Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଲକ୍‌-ଡାଉନ୍‌; ବିବାହ ପାଇଁ ରାତିରେ ଖୋଲିଲା ମାଜିଷ୍ଟ୍ରେଟ୍ କୋର୍ଟ !

ହରିୟାଣା : ଲକ୍ –ଡାଉନରେ ବିବାହ ପାଇଁ ରାତିରେ ଖୋଲିଲା ହରିୟାଣାର ରୋହତକ ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ମେକ୍ସିକାନ ପ୍ରେମିକାକୁ ବିବାହ କଲେ ଭାରତୀୟ ପ୍ରେମିକ । Haryana: Niranjan Kashyap from Rohtak married Dana, a Mexican national…

ବଲିଉଡ ଲକ୍‌-ଡାଉନ; କ୍ୱାରେଣ୍ଟାଇନ୍ ଲଭରେ ମସଗୁଲ୍ ମିକା ସିଂ !

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍‌-ଡାଉନ୍ । ନିଜନିଜ ଅନ୍ଦାଜରେ ବଲିଉଡ ସେଲିବ୍ରିଟି ଲକ୍‌-ଡାଉନ ଅବଲମ୍ବନ କରିବା ସହ ଦର୍ଶକଙ୍କ ମନୋରଂଜନ କରୁଛନ୍ତି । ତେବେ ମିକା ସିଂ ନିକଟରେ ଦର୍ଶକଙ୍କ ପାଇଁ ଏକ ଗୀତ ରିଲିଜ କରିଛନ୍ତି । କ୍ୱାରେଣ୍ଟାଇନ୍ ଲଭ ଉପରେ ଆଧାରିତ ଏହି ଗୀତର ଥିମ ଦୁଇ…

ମାସ୍କ ବଣ୍ଟନ ସହ ଲୋକଙ୍କୁ ସଚେତନ କରୁଛନ୍ତି ଯାଜପୁରର ବ୍ୟବସାୟୀ

ଯାଜପୁର : ସଜାଗ ଓ ସଚେତନ ହେଲେ ହିଁ କରୋନା ମୁକାବିଲା ସମ୍ଭବ । ତେଣୁ କରୋନାକୁ ନେଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି ସରକାର । ବ୍ୟକ୍ତିଗତ ସ୍ତରରେ ଓ କେତେକ ଅନୁଷ୍ଠାନ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି । ସେହିପରି ଜଣେ ବ୍ୟକ୍ତି ହେଲେ ଯାଜପୁର ବ୍ୟବସାୟୀ…

ଗୁଜବ ଯୋଗୁଁ ବାନ୍ଦ୍ରାରେ ହୋଇଥିବା ଭିଡ ଘଟଣାରେ ୧୩ ଅଟକ

ମୁମ୍ବାଇ : ଗୁଜବ ଯୋଗୁଁ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟ୍ରେସନରେ ହୋଇଥିବା ଜନଗହଳି ଘଟଣାରେ ପୋଲିସ ୧୩ ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଜଣେ ରାଜନୈତିକ କର୍ମୀ, ଜଣେ ସାମ୍ବାଦିକଙ୍କ ସମେତ ନଅ ଜଣ ଶ୍ରମିକ ଓ କାମୋଠେର ତିନି ଜଣ ବ୍ୟକ୍ତି ଅଛନ୍ତି । ଗତ ମଙ୍ଗଳବାର ଅପରାହ୍ନରେ ଟ୍ରେନ…

ଆମେରିକାରେ କରୋନା ଆତଙ୍କ; ଗତ ୨୪ ଘଣ୍ଟାରେ ୨୬୦୦ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୨୮ ହଜାରରୁ ଅଧିକ ଟପିଲାଣି । ଏହାବ୍ୟତିତ ୬ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା…

କରୋନା ଆଶ୍ବସ୍ଥି: ମୃତକଙ୍କ ତୁଳନାରେ ବଢୁଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନା କବଳରେ ସାରା ବିଶ୍ୱ । ସବୁଆଡେ କରୋନା ପାଇଁ ହାହାକାର । ଏପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକଟି ଦେଶରେ ଏହା ନିଜର କାୟା ବିସ୍ତାର କରି ସାରିଲାଣି । ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାତ ଟେକି ସାରିଲେଣି । ସମଗ୍ର ବିଶ୍ୱର ଡାକ୍ତର ତଥା…

ବିଶ୍ବରେ ୨୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା  

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୦ ଲକ୍ଷ ୫୩ ହଜାର ୩୨୫ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

କରୋନା ଅପଡେଟ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଛୁଇଁଲା, ୪୧୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ଦିନ ୧୨,୩୮୦ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତଙ୍କ ପ୍ରାୟ ୧୦,୪୭୭ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି…

ଭୁବନେଶ୍ୱର ଓ କଟକରେ ନିଃସହାୟଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ବଂଟନ

ଭୁବନେଶ୍ୱର: ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି…

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ୍‌-୧୯ ହସ୍ପିଟାଲ୍

ମୟୂରଭଞ୍ଜ: ବୁଧବାର ମୟୂରଭଞ୍ଜର ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ଲୋକାର୍ପିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ୍ । ଓଡିଶା ମାଇନିଂ କର୍ପୋରେସନର ପାଣ୍ଠି ସହାୟତାରେ ଭୁବନେଶ୍ୱରର କିମ୍ସ ହସ୍ପିଟାଲର ଏହି ଶାଖାକୁ ମୁଖ୍ୟମନ୍ତ୍ରୀ ନବୀନ…