃତୀୟ ପର୍ଯ୍ୟାୟ, ବୁକିଂ ଆରମ୍ଭରୁ ୱେବ ସାଇଟ କ୍ରାସ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନର ୩ୟ ପର‌୍ୟ୍ୟାୟ ଆରମ୍ଭ ହେବ । ଏନେଇ ଘୋଷଣା ହୋଇଛି। ୩ୟ ପର‌୍ୟ୍ୟାୟରେ ଆମେରିକା ଓ ବ୍ରିଟେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ୩୦୦ଟି ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ଫ୍ଲାଇଟରେ ବୁକିଂ…

ଭୁୁବନେଶ୍ୱରରୁ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ । ଆଜି ସନ୍ଧ୍ୟାରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି ।…

ସତ-ମିଛ ପରଖନ୍ତୁ, ଗୁଜବ ଠାରୁ ଦୂରେଇ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର: କରୋନାର ଅସଲ ଯୁଦ୍ଧ ଏବେ ବାକି ଅଛି । ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭିନ୍ନ ପର‌୍ୟ୍ୟାୟକୁ ଆଖିରେ ରଖି ପ୍ରଶାସନିକ ଅଦଳବଦଳ କରାଯାଇଛି । ଏ ସଂପର୍କରେ ଚାଲିଥିବା ଖବରକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ସତ-ମିଛ ପରଖନ୍ତୁ ବୋଲି ରାଜ୍ୟ…

ଓଡ଼ିଶା ପାଇଁ ଜୁନ୍ ମାସ ନିର୍ଣ୍ଣାୟକ: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଜୁନ୍ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ନିର୍ଣ୍ଣାୟକ ମାସ ହେବ । ପ୍ରବାସୀଙ୍କ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି କି ନାହିଁ ୧୫ ଦିନରେ ଜଣାପଡ଼ିବ । ଆଗକୁ ମୌସୁମୀ ମଧ୍ୟ ଆସୁଛି ।  ଦୀର୍ଘ ଦିନର ବିରତି ପରେ କରୋନା ସମ୍ପର୍କିତ ଏଭଳି ଅପ୍‌ଡେଟ୍ ଦେଇଛନ୍ତି ରାଜ୍ୟ…

ମାସ୍କ ବ୍ୟବହାର ନେଇ WHOର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ମାସ୍କର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡାଲାଇନ୍‌ରେ କୁହାଯାଇଛି ଯେ, ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ ମାସ୍କ ପିନ୍ଧିବା ଜରୁରୀ । ଏମିତିକି କୋଭିଡ-୧୯ ସଂକ୍ରମଣ ନଥିବା ୱାର୍ଡରେ ମଧ୍ୟ ଡାକ୍ତର,…

ସକାଳେ ୧୭୩ ପଜିଟିଭ, ମଧ୍ୟାହ୍ଣରେ ୧୧୨ ସୁସ୍ଥ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଶନିବାର ରାଜ୍ୟରେ ଆଉ ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 2 from Nayagarh and 1 from Mayurbhanj The total recovered cases of…

ସଂକ୍ରମଣରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀର ରୂପ ନେଇ ସାରା ଦେଶରେ ବ୍ୟାପିବାରେ ଲାଗିଛି । ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ୧୦ ଦେଶ ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଦୁଇ ଦିନ ତଳେ ବିଶ୍ୱର ସପ୍ତମ ସ୍ଥାନରେ ଥିବା ଭାରତ ଏବେ ଷଷ୍ଠ ସ୍ଥାନରେ ପହଁଚିଯାଇଛି । ସଂକ୍ରମଣରେ ଇଟାଲୀକୁ ପଛରେ…