Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପାରାମିଲିଟାରୀ ଫୋର୍ସରେ କରୋନାଭାଇରସ୍ !

ନୂଆଦିଲ୍ଲୀ: ଦେଶର ପ୍ରଥମ ଦୁଇଟି ମାମଲା ଭାବେ ସାମ୍ନାକୁ ଆସିଛି ପାରାମିଲିଟାରୀ ଫୋର୍ସରେ କରୋନା ସଂକ୍ରମିତଙ୍କ ଖବର । ଜଣେ ବିଏସ୍‌ଏଫ୍ ଅଫିସର ଓ ଜଣେ ସିଆଇଏସ୍‌ଏଫ୍‌ ଯବାନ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଗ୍ୱାଲିଅରରେ ପୋଷ୍ଟିଂ…

ଓଡିଶାରେ ଫସିରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସହାୟତା ପାଇଁ ୮ ଆଇଏଏସ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ସରକାର ରବିବାର ଦିନ ବିଭିନ୍ନ ରାଜ୍ୟର ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ସେଥିପାଇଁ ଓଡିଶାର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା…

ସାନିଟାଇଜ ହେଲା ଲୋକସେବା ଭବନ

ଭୁବନେଶ୍ୱର: ବିଶୋଧନ ହେଲା ଲୋକସେବା ଭବନ । କ୍ଲୋରିନ ପାଣିରେ ପୁରା ଲୋକସେବା ଭବନକୁ ପରିଷ୍କାର କରାଗଲା । ଆସନ୍ତାକାଲି ଲୋକସେବା ଭବନରେ ଗୋଟିଏ ଦିନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ତେଣୁ ଏହା ପୂର୍ବରୁ ଲୋକସେବା ଭବନକୁ ସାନିଟାଇଜ କରାଯାଇଛି ।ଓଡ଼ିଶା ଅଗ୍ନିଶମ ସେବା…

ପ୍ରଥମରୁ ଅଷ୍ଟମ ଯାଏଁ ସବୁ ଛାତ୍ରଛାତ୍ରୀ ପାସ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନାର ପ୍ରକୋପ ଭିତରେ ଆଜି ଗଣଶିକ୍ଷା ବିଭାଗ ବଡ ନିଷ୍ପତି ନେଇଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଛି । କରୋନା ଯୋଗୁଁ ତାଲାବନ୍ଦ ନିଷ୍ପତି ଭିତରେ ଏସବୁ ଶ୍ରେଣୀରେ ଚଳିତ ବର୍ଷ ପରୀକ୍ଷା ହୋଇପାରିନଥିଲା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ମୃତ୍ୟୁକୁ ଆବରଣ କଲେ ଇଟାଲୀୟ ଡାକ୍ତର ଦମ୍ପତ୍ତି ?

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍‌ର ଆତଙ୍କରାଜ । ଏମିତି ସ୍ଥିତିରେ ଅନେକ ଫଟୋ ଓ ଭିଡିଓ ଭାଇରାଲ୍ ସାବ୍ୟସ୍ତ ହେଉଛି । କିଛି ସତ ତ ଆଉ କିଛି ମିଥ୍ୟା ଗୁଜବ ଭାବେ ସୋସିଆଲ୍ ଚର୍ଚ୍ଚା ସାଉଣ୍ଟୁଛି । ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ । କରୋନା ମହାମାରୀ ସହ ଏହି ଫଟୋର ବେଶ ଘନିଷ୍ଠ…

କରୋନା ଲକଡାଉନ : ଚାଲି ଚାଲି ଗାଁକୁ ଫେରିବା ବେଳେ ରାସ୍ତାରେ ବ୍ୟକ୍ତିଙ୍କ ମୃତ୍ୟୁ

ଆଗ୍ରା: ରାଜଧାନୀ ଦିଲ୍ଲୀରୁ ୨୦୦ କିମି ରାସ୍ତା ଅତିକ୍ରମ କରିଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଶନିବାର ସକାଳେ ମୃତ୍ୟୁ ହୋଇଛି । ରଣବୀର ସିଂହ ନାମକ ଏହି ବ୍ୟକ୍ତିଙ୍କ ପରିବାର ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲାର ଏକ ଦୂର ଗାଁରେ ରହନ୍ତି । ତାଙ୍କୁ ଘରେ…

କରୋନାଭାଇରସ ସଂକ୍ରମଣ; ଆରୋଗ୍ୟ ହେଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ(କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ ସୋଫି କହିଛନ୍ତି ଯେ ମୁଁ ଏବେ ସୁସ୍ଥ ହୋଇଛି, ଆଉ ଏଥିପାଇଁ ମୁଁ ବହୁତ…

ଲକଡାଉନ ପ୍ରଭାବ: ବାୟୁମଣ୍ଡଳର ଏଭଳି ପରିବର୍ତ୍ତନକୁ ଅବିଶ୍ୱସନୀୟ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସମ୍ପୂର୍ଣ୍ଣ ଭାରତକୁ ଆଗାମୀ ଏପ୍ରିଲ ୨୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନର ଆଜି ୫ମ ଦିନ ହୋଇଥିବା ବେଳେ ଏକ ସନ୍ତୋଷଜନକ ଖବର ସାମ୍ନାକୁ ଆସିଛି। କ୍ରମାଗତ…

ମୋଦିଙ୍କ ‘ମନ କି ବାତ୍‌’: ଜୀବନ ରଖିବା ପାଇଁ ହୋଇଛି ଲକ୍ ଡାଉନ, ଅସୁବିଧା ହେଲେ କ୍ଷମା କରିବେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମୁକାବିଲା ଲାଗି ଘୋଷଣା ହୋଇଥିବା ୨୧ଦିନିଆ ଲକ୍ ଡାଉନ ପାଇଁ ଦେଶବାସୀଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଗରିବ ଲୋକମାନେ ଅସୁବିଧା ପାଇଁ ତାଙ୍କ ଉପରେ…

ହ୍ୱାଟ୍ସଆପ୍‌ରେ କରିବେ ଅର୍ଡର୍ , ଘରେ ପହଂଚିବ ପନିପରିବା !

ବାରିପଦା: ସମଗ୍ର ରାଜ୍ୟରେ ଲକ୍‌-ଡାଉନ୍ ର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ହଇରାଣ ହେଉଥିବାବେଳେ ବାରିପଦାରେ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ଫୋନ୍‌ରେ ଅର୍ଡର୍ କରିବେ ଘରେ ପହଂଚିବ ପନିପରିବା । ସାମାଜିକ ଦୂରତାକୁ ମାପକାଠି କରି ଏକ ଘରୋଇ ସଂସ୍ଥା…