Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କୋଭିଡ୍‌-୧୯; ଆଶଙ୍କାରେ ‘ମିଶନ ଗଗନୟାନ୍‌’, ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ !

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଘୁଂଚିପାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO)ର ମିଶନ୍ ଗଗନ୍‌ୟାନ୍ । ଲକ୍‌-ଡାଉନ୍ ପାଇଁ ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ । Indian astronauts' training on hold in Russia due to COVID-19 lockdown…

ଭୁବନେଶ୍ୱର ଆଇବି ଅଫିସ ସିଲ, କ୍ୱାରେଣ୍ଟାଇନରେ କର୍ମଚାରୀ

ଭୁବନେଶ୍ୱର: ସଂକ୍ରମଣ ଆଶଙ୍କାରେ ଆଜି ଭୁବନେଶ୍ୱର ଆଇବି ଅଫିସକୁ ସିଲ୍ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ନିଷ୍ପତି ନିଆଯିବ ।…

ଆମେରିକାକୁ ତୁରନ୍ତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଦିଅ; ମୋଦୀଙ୍କୁ ଟ୍ରମ୍ପ୍ କଲେ ପୁଣି ନିବେଦନ !

ନ୍ୟୁୟର୍କ: ଆଗାମୀ କିଛି ସପ୍ତାହ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ପହଞ୍ଚିଯିବାର ଆଶଙ୍କା କରିଛନ୍ତି ଆମେରିକୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏନେଇ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବେଶ୍ ଚିନ୍ତିତ ମଧ୍ୟ । ତେବେ…

କରୋନା ଆତଙ୍କ: ଆଇସିୟୁରେ ଭର୍ତ୍ତି ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ୱାସ୍ଥ୍ୟ ଅବସ୍ଥ୍‌ା ଏବେ ଗମ୍ଭୀର ହୋଇ ପଡ଼ିଛି । ତାଙ୍କର ଜରୁରୀ ଚିକିତ୍ସା ଲାଗି ଆଇସିୟୁରେ ଭର୍ତ୍ତି କରାଯାଇଛି । ମାର୍ଚ୍ଚ ମାସରେ କରୋନା ଭୂତାଣୁ ଜନିିତ ସଂକ୍ରମଣ ଯୋଗୁଁ ସେ ଆଇସୋଲେସନରେ ରହି…

କେତେ ସତ କେତେ ମିଛ ? 5G ସାଜିଛି କରୋନାଭାଇରସ୍ ର ମାଧ୍ୟମ !

ଭୁବନେଶ୍ୱର: କରୋନାଭାଇରସ୍‌କୁ ନେଇ ବିଭିନ୍ନ ପ୍ରକାର ସିଦ୍ଧାନ୍ତ ଲୋକଙ୍କ ମନରେ ଘୁରି ବୁଲୁଛି । କିଛି ଏହାକୁ ଚାଇନାର ବାୟୋଲଜିକାଲ୍ ହତିଆର ତ ଆଉ କିଛି କହୁଛନ୍ତି 5G ପାଇଁ ଏହା ଉତ୍ପନ୍ନ ହୋଇଛି । Lockdown's hottest viral trends: raging at the neighbours and torching 5G…

ମାରାତ୍ମକ ହେଉଛି କରୋନା; ଦେଶରେ ୧୧୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୪୦୦୦କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୧୧୧ ଜଣ…

କରୋନା ମୁକାବିଲା: ତାଲିମ ନେଲେ ୧୭୬୩ ଡାକ୍ତରୀ ଛାତ୍ରଛାତ୍ରୀ ଓ ୨୬୨୪ ମାଷ୍ଟର ଟ୍ରେନର୍‌

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରୀ ଛାତ୍ରଛାତ୍ରୀ, ଅଧ୍ୟାପକ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଜିଲ୍ଲା ଓ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ବା ପ୍ରଶିକ୍ଷକମାନଙ୍କୁ ବ୍ୟାପକ ତାଲିମ ଦିଆଯାଇଛି । ଏଥିରେ କଟକ ଏସସିବି…

କରୋନା ସହ ଲଢେଇ: ରାଜ୍ୟରେ ଆରମ୍ଭ ହେଲା ମାଗଣା ‘ଟେଲି ମେଡ଼ିସିନ୍ ହେଲ୍‌ପ ଲାଇନ’ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢେଇ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ କରୋନା ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗୁଡ଼ିକ ସାରା ଦେଶରେ ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି । ସୋମବାର…

କେନ୍ଦ୍ରାପଡାର ଦୁବାଇ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ; ଓଡିଶାରେ ସଂଖ୍ୟା ୪୦ ଛୁଇଁଲା

ଭୁବନେଶ୍ୱର: କେନ୍ଦ୍ରାପଡାର ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିବା ବଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ କୁହାଯାଇଛି ।…

ଏପ୍ରିଲ୍ ୯ରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ

ଭୁବନେଶ୍ୱର: ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର ଠାରୁ ସମସ୍ତ ବ୍ୟକ୍ତିଙ୍କ ପାଇଁ ଘରୁ ବାହାରିବା ମାତ୍ରେ କୌଣସି ବି ଉପଲବ୍ଧ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଲୋକେ କୌଣସି ଜରୁରୀ…