Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋଭିଡ୧୯ ନମୁନା ପରୀକ୍ଷା, ସମସ୍ତ ୧୧୯୭ ନେଗେଟିଭ୍‌

ଭୁବନେଶ୍ୱର : ବୁଧବାର ରାଜ୍ୟରେ ପରୀକ୍ଷା କରାଯାଇଥିବା ସମସ୍ତ ୧୧୯୭ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଦିନରେ ଏହି ନମୁନା ପରୀକ୍ଷଣ ସଂଖ୍ୟା ଏ ଯାଏଁ ସର୍ବାଧିକ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି…

ରାଜ୍ୟବାସୀଙ୍କ ଶୃଙ୍ଖଳା ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣର ଗତି ମନ୍ଥର: ଶାଳିନୀ ପଣ୍ଡିତ

ଭୁବନେଶ୍ୱର : ଲକ୍ ଡାଉନର ଲାଭ ଓଡିଶାକୁ ମିଳିଛି । କରୋନା ସଂକ୍ରମଣରେ ଓଡିଶାର ଗତି ମନ୍ଥର ହୋଇଛି । କିନ୍ତୁ ଭାରତରେ ଏହା ତୀବ୍ର ରୂପ ଧାରଣ କରିଛି । ରାଜ୍ୟବାସୀଙ୍କ ଶୃଙ୍ଖଳା ଯୋଗୁଁ ହିଁ ଏହି ସଂଖ।। ନିୟନ୍ତ୍ରଣରେ ଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ…

ଲକ୍‌-ଡାଉନରେ ଲୁଡୁ ଖେଳ, କାଶ ହେବାରୁ ଗୁଳିମାଡ !

ଉତ୍ତର ପ୍ରଦେଶ: ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଲକ୍‌-ଡାଉନକୁ ବେଖାତିର କରି ଚାଲିଥିଲା ଲୁଡୁ ଖେଳ । ହେଲେ ମଝିରେ ଜଣେ ଖେଳାଳିଙ୍କୁ କାଶ ହେବାରୁ ବିପକ୍ଷ ଖେଳାଳି କରିଥିଲା ଗୁଳିମାଡ । Greater Noida: A man was shot at for coughing during a ludo game at Dayanagar village…

କରୋନା ଲଢେଇରେ ସାମିଲ୍ ହେଲେ ବିଶ୍ୱ ସୁନ୍ଦରୀ

ମୁମ୍ବାଇ: ସାରା ବିଶ୍ୱକୁ ଏବେ କରୋନା ମହାମାରୀ ଆତଙ୍କିତ କରିଦେଇଥିବା ବେଳେ ଏବେ ତିନିଜଣ ବିଶ୍ୱ ସୁନ୍ଦରୀ ବିଶ୍ୱବ୍ୟାପୀ ଚାଲିଥିବା କରୋନା ବିରୁଦ୍ଧ ଲଢେଇରେ ସାମିଲ୍ ହୋଇଛନ୍ତି । I’m honoured to be part of UNICEF India’s initiative to make my fellow citizens aware of…

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ଆରମ୍ଭ !

ଭୁବନେଶ୍ୱର: ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ଉଦ୍ୟମରେ ଇସ୍ପାତ ଜେନେରାଲ ହସ୍ପିଟାଲରେ (IGH) କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୋଧୀ ଲଢେଇରେ ଓଡିଶାକୁ ମଜବୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The new…

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି…

କେନ୍ଦ୍ର ସରକାରଙ୍କ ରେଡ୍ ଜୋନରେ ଦିଲ୍ଲୀ, ମୁମ୍ବାଇ, ପୁଣେ ଓ ବେଙ୍ଗାଳୁୁରୁ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ଅବଲମ୍ବନ କରିଛନ୍ତି। ଏଥିରେ ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଥିବା ଏଗୁଡିକୁ ରେଡ୍ ଜୋନରେ ରଖାଯାଇଛି। ଏହି ରେଡ୍ ଜୋନ୍ ଭିତରେ ଅଛନ୍ତି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ,…

କୃଷିଜାତ ସାମଗ୍ରୀ ପରିବହନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି

ନୂଆଦିଲ୍ଲୀ: ଲକଡାଉନ୍ ବେଳେ କୃଷିଜାତ ସମଗ୍ରୀର ଆନ୍ତଃରାଜ୍ୟ ପରିବହନ ପାଇଁ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଦୁଇଟି ୧୮୦୦୧୮୦୪୨୦୦ ଓ ୧୪୪୮୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି । ସଂପୃକ୍ତ ମାଲ…

କରୋନା କ୍ଷତି: ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘକୁ ଆର୍ଥିକ ସହାୟତା ଦାବି

ଭୁବନେଶ୍ୱର: କୋଭିଡ୧୯ ଯୋଗୁଁ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଲେୟାର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ଖୁବ୍ ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ହୋଇଛି । ଗତ କିଛି…

ଡେନମାର୍କରେ ସ୍କୁଲ ଖୋଲିଲା

କୋପେନହାଗେନ: ଡେନମାର୍କରେ ଲକଡାଉନ ନିୟମକୁ କିଛି ମାତ୍ରାରେ କୋହଲ କରାଯାଇଛି । କରୋନା ସଂକ୍ରମିତଙ୍କ ରିପୋର୍ଟ କମ୍ ହେଉଥିବାରୁ ସ୍ଥାନୀୟ ସରକାର ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ନର୍ସରୀଜ, କିଣ୍ଡରଗାର୍ଟେନସ ଓ ପ୍ରାଇମେରୀ ସ୍କୁଲଗୁଡିକୁ ଖୋଲି ଦିଆଯାଇଛି ।…