Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କେଉଁ ତାପମାତ୍ରାରେ କରୋନାଭାଇରସ ବ୍ୟାପେ ? ଚୀନ ବୈଜ୍ଞାନିକ କ’ଣ କହନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ମଣିଷ ଏକ ଅଦୃଶ୍ୟ ଶକ୍ତି ଆଗରେ ଅସହାୟ ପଡିଛି । ପ୍ରତିଦିନ ଶହ ଶହ ଲୋକଙ୍କ କରୋନା ଜନିତ ମୃତ୍ୟୁ ହେଉଛି । ସାରା ବିଶ୍ୱରେ ଅନେକ ଗୁଡିଏ ଅନୁସନ୍ଧାନ ସାମନାକୁ ଆସିଛି । କିଛି ବୈଜ୍ଞାନିକ କୁହନ୍ତି,…

କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଅବଲମ୍ବନ କରନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପକ ଭାବେ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏହି ଘାତକ ମହାମାରୀ ଯୋଗୁଁ ହଜାର ହଜାର ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିସାରିଛି । ଭାରତରେ ଏହି ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ…

ଲକ୍‌-ଡାଉନ୍ ପ୍ରଭାବ: ୧୩୫ କି.ମି ଚାଲି ଘରେ ପହଂଚିଲେ ଦିନ ମଜୁରିଆ !

ମହାରାଷ୍ଟ୍ର : ସାରା ଦେଶରେ ଲକ୍‌-ଡାଉନ୍ ନିର୍ଦ୍ଦେଶ । ଘରେ ପହଂଚିବା ପାଇଁ ମହାରାଷ୍ଟ୍ରର ଜଣେ ଦିନ ମଜୁରିଆଙ୍କୁ ଚାଲିବାକୁ ପଡିଛି ୧୩୫ କି.ମି । Maharashtra: Amid travel restrictions due to the #21daylockdown to contain the spread of #coronavirus, a…

କରୋନା ମୁକାବିଲା: ରାଜ୍ୟରେ ହେବ ଦେଶର ସବୁଠୁ ବଡ କରୋନା ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟ ସରକାର ଦେଶର ସବୁଠୁ ବଡ କରୋନା ହସ୍ପିଟାଲ ନିର୍ମାଣ କରିବାକୁ କିମ୍ସ ଓ ସମ୍ ହସ୍ପିଟାଲ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ୧୦୦୦ ଶଯ୍ୟା ବିଶିଷ୍ଟ ଏହି ପ୍ରସ୍ତାବିତ ହସ୍ପିଟାଲରେ କିମ୍ସ ହସ୍ପିଟାଲ ୪୫୦ ଶଯ୍ୟା ଓ ସମ୍…

୩ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଇପିଏଫ ଟଙ୍କା ଭରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାର କରୋନାଭାଇରସ ପ୍ରଭାବର ମୁକାବିଲା କରିବା ପାଇଁ କୃଷକ ଓ ଅଭାବୀଙ୍କ ସମେତ ସଙ୍ଗଠିତ କ୍ଷେତ୍ରର କର୍ମଚାରୀଙ୍କ ଧ୍ୟାନ ମଧ୍ୟ ରଖିଛନ୍ତି । କେନ୍ଦ୍ର ସରକାର ଆସନ୍ତା ୩ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ତରଫରୁ (୧୨+୧୨= ମୋଟ ୨୪) ପ୍ରତିଶତ ଇପିଏଫ ଭରିବେ । ଏହା ସେମାନଙ୍କ ଠାରେ…

ଚାଷୀଙ୍କ ପାଇଁ ଟଙ୍କା, ମହିଳା ଓ ବୟସ୍କଙ୍କୁ ମିଳିବ ଭତ୍ତା: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ୨୧ ଦିନିଆ ଲକ୍‌ଡାଉନ ଲାଗୁ ହୋଇଛି । ଏହି ସମୟରେ ନିର୍ମଳା ସୀତାରମଣ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ କୃଷକ, ମହିଳା ଓ ବୟସ୍କ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ଜନଧନ ଯୋଜନାରେ ମହିଳା ଖାତା ଧାରକଙ୍କୁ ଆଗାମୀ ୩ ମାସ ପାଇଁ ୫ଶହ ଟଙ୍କା ଲେଖାଏଁ ମିଳିବ । ଏଥିରେ ପ୍ରାୟ…

କରୋନା ମୁକାବିଲା ଲାଗି ‘ସାଇ ଇଣ୍ଟରନ୍ୟାସନାଲ୍’ ଷ୍ଟାଫ ଦାନ କଲେ ଦରମା

ଭୁବନେଶ୍ୱର: କରୋନା ଭୂତାଣୁର ମୁକାବିଲା ଲାଗି ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅକୁଣ୍ଠିତ ଚିତ୍ତରେ ଦାନ କରିବାକୁ ସାଇ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏହି…

କରୋନା ଲାଗି ସହାୟତାର ହାତ ବଢାଇଲେ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଦଳ, ଏବେ ଭାରତୀୟଙ୍କ ପାଳି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ଗୋଟେପଟେ ପାକିସ୍ତାନୀ ଖେଳାଳୀ ୫୦ ଲକ୍ଷ ଓ ବଙ୍ଗଳାଦେଶୀ ନିଜ ଅଧା ଦରମା (୨୫ଲକ୍ଷ) ଦାନ କରିଛନ୍ତି । ଏପରି ସ୍ଥିତିରେ ଭାରତୀୟ କ୍ରିକେଟର ଅର୍ଥଦାନ କରିନଥିବାରୁ ଲୋକେ ସୋସିଆଲ ମିଡିଆରେ…

୩ ମାସ ଯାଏଁ ମାଗଣାରେ ମିଳିବ ଗ୍ୟାସ୍ ସିଲିଣ୍ଡର: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ସାରା ଦେଶ ଲଢ଼େଇ କରୁଥିବା ବେଳେ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ଏଥିପାଇଁ ୧.୭୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ପ୍ୟାକେଜରେ ଗରିବ ବିପିଏଲ ପରିବାରଙ୍କୁ ମାଗଣାରେ ଗ୍ୟାସ୍ ଯୋଗଇ ଦେବାକୁ କେନ୍ଦ୍ର…

କୋଭିଡ-୧୯: ଏବେ ଟେଲିଫୋନିକରେ ପ୍ରେସକ୍ରିପସନ୍ ଦେବେ ଡାକ୍ତର

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣକୁ ହ୍ରାସ କରିବା ପାଇଁ ଡାକ୍ତରମାନେ ଏବେ ରୋଗୀମାନଙ୍କ ସହିତ ଫୋନ ଜରିଆରେ (ଟେଲିଫୋନିକ୍) ବାର୍ତ୍ତାଳାପ କରି ପ୍ରେସକ୍ରିପସନ୍ ଲେଖିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଏବଂ ନିତି ଆୟୋଗ ମିଳିତ ଭାବେ…