Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମଦର ଗୃହପ୍ରବେଶ…

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରାଦେଶରେ ଲାଗୁ ହୋଇଥିଲା ଲକ୍ ଡାଉନ୍| ଜନସାଧାରଣଙ୍କ ଯାତାୟତ, ସମସ୍ତପ୍ରକାର ବାହ୍ୟ କାର୍ଯ୍ୟକଳାପ, ଦୋକାନବଜାର, ଶିଳ୍ପୋଦ୍ୟୋଗ, ବାଣିଜ୍ୟବ୍ୟବସାୟ ଆଦି ଉପରେ ଜାରିକରାଯାଇଥିଲା…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୬ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୬ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ପଶ୍ଚିମବଙ୍ଗକୁ ଓଡ଼ିଶାର ସହାୟତା: ପଠାଗଲା ୫ ଶହ ଟନ ପଲିଥିନ

ଭୁବନେଶ୍ୱର: ବତ୍ୟା ଅମ୍ଫାନରେ ପ୍ରବଳ କ୍ଷୟକ୍ଷତିର ସାମ୍ନା କରିଥିବା ପଶ୍ଚିମବଙ୍ଗକୁ ପୁଣିଥରେ ସହାୟତାର ହାତ ବଢାଇଛି ଓଡିଶା । ବାତ୍ୟା ଅମ୍ଫାନରେ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ। ଏଥିରେ ଅନେକ ଘରର ଛାତ ଉଡ଼ିଯିବା ସହ ବାସହରା ହୋଇ ଖୋଲା ଆକାଶ ତଳେ…

ଅଣାୟତ୍ତ କରୋନା: ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଦେଶରେ ପର୍ଯ୍ୟାୟ କ୍ରମେ ବଢୁଛି ଆରୋଗ୍ୟଙ୍କ ହାର: ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪୧.୬୧%

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଭାରତରେ ମଧ୍ୟ ଏହା ନିଜର ପାର୍ଦୁଭାବ ଆରମ୍ଭ କରି ଦେଲାଣି । ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଅନେକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ କରୋନା…

ପେଡ୍ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ ହେଲା ଭୁବନେଶ୍ୱରର ୫୬ ଟି ହୋଟେଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫୬ ଟି ହୋଟେଲକୁ ପେଡ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ କରିଛି ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) । ଲକଡାଉନ ସମୟରେ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ପୂର୍ବରୁ ୨୨ ଟି ହୋଟେଲ ଚିହ୍ନଟ କରାଯାଇଥିଲା । ଏହି ହୋଟେଲ ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ…

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ସିଟି ହସ୍ପିଟାଲ ଡାକ୍ତର

କଟକ: ମଙ୍ଗଳବାର କଟକରୁ ଚିହ୍ନଟ ହୋଇଥିବା ୧୬ କରୋନା ପଜିଟିଭ ମଧ୍ୟରୁ ଚାରିଟି କଟକ ସହରାଞ୍ଚଳର ବୋଲି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଟ୍ୱିଟ କରି ଜଣାଇଛି। ଏଥିସହ ସେମାନଙ୍କ ମଧ୍ୟରୁ ଜଣେ ସିଟି ହସ୍ପିଟାଲର ଜଣେ ଡାକ୍ତର ବୋଲି ସିଏମସି ସୂଚନା ଦେଇଛି । ଉକ୍ତ ଡାକ୍ତରଙ୍କର କରୋନା…

ପାଚେରୀ ସାଜିଲା କରୋନା: ଜନ୍ମକଲା ଛୁଆକୁ ଛୁଇଁ ପାରୁନି ମା’

ମାଲକାନଗିରି: ଯେତେ ଚାହିଁଲେ ବି ନିଜ ଜନ୍ମ କଲା ଶିଶୁକୁ କୋଳେଇ ନେଇ ପାରୁନି ମା’। ମା ଓ ଛୁଆ ମଝିରେ ବାଡ଼ ହୋଇ ଛିଡା ହୋଇଛି କରୋନା । ବାପା ମା’ ଉଭୟ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅନାଥ ପ୍ରାୟ ହୋଇଯାଇଛି ୪ ବର୍ଷର ଶିଶୁକନ୍ୟା । ଘଟଣାଟି ହେଉଛି…

ଟ୍ରେନରୁ ଖସିଯାଇ ଧରାପଡ଼ିଲେ ୧୮ ଓଡ଼ିଆ ପ୍ରବାସୀ; ଅହମ୍ମଦାବାଦରୁ ଆସୁଥିଲା ଟ୍ରେନ୍

ଅନୁଗୁଳ: ଅନୁଗୋଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ୧ କିମି ଦୂର ୫୫ ନଂ ଜାତୀୟ ରାଜପଥ ଉପରେ ଥିବା ରେଳ ଫାଟକ ନିକଟରେ ଏକ ଟ୍ରେନ ଅହମଦାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ଟ୍ରେନରୁ ପୁଣି ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ହାତରେ ଧରା ପଡିଲେ ପ୍ରବାସୀ । ସୂଚନା ଅନୁସାରେ…

୩୨୭୪ଟି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଦ୍ୱାରା ୪୪ ଲକ୍ଷ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଲା ରେଳବାଇ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ…