Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତ ସରକାର କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ସବୁ ଶ୍ରେଣୀର ଜନଗଣ ଗଭୀର ସମସ୍ୟାରେ ପଡିଛନ୍ତି । ଦେଶର ଶ୍ରମଜୀବିଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । ସାରା ଦେଶରେ କାର୍ଯ୍ୟରତ…

‘ସାଇକେଲ ଗାର୍ଲ’ ଜ୍ୟୋତି କୁମାରୀଙ୍କୁ ମାଗଣା ଶିକ୍ଷାଦାନ କରିବେ ‘ସୁପର ୩୦’ ପ୍ରତିଷ୍ଠାତା…

ଭୁବନେଶ୍ୱର: ସୁପର ୩୦ ପ୍ରତିଷ୍ଠାତା ଆନନ୍ଦ କୁମାର ସାଇକେଲ ଗାର୍ଲ ଜ୍ୟୋତି କୁମାରୀ ଙ୍କୁ ମାଗଣା ଶିକ୍ଷାଦାନ ର ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। କୋରନା ଲକ୍‌ଡ଼ାଉନ ସତ୍ତ୍ୱେ ସୁଦୂର ଗୁରୁ୍‌ଗ୍ରାମ ଠାରୁ ବିହାର ର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ନିଜ ଅସୁସ୍ଥ ପିତା ଙ୍କୁ…

ନୋକିଆର ତାମିଲନାଡୁ ପ୍ଲାଣ୍ଟ ଉପରେ କରୋନା ମାଡ଼

ନୂଆଦିଲ୍ଲୀ: ଅଗ୍ରଣୀ ମୋବାଇଲ ଫୋନ କମ୍ପାନି ନୋକିଆ ଉପରେ କରୋନା ମାଡ଼ । କମ୍ପାନିର କିଛି କର୍ମଚାରୀଙ୍କର କରୋନା ପଜିଟିଭ ବାହାରିବା ପରେ ସାମୟିକଭାବେ ବନ୍ଦ କରିଦିଆଯାଇଛି ନୋକିଆର ତାମିଲନାଡୁ ପ୍ଲାଣ୍ଟ । ତାମିଲନାଡୁର ଶ୍ରୀପେରୁମ୍ୱଦୁରସ୍ଥିତ ଏହି ପ୍ଲାଣ୍ଟରେ କିନ୍ତୁ କେତେଜଣଙ୍କ ନିକଟରେ…

ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର: ସତର୍କ ରୁହନ୍ତୁ । କରୋନା ଯାଇନି । ଲକଡାଉନ୍ ଉଠିଗଲା ମାନେ ନାର୍ହି ଯେ, କରୋନା ଚାଲିଗଲା । ସାମାଜିକ ବ୍ୟବଧାନ ଓ ମାସ୍କ ପିନ୍ଧିବା ନେଇ ହୋଇଥିବା ବୈଠକରେ ଆଜି କିଛି ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି, ଲକଡାଉନ କୋହଳ ହେବା…

ଚିରନିଦ୍ରାରେ ମାଆ, ଉଠାଇବାକୁ ଚେଷ୍ଟା କରୁଛି ପୁଅ

ପାଟନା: ରେଳ ଷ୍ଟେସନର ପ୍ଲାଟଫର୍ମରେ ନିଶବ୍ଦ ହୋଇ ପଡିଛି ମାଆ । ଦେଢ ବର୍ଷର ପୁଅର ପାଟି ଖୋଲୁନି, ତଥାପି ମାଆକୁ ଉଠାଇବାକୁ ଚେଷ୍ଟା କରିଚାଲିଛି । ବୋଧହୁଏ ମାଆକୁ ବୁଝାଇବାକୁ ଚେଷ୍ଟା କରୁଛି । ସମୟ ହୋଇଯାଇଛି, ଟ୍ରେନ୍ ଆସିଗଲାଣି ଆମକୁ ଫେରିବାକୁ ହେବ । ମାଆ ଘୋଡାଇଥିବା ଚାଦରକୁ ବାରମ୍ବାର…

ପୁରୀ ଶ୍ରୀମନ୍ଦିର ଚାରିପାଖରେ ଲାଗିଲା ୪ଟି ଷ୍ଟାଣ୍ଡିଂ ସାନିଟାଇଜର୍ ମେସିନ୍‌

ପୁରୀ: 'ରୋଟାରୀ କ୍ଲବ ଅଫ୍ ଶ୍ରୀଜଗନ୍ନାଥଧାମ' ତରଫରୁ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ବାରରେ ୪ ଗୋଟି ଷ୍ଟାଣ୍ଡିଙ୍ଗ ସାନିଟାଇଜର ଯନ୍ତ୍ର ଯୋଗାଇ ଦିଆଯାଇଛି। ମନ୍ଦିର ଭିତରକୁ ଯିବାବେଳେ ବିନା ସ୍ପର୍ଶ ରେ ହାତରେ ସାନିଟାଇଜର ଲଗାଇବାର ସୁବିଧା କରାଯାଇଅଛି। ଅଧିକ ପଢନ୍ତୁ: …

ଶିକ୍ଷକଙ୍କୁ ଦୁର୍ବ୍ୟବହାର କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ବିରୋଧୀ ଲଢେଇରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଯୋଦ୍ଧା ଭଳି ନିଜକୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବନି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଚେତାଇ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।…

ସୋସିଆଲ ମିଡିଆରେ କଂଗ୍ରେସ କରିବ ‘ସ୍ପିକ୍ ଅପ ଇଣ୍ଡିଆ’

ଭୁବନେଶ୍ୱର:ସୋସିଆଲ ମିଡିଆରେ ୫୦ ଲକ୍ଷ ଦେଶବାସୀଙ୍କ ସହ ଯୋଡିହେବ କଂଗ୍ରେସ । ଆସନ୍ତାକାଲି ଦଳ ପକ୍ଷରୁ ଆରମ୍ଭ ହେଉଛି ସ୍ପିକ୍ ଅପ ଇଣ୍ଡିଆ କାର୍ଯ୍ୟକ୍ରମ । ଏଥିରେ ପ୍ରତି ନିର୍ବାଚନ ମଣ୍ଡଳୀର ୧୦ରୁ ୧୫ ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିସିସି ସଭାପତି କହିଛନ୍ତି,…

ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ଭୁବନେଶ୍ୱର: ଶେଷରେ ସାରା ରାଜ୍ୟରେ ଗଡିବ ଘରୋଇ ବସ୍ । ଆସନ୍ତାକାଲିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘୋଷଣା କରିଛି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନେବାକୁ ଆଜି ଚଣ୍ଡିଖୋଲରେ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ସମସ୍ତ ଜିଲ୍ଲାର…

ସକାଳେ ୭୬ ଆକ୍ରାନ୍ତ, ଅପରାହ୍ଣରେ ୭୯ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବା ବେଳେ ଅପରାହ୍ôଣରେ ଆସିଛି ଆଶ୍ୱସ୍ତିର ଖବର । ଆଜି ସୁସ୍ଥ ହୋଇଛନ୍ତି ଆଉ ୭୯ ଜଣ ଆକ୍ରାନ୍ତ । ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ…