Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ୪୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୁଧନ ନଗର ୟୁନିଟ-୪ ଅଂଚଳର । ତାଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଛୁଇଁଛି । ଏନେଇ ସ୍ୱାସ୍ଥ୍ୟ ଓ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରେୟସସଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଆମେରିକାର ରାଜନେତାମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରେୟସସଙ୍କ ଇସ୍ତଫା ଦାବି କରିଛନ୍ତି । ଚୀନ ପ୍ରତି କୋହଳ ମନୋଭାବ ଏବଂ କରୋନା ମହାମାରୀ ଭୟବହତା ଜାଣି ନୀରବ ରହିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଏଥିନେଇ…

ଆମେରିକାରେ କରୋନା ଟୀକା ପାଇଁ ପରୀକ୍ଷଣ ପ୍ରସ୍ତୁତି ଆରମ୍ଭ କଲା ଆଉ ଏକ କମ୍ପାନୀ

ନ୍ୟୁୟର୍କ : ଆମେରିକାରେ କରୋନା ଟୀକା ପାଇଁ ପରୀକ୍ଷଣ ପ୍ରସ୍ତୁତି ଜୋର ଧରିଛି ।  ପେନସିଲଭାନିଆସ୍ଥିତ ଏକ ବାୟୋଟେକ କମ୍ପାନି ଇନୋଭିଓ ଫାର୍ମାସୁଟିକାଲ୍ସ କରୋନା ପାଇଁ ଏକ ଟୀକା ଉପରେ ଗବେଷଣା କରୁଛି । ଏହାର ନାଁ ରଖାଯାଇଛି ଆଇଏନଓ-୪୮୦୦ । ଏହାର ପରୀକ୍ଷଣ ପାଇଁ ଆମେରିକାର ଫେଡେରା ଡ୍ରଗ…

ଜାପାନରେ ୭ଟି ସ୍ଥାନରେ ଏମରଜେନ୍ସି

ଟୋକିଓ:କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଶେଷରେ ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ଟୋକିଓ ଓ ଓସାକା ସମେତ ୭ଟି ଅଂଚଳରେ ଏମରଜେନ୍ସି ଲଗାଇଛନ୍ତି । ଏ ନେଇ ସୋମବାର ସୂଚନା ଦିଆ ଯାଇଥିଲା । ଆବେ କହିଥିଲେ କରୋନା ଯୋଗୁ ଦେଶରେ ଜୀବନ ଏବଂ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ…

କରୋନା ଯୋଗୁ ୭ ବର୍ଷ ପରେ ପୁଅକୁ ଫେରି ପାଇଲେ ବାପା-ମାଆ

ପାଟନା: ସବୁ ନକରାତ୍ମକ ଭିତରେ କରୋନା ଭାଇରସ କେତେକ ସକରାତ୍ମକ ଖବର ମଧ୍ୟ ଆଣୁଛି । ଏ ଭଳି ଏକ ଭଲ ଘଟଣା ଘଟିଛି ବିହାରରେ । ଛାପରା ଅଂଚଳର ବାବୁଲାଲ ଦାସଙ୍କ ପୁତ୍ର ଅଜୟ (ବିବେକ ଦାସ) ୭ ବର୍ଷ ତଳେ ହଠାତ ନିଖୋଜ ହୋଇ ଯାଇଥିଲା । ବହୁତ ଖୋଜାଖୋଜି ପରେ ବାବୁଲାଲ ତାଙ୍କ ପୁଅକୁ ପାଇ ନ ଥିଲେ ।…

EMI ଘୁଂଚାଇବାକୁ ଆସୁଛି କି କଲ୍ କି ମେସେଜ୍‌; ତେବେ ସାବଧାନ ହୋଇଯାଆନ୍ତୁ !

ନୂଆଦିଲ୍ଲୀ: କରୋନାମହାମାରୀ ଓ ଲକ୍‌-ଡାଉନ ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ଅନଲାଇନ୍ ସ୍କାମର୍ ବା ସାଇବର୍ ଠକ୍ । ଇଏମଆଇ ଘୁଂଚାଉଇବାକୁ କଲ୍ କିମ୍ବା ମେସେଜ କରି ଲୋକଙ୍କଠାରୁ ଲୁଟୁଛନ୍ତି ମୋଟା ଅଙ୍କର ଅର୍ଥରାଶି । .@RBI last week announced a three-month moratorium on…

୨ ବର୍ଷ ପାଇଁ ବିଧାୟକ ପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ୁଛି ସାରା ଦେଶ ଓ ରାଜ୍ୟ । ଏଭଳି ସ୍ଥିତିରେ ଓଡ଼ିଶାର ସବୁ ବିଧାୟକଙ୍କ ହାତ ପାଣ୍ଠି ତଥା ଏମ୍‌ଏଲ୍‌ଏ ଲାଡ ଫଣ୍ଡକୁ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ସବୁ ବିଧାୟକ…

ସବୁର ସମାଧାନ ନୁହେଁ ସର୍ଜିକାଲ୍ ଷ୍ଟ୍ରାଇକ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର କୋଭିଡ଼୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର । ସେଥିପାଇଁ କୋଭିଡ଼୍‌-୧୯କୁ ବିଶ୍ୱମହାମାରୀର ଆଖ୍ୟାା ଦିଆଯାଇଛି । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ ବର୍ତମାନ ଏହି ମହାମାରୀର କବଳରେ । ଚୀନ୍‌ର ଉହାନ୍ ସହରରୁ ଆରମ୍ଭ…

କୋଭିଡ୍‌-୧୯ ; ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ !

ପଶ୍ଚିମବଙ୍ଗ: ବାହାରିନି କରୋନାଭାଇରସ୍‌ର ପ୍ରତିକାରକ । ହେଲେ ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ । କୌଣସି ପ୍ରତିକାରକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତି ଏପରି ମିଠେଇ ପ୍ରସ୍ତୁତ କରିଛନ୍ତି । ପଶ୍ଚିମବଙ୍ଗ ଯାଦବପୁରର ହିନ୍ଦୁସ୍ତାନ ସୁଇଟ୍ସ ନାମକ…

କେନ୍ଦ୍ରାପଡାର ୧୨ ଗାଁ ସିଲ୍‌

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ । ଆକ୍ରାନ୍ତଙ୍କ ଗାାଁର ୩ କିଲୋମିଟର ପରିଧି ଭିତରେ ଥିବା ୧୨ଟି ଗାଁକୁ ୪୮ ଘଂଟା ପାଇଁ ସିଲ୍ କରିଦିଆଯାଇଛି । ତିନୋଟି ପଞ୍ଚାୟତର ଏହି ସମସ୍ତ ଗାଁକୁ ଯିବା…