Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମୁଖ୍ୟମନ୍ତ୍ରୀଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା…

ରେଳବାଇର ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍‌, ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ ନିର୍ଦ୍ଦେଶନାମାରେ ସଂଶୋଧନ

ନୂଆଦିଲ୍ଲୀ: ଭାରତୀୟ ରେଳ ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ ୨୩୦ ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି । ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ…

କରୋନା ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା, ବେହୋସ ହୋଇ ରାସ୍ତାରେ ପଡି ରହିଲେ ସ୍ୱାସ୍ଥ୍ୟକର୍ମୀ

ଭୋପାଲ: ଡ୍ୟୁଟି ସମୟରେ ଟିଳି ପଡିଲେ କରୋନା ଯୋଦ୍ଧା । ସହି ପାରିଲେନି ୪୪ ଡିଗ୍ରୀ ଖରା । ଅସହ୍ୟ ଗରମ ଲାଗି ହୋଇଗଲେ ବେହୋସ । ସେ ପୁଣି ଏକ ବଡ ହସ୍ପିଟାଲ ଆଗରେ । ରାସ୍ତାରେ ଅଧଘଂଟାରୁ ଅଧିକ ସମୟ ବୋହସ ପଡି ରହିଥିଲେ ସୁଦ୍ଧା କେହି ମଧ୍ୟ ଆସିଲେନି । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ…

ଛାତ୍ରଛାତ୍ରୀଙ୍କ ଠାରୁ ତୁରନ୍ତ ଫି’ ଆଦାୟ କରିପାରିବେନି କୌଣସି ଶିକ୍ଷାନୁଷ୍ଠାନ: ୟୁଜିସି

ନୂଆଦିଲ୍ଲୀ: କୌଣସି ବିଶ୍ୱବିଦ୍ୟାଳୟ ତଥା କଲେଜ ତୁରନ୍ତ ଫି’ ଜମା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଛି ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) । ଅଧିକ ପଢନ୍ତୁ - ସିବିଏସ୍‌ସି ଛାତ୍ରଛାତ୍ରୀ ନିଜ ଜିଲ୍ଲାରୁ ବସି ଦେଇପାରିବେ ବୋର୍ଡ ପରୀକ୍ଷା: କେନ୍ଦ୍ର…

ଚାଲିଛି ୪ ପ୍ରକାରର ଟୀକା ପ୍ରସ୍ତୁତି, ଅକ୍ଟୋବରରେ ହୋଇପାରେ ପରୀକ୍ଷା

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ଲଢ଼େଇରେ ଭାରତ ବହୁତ ବଡ଼ ସଫଳତା ହାସଲ କରିଛି।  ଦେଶରେ ତିନି ପ୍ରକାରର ଟେଷ୍ଟ ବିକଶିତ କରାଯାଇଛି । ଅନ୍ୟପକ୍ଷେ ଚତୁର୍ଥଟି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଗୋଟିଏ ଟେଷ୍ଟ ଆଇଆଇଟି ଦିଲ୍ଲୀ ବିକଶିତ କରିଛି । ଅନ୍ୟଟି ଚିତ୍ରା ପ୍ରତିଷ୍ଠାନ…

ସିବିଏସ୍‌ସି ଛାତ୍ରଛାତ୍ରୀ ନିଜ ଜିଲ୍ଲାରୁ ବସି ଦେଇପାରିବେ ବୋର୍ଡ ପରୀକ୍ଷା: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ଯୋଗୁଁ ନିଜ ଗୃହ ଜିଲ୍ଲାରେ ରହି ଯାଇଥିବା ସିବିଏସ୍‌ସି ଛାତ୍ରଛାତ୍ରୀ ବର୍ତ୍ତମାନ ନିଜ ଘରେ ବସି ବୋର୍ଡ ପରୀକ୍ଷା ଦେଇପାରିବା ବିଷୟ ପ୍ରକାଶ କରିଛନ୍ତି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ । ଅଧିକ ପଢନ୍ତୁ: ଜୁନ ୩୦…

ଆଗରେ ତାଲା, ପଛରେ ସଟର ଖୋଲା, ଗ୍ରୋସରୀ ଦୋକାନରେ ଚାଲିଛି ମଦ ବେପାର

ଢ଼େଙ୍କାନାଳ: ଆଗରେ ପଡିଛି ତାଲା । ପଛରେ ଅଛି ସଟର ଖୋଲା । ଗ୍ରୋସରୀ ଦୋକାନରୁ ବୋତଲ ବୋତଲ ମଦ ବୋହୁ ନେଉଛନ୍ତି ଗ୍ରାହକ । ଚାଲିଛି ବେଧଡକ ମଦ କାରବାର । ଏପରିଛି ଚିତ୍ର ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ । ଏଠି ଗ୍ରୋସରୀ ଦୋକାନ ପଛ ପଟେ ବେଧଡକ ମଦ କାରବାର ଚାଲିଛି । ରାଜ୍ୟ ସରକାର…

ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ଶିକ୍ଷାନୁଷ୍ଠାନ

କୋଲକାତା: ମହାମାରୀ କରୋନା ଏବଂ ବାତ୍ୟା ଆମ୍ଫନ୍ ସଂକଟ ଯୋଗୁଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ର ସମସ୍ତ ସ୍କୁଲ ତଥା କଲେଜ ଗୁଡିକ ବନ୍ଦ ରହିବା ନେଇ ସୂଚନା ମିଳିଅଛି । ଗତ ମଇ ୨୧ ତାରିଖ ରେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଆମ୍ଫନ୍ ଯୋଗୁ ବୋହିଥିବା ପବନ ତଥା…

ସହାୟତା କଲେ ସୋନୁ ସୁଦ, ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ

ଭୁବନେଶ୍ୱର: କାଲି ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ । ସ୍ୱତନ୍ତ୍ର ବମାନ ଯୋଗେ ସୋମନେ ଫେରିବେ । ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସେ ପ୍ରବାସୀଙ୍କ ପାଇଁ ଏବେ ରିଲ ଲାଇଫ ହିରୋରୁ ରିଅଲ ଲାଇଫ୍ ହିରୋ ପାଲଟିଛନ୍ତି । ସୋନୁ ଏବେ ପ୍ରବାସୀ…

ମିଳିଲା ଅନୁମତି, ଭୁବନେଶ୍ୱରରେ ବିମାନ କର୍ମଚାରୀଙ୍କ ପାଇଁ ଖୋଲିଲା ହୋଟେଲ

ଭୁବନେଶ୍ୱର: ବିମାନ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ହୋଟେଲ । ହୋଟେଲ ସଂଘର ଅନୁରୋଧ ପରେ ବିମାନ କର୍ମଚାରୀଙ୍କ ପାଇଁ ହୋଟେଲ ଖୋଲିବାକୁ ଅନୁମତି ଦେଲା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୨୫ରୁ…