Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ପ୍ରଥମ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ହେବ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସୋମବାର ଦିନ ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବ ନେଇ ସୂଚନା ଦେଇଛନ୍ତି ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।…

ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ତବଲିଘି ଜମାତରୁ ଫେରିଥିବା ୪୨ ଜଣ ବ୍ୟକ୍ତି କଲେ ପଂଜୀକରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ ପରେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତ ଫେରନ୍ତା ୪୨ ଜଣ ବ୍ୟକ୍ତି ଆଜି ୧୦୪ କୁ ଫୋନ କରି ପଂଜୀକରଣ କରିଛନ୍ତି । ଏହା ପୂର୍ବରୁ ୨୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ…

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବୟସ ୭୨ ବର୍ଷ । ସେ ଝାରପଡା ଅଚଂଳର ବୋଲି ଜଣାପଡିଛି । ଗତ ୪ ତାରିଖରେ ତାଙ୍କୁ ଭୁବନେଶ୍ୱର ଏମସ୍‌ରେ ଭର୍ତ୍ତି କରାଯାଇଥିଲା ।1 One 72 years male belonging to Jharpada had been admitted…

ଭାରତ ସରକାରଙ୍କ ପଦକ୍ଷେପ: ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପରୁ ଉଠିଲା ଆଂଶିକ କଟକଣା

ନୂଆଦିଲ୍ଲୀ: ଭାରତ ସରକାର ମଙ୍ଗଳବାର ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପରୁ ଆଂଶିକ କଟକଣା ଉଠାଇ ଦେଇଛି । ତେବେ ସରକାରଙ୍କ ଏ ନିଷ୍ପତି ନେଇ ବିରୋଧୀ ଦଳ ରାଜନୀତି କରିବା ଆରମ୍ଭ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇଲା ବୋଲି ସେମାନେ…

ସୁରକ୍ଷା ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ମୁତୟନ କରିବ ଡ୍ରୋନ୍ କ୍ୟାମେରା !

ନୂଆଦିଲ୍ଲୀ: ଯେହେତୁ କୋଭିଡ଼୍‌-୧୯ ଭୂତାଣୁ ସଂକଟ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି ଏବଂ ଏହି ସଂକ୍ରମଣର ବ୍ୟପକତାକୁ ପ୍ରତିହତ କରିବାକୁ ବିଭିନ୍ନ ଦେଶ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳପଥ ମଧ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିର ଚଳାଚଳ ବନ୍ଦ କରିଛି । କିନ୍ତୁ…

୫୦ ତବଲିଗ ଜମାତଙ୍କୁ ପୋଲିସ ପାଉ ନାହିଁ

ମୁମ୍ବାଇ: ଦିଲ୍ଲୀର ନିଜାମୁଦ୍ଧିନରେ ଯୋଗ ଦେଇଥିବା ତବଲିଗ ଜମାତର ୧୪୦୦ ଲୋକଙ୍କ ମଧ୍ୟରୁ ୫୦ ଜଣଙ୍କୁ ଏବେ ମଧ୍ୟ ପୋଲିସ ପାଇ ନାହିଁ । ସେମାନଙ୍କ ପକ୍ଷରୁ ମଧ୍ୟ ଏଥିନେଇ କୌଣସି ଯୋଗାଯୋଗ କରାଯାଇ ନାହିଁ ବୋଲତ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନୀଳ ଦେଶମୁଖ କହିଛନ୍ତି । ଯେଉଁମାନେ ଯୋଗାଯୋଗ କରି…

କରୋନା ଲକ୍‌ଡାଉନ୍‌; ମିଳିଲାନି ସିଗାରେଟ୍‌, ପହଂଚିଲେ ଅନ୍ୟ ଦେଶରେ !

ଫ୍ରାନ୍ସ: କରୋନାଭାଇରସ୍ ସଂକ୍ରମଣ ପାଇଁ ଅଧିକାଂଶ ଦେଶ ଲକ୍‌-ଡାଉନ୍ । ଯେଉଁଠି ଲୋକେ ଗଣ୍ଡେ ଖାଇବାକୁ ପାଉନାହାନ୍ତି, ସେଠି ଜଣେ ବ୍ୟକ୍ତି ସିଗାରେଟ୍ ନିଶାରେ ନିଜ ଦେଶର ସୀମା ଡେଇଁ ଅନ୍ୟ ଦେଶରେ ପହଂଚିଥିଲେ । Millions of people around the world are adjusting to life under…

ବଢିପାରେ ଲକ୍‌ଡାଉନ୍ ଅବଧି !

ନୂଆଦିଲ୍ଲୀ: ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କିଛି ମନ୍ତ୍ରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡ଼ାଉନ୍ ପରିସ୍ଥିତିର ଅବଧି ବଢିବା କିମ୍ବା…

କରୋନା ଯୋଗୁ ଜି-୨୦ ଦେଶଗୁଡିକ ପ୍ରଚୁର କ୍ଷତି ସହିବେ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବ ଯୋଗୁ ଜି-୨୦ ଦେଶଗୁଡିକ ପ୍ରଥମ ୬ ମାସରେ ପ୍ରଚୁର କ୍ଷତି ସହିବେ ବୋଲି ଆକଳନ କରାଯାଇଛି । ମୁଡିସ ଇନଭେଷ୍ଟର୍ସ ସିର୍ଭିସ ରିପୋର୍ଟ ମୁତାବକ ଜି-୨୦ ଦେଶଗୁଡିକର ଅର୍ଥ ବ୍ୟବସ୍ଥା ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା…

ଆଜି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’: ରାଜ୍ୟର ସମସ୍ତ ନର୍ସ, ଡାକ୍ତରଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ଆଜି ହେଉଛି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ । ରାଜ୍ୟର ହଜାର ହଜାର ନର୍ସ ଓ ଡାକ୍ତର ଏବେ କରୋନା ଭୂତାଣୁ ସଂକ୍ରମଣ ଜନିତ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ରାଜ୍ୟର ସମସ୍ତ ନର୍ସ ଓ ଡାକ୍ତରମାନଙ୍କ କର୍ତ୍ତବ୍ୟବୋଧ ଏବଂ ଉତ୍ସର୍ଗୀକୃତ ମନୋଭାବନାକୁ ସମ୍ମାନ ଜଣାଇଛନ୍ତି…