Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭାରତର ୪ ରାଜ୍ୟରେ ବାଦୁଡି ନିକଟରୁ ମିଳିଲା କରୋନା ଭାଇରସ!

ନୂଆଦିଲ୍ଲୀ: ଭାରତର ୪ଟି ରାଜ୍ୟର ବାଦୁଡିଙ୍କ ନିକଟରେ କରୋନା ଭାଇରସ ରହିଥିବା ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି । କେରଳ, ହିମାଚଳ, ତାମିଲନାଡୁ ଓ ପୁଡୁଚେରୀରୁ ସଂଗ୍ରହ କରାଯାଇଥିବା ବାଦୁଡିଙ୍କ ନିକଟରୁ କୋଭିଡ-୧୯ର ଭାଇରସ ସାର୍ସ ସିଓବି ୨…

କରୋନା ମୁକାବିଲା: ଭୁବନେଶ୍ୱରରେ ସ୍ଥିତି ଅନୁଧ୍ୟାନ କରିବେ ୬ ଆଇଏଏସ୍

ଭୁବନେଶ୍ୱର: ରାଜଧାନୀ ଭବନେଶ୍ୱରରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ନେଇଛନ୍ତି । ରାଜଧାନୀକୁ ୩ଟି ଜୋନ୍‌ରେ ବିଭକ୍ତ କରି ୬ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ଆକ୍ସନ ମୁଡ୍‌ରେ ଅଛନ୍ତି ,ସେମାନେ ଫିଲ୍ଡକୁ ଓହ୍ଲାଇଛନ୍ତି।…

କଳାହାଣ୍ଡିରେ କୋଭିଡ ହସ୍ପିଟାଲର ସମୀକ୍ଷା କଲେ 5T ସଚିବ

କଳାହାଣ୍ଡି: କରୋନା ମୁକାବିଲା ପାଇଁ କଳାହାଣ୍ଡି ଜିଳ୍ଲାରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଏନେଇ ଆଜି ୫-ଟି ସଚିବ ଓ ନଗର ଉନ୍ନୟନ କମିଶନର କଳାହାଣ୍ଡି ଗସ୍ତରେ ଯାଇ କୋଭିଡ ହସ୍ପିଟାଲର ସମୀକ୍ଷା କରିଛନ୍ତି ।୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆଜି…

ସାମାଜିକ ଦୂରତ୍ୱ ନେଇ ରାଜଧାନୀରେ ସଚେତନ କରୁଛନ୍ତି କଳାକାର

ଭୁବନେଶ୍ୱର : କରୋନାକୁ ନେଇ ସବୁ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ଏବେ ରାଜଧାନୀର ରାଜରାସ୍ତା ଓ ହାଟ ବଜାରରେ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏକକ ଅଭିନୟ(ମାଇମ୍‌) ତଥା ଥିଏଟର କଳାକାର ଚିତ୍ତରଂଜନ ଶତପଥୀ ନିଜ ଅଭିନୟ…

ବଢ଼ିଲା ସୂର୍ଯ୍ୟନଗର ଅଂଚଳର ଅବରୋଧ ପରିସୀମା

ଭୁବନେଶ୍ୱର: ବଢ଼ିଲା ଭୁବନେଶ୍ୱର ସୂର୍ଯ୍ୟନଗର ଅଂଚଳର ଅବରୋଧ ପରିସୀମା । ମଙ୍ଗଳବାର ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅତିରିକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ ସାମିଲ କରାଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ପୂରୁଣା ଅବରୋଧ ଅଂଚଳ ସହ ନୂଆ କରି ସାମିଲ ହୋଇଥିବା…

ଲକଡାଉନ୍‌: ପାନୀୟ ଜଳ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କଲେ ସରକାର

ଭୁବନେଶ୍ୱର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏଥିପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସହରାଂଚଳ ପାଇଁ ୧୮୦୦୩୪୫୬୭୮୩ ଓ ଗ୍ରାମାଞ୍ଚଳ ପାଇଁ ୧୯୧୬ ନମ୍ବର ଜାରି…

ଲକଡାଉନ୍‌ ନୂଆ ଗାଇଡଲାଇନ୍: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନ୍ ଜାରି କରାଯାଇଛି । ତେବେ କେନ୍ଦ୍ରର ଏହି ନୂଆ ଗାଇଡ ଲାଇନ୍‌ରେ କାହା ଉପରେ ରହିଛି କଟକଣା ଆଉ କାହା ଉପରୁ କୋହଳ କରାଯାଇଛି କଟକଣା ସେ ନେଇ ଆସନ୍ତୁ ଜାଣିବା । କ’ଣ ବନ୍ଦ ରହିବ -ବସ୍‌,…

ଲକଡାଉନ୍ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ତାରିଖ ଯାଏଁ ବୃଦ୍ଧି କରିବା ପରେ ଆଜି ଆସିଛି ନୂଆ ଗାଇଡଲାଇନ୍ । ବାହାରକୁ ବାହାରିଲେ ମାସ୍କ ପିନ୍ଧିତା ବାଧ୍ୟତା ମୂଳକ କରାଯାଇଛି । ସେହିପରି ସର୍ବସାଧାରଣରେ ଛେପ ପକାଇବା ବାରଣ କରାଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ମାସିକ ଫି ହ୍ରାସ କଲା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌

ଭୁବନେଶ୍ୱର: ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରଥମ ତିନିମାସର ଫି ହ୍ରାସ କରିଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ଯେ, ଅଭିଭାବକମାନେ ଏନେଇ ଆବେଦନ କରି ଏହି ସ୍କୁଲ୍ ଫି ପାଇପାରିବେ । ଯଦି ଏହି ଲକ୍‌ଡାଉନର ଅବଧି ଆଗକୁ ଆହୁରି…

କରୋନା ମୁକାବିଲା: ସାନିଟାଇଜ ହେଲା ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ ଓ ପାଣି ସ୍ପ୍ରେ କରାଯାଇଛି । ବୁଧବାର ସକାଳୁ ୨ ରୁ ଅଧିକ ଅଗ୍ନିଶମ ବାହିନୀ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ପାଣି ସ୍ପ୍ରେ କରାଯିବା ପାଇଁ ନିୟୋଜିତ ହୋଇଛି । ସ୍ୱର୍ଗଦ୍ୱାର ଭିତର ଓ ଏହାର ଚତୁର୍ପାଶ୍ୱ ସହ ଏହାସହ…