Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଦିନ ୧୧ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଖୋର୍ଦ୍ଧା ଶିଳ୍ପାଞ୍ଚଳର ଏକ ଅଂଶ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଙ୍ଗଳବାର ଦିନ ଖୋର୍ଦ୍ଧା ସହର ନିକଟରେ ଥିବା ଶିଳ୍ପାଞ୍ଚଳର ଏକ ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛନ୍ତି। ଗୁପ୍ତା କେବୁଲ୍ସ ଲିମିଟେଡର ଜଣେ କର୍ମଚାରୀ ସୋମବାର ଦିନ କୋଭିଡ-୧୯ ପଜିଟିଭ ବାହାରିବାର ଗୋଟିଏ ଦିନ ପରେ ଏଭଳି ଘୋଷଣା…

କୁନି ପୁଅକୁ ସାହା ହେଲେ ଶାହାରୁଖ

ମୁମ୍ବାଇ: ଗତ ସପ୍ତାହରେ, ମୁଜାଫରପୁର ରେଳ ଷ୍ଟେସନରେ ଜଣେ ଛୋଟ ପିଲା ନିଜ ମୃତ ମାତାଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍ ଭାଇରାଲ ହେବାରେ ଲାଗିଥିଲା। ଏହି ହୃଦୟ ବିଦାରକ କାହାଣୀର ହୋଇଛି ଏକ ଭଲ ସମାପ୍ତି । ବଲିଉଡର ବାଦଶାହ ଶାହରୁଖ ଖାନ…

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୧ କରୋନା ପଜିଟିଭ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୪୧ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି…

ବେକାବୁ କରୋନା: ଦେଶରେ ୨୪ ଘଣ୍ଟାରେ ୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ସାଢ଼େ ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଭାରତରେ ଆରମ୍ଭ ହେଲାଣି କରୋନାର ତୃତୀୟ ପର୍ଯ୍ୟାୟ ‘ଗୋଷ୍ଠୀ ସଂକ୍ରମଣ’: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଅର୍ଥାତ 'ଗୋଷ୍ଠୀ ସଂକ୍ରମଣ' ଆରମ୍ଭ ହୋଇଗଲାଣି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ସାଢ଼େ ୫ ହଜାର ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଏମ୍ସ ଡାକ୍ତର ଓ…

ଲକ୍ ଡାଉନ୍‌ର ମାଡ଼ ଉପରେ ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’ । ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଂଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା କରାଯାଉଥିବ । ଲକ୍ ଡାଉନ୍‌ର…

ମଦ ହୋମ୍ ଡେଲିଭରି ଲାଗି ଖୋଲିଲା ପୋର୍ଟାଲ୍‌; ଜାଣନ୍ତୁ କେଉଁଠି କରିବେ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ସୋମବାର ଦିନ ଏକ ପୋର୍ଟାଲ୍ ଲଞ୍ଚ୍ ହୋଇଛି । ଏନଆଇସି ସହଭାଗିତାରେ ଏହି ପୋର୍ଟାଲ୍ ନିର୍ମିତ ହୋଇଥିବା ବେଳେ ଏହି ପୋର୍ଟାଲ୍ ରେ ଗ୍ରାହକ ପଞ୍ଜିକରଣ କରିପାରିବେ । ଏହି ପୋର୍ଟାଲ୍ ଖୋଲିବା ମାତ୍ରେ ଲଗ୍…

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଭୁବନେଶ୍ୱରରେ ସ୍ୱାଗତ କଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ୩୨ ଜଣ ଓଡିଆ ଶ୍ରମିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ । ସୋସିଆଲ୍ ମିଡିଆରେ ଏହି ଶ୍ରମିକଙ୍କ ଆକୁଳ ନିବେଦନ ପରେ ନିଜେ ବସ୍‌ର ବନ୍ଦୋବସ୍ତ କରି ସେମାନଙ୍କୁ ଓଡିଶା ଫେରାଇ ଆଣିଛନ୍ତି ସେ ।…

ପିଲାଙ୍କ ଅନ୍‌ଲାଇନ କ୍ଲାସ ସପକ୍ଷରେ ନାହାନ୍ତି ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର୍‌ ସିଏନ୍‌ଆର୍ ରାଓ

ଭୁବନେଶ୍ୱର: କରୋନା ଭାଇରସ ଜନିତ ଲକ୍‌ଡାଉନରେ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଲାଗୁ କରାଯାଇଥିବା ଅନ୍‌ଲାଇନ କ୍ଲାସ ସପକ୍ଷରେ ନାହାନ୍ତି ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର୍‌ ସିଏନ୍‌ଆର୍ ରାଓ । ପିଲାଙ୍କ ସହ ଭାବାନପ୍ରଦାନ କରିବା ହେତୁ ଜଣେ ମନୁଷ୍ୟର ଶାରୀରିକ ଉପସ୍ଥିତି ଯେ…