Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କୋଭିଡ-୧୯: ମହାରାଷ୍ଟ୍ରରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: କରୋନା ଭାଇରସ ପ୍ରଭାବରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ କୁ ବୃଦ୍ଧି ପାଇଥିବା ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ମୋଟ ସକରାତ୍ମକ ମାମଲା ୪୯୨ କୁ ବୃଦ୍ଧି…

ଓଡିଶାରେ କରୋନା ସତର୍କତା; ବନ୍ଦ ହେଲା ସମସ୍ତ ଶାଖା ଡାକଘର

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶାଖା ଡାକଘର ବନ୍ଦ କରିବାକୁ ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ନିଷ୍ପତ୍ତି ନେଇଛି। ସୂଚନାନୁଯାୟୀ ବିମାନ ଏବଂ ଟ୍ରେନ୍ ସେବା ସ୍ଥଗିତ ରହିବା ଏବଂ…

ଇଟାଲୀରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୬୦୨ ମୃତ୍ୟୁ, ୬ ହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୦୨ ଜୀବନ । ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୦୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଓଡିଶାରେ ଲକଡାଉନ; ଏପ୍ରିଲ୍ ୩୦ ଯାଏଁ ସବୁ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ସରକାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଏପ୍ରିଲ ୩୦ ତାରିଖ ଯାଏଁ ବନ୍ଦ ରଖିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ କୋଭିଡ-୧୯ର ସରକାରୀ ମୁଖ୍ୟ ମୁଖପାତ୍ର ସୁବ୍ରତ…

କରୋନା ମୁକାବିଲା: ଗ୍ରାମାଞ୍ଚଳ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସରକାର, ଜାଣନ୍ତୁ

ଭୁବନେଶ୍ୱର: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭାଇରସ । ଏହାର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଗ୍ରାମାଞ୍ଚଳ ପାଇଁ କ'ଣ ପଦକ୍ଷେପ ନେଇଛନ୍ତି ସରକାର... କୌଣସି ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ…

କରୋନା: ଭାଇରସ ସଂକ୍ରମଣର ୪ଟି ପର୍ଯ୍ୟାୟ କ’ଣ ? କେଉଁ ଚରଣରେ ହୁଏ ଅଣାୟତ୍ତ ?

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ରେ ପହଞ୍ଚିଲାଣି ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ୫୪୮ଟି ଜିଲ୍ଲାକୁ ଲକଡାଉନ କରାଯାଇଛି । କରୋନାଭାଇରସ ଭୟାବହ ଆଡକୁ ଗତି କରୁଛି । ତେବେ ଏହି ମହାମାରୀର ୪ଟି…

କରୋନା ମୁକାବୁଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୋଳ ସହିତ ୮ଟି ସହର ଯଥା-ପୁରୀ,…

କରୋନା ଲକଡାଉନ: ଶାହିନବାଗରୁ ହଟିଲେ ବିକ୍ଷୋଭକାରୀ, ତମ୍ବୁ ହଟାଇ ରାସ୍ତା ଖାଲି କଲା ପୋଲିସ

ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଗତ ଡିସେମ୍ବର ୧୫ ରୁ ଶାହିନବାଗରେ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ହଟାଇ ଦେଇଛି। ଦିଲ୍ଲୀ ଏବଂ ନୋଏଡାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ତମ୍ବୁଗୁଡ଼ିକୁ ମଧ୍ୟ ପୋଲିସ ହଟାଇ ଦେଇଛି। DCP South East:People at the protest site…

ହୋମ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ବ୍ରହ୍ମପୁରରେ ଜଣଙ୍କ ନାଁରେ ମାମଲା ରୁଜୁ

ବ୍ରହ୍ମପୁର: ନିକଟରେ ଦୋହାରୁ ଫେରିଥିବା ଜଣେ ବ୍ୟକ୍ତି ହୋମକ୍ୱାରେଣ୍ଟାଇନରେ ଥାଇ ମଧ୍ୟ ଏଥିରେ ଖିଲାପ କରିଥିବା ଅଭିଯୋଗ ଆସିଛି । ପାତ୍ରପୁର ତହସିଲଦାରଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଜରଦା ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସରକାରୀ…

କରୋନା ମୁକାବିଲା: ଆଜିଠୁ ବନ୍ଦ ବସ୍ ସେବା

ଭୁବନେଶ୍ୱର : ମାରାତ୍ମକ କରୋନା ଭାଇରସ ସହ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ମଙ୍ଗଳବାର (ଆଜିଠାରୁ) ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।…