Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜନତା କର୍ଫ୍ୟୁ ପ୍ରଭାବ: ହିରୋ ମୋଟୋ କର୍ପ ର ସମସ୍ତ ଫ୍ୟାକ୍ଟ୍ରୀ ଲକ୍‌-ଡାଉନ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଭାରତରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ସଫଳ ଛବି । ଓଡିଶା ସମେତ ରାଜସ୍ଥାନରେ ଲକ୍‌-ଡାଉନ୍ ନିର୍ଦ୍ଦେଶ ଜାରି ହୋଇଛି । ଏପରି ସ୍ଥିତିକୁ ଦେଖି ସମସ୍ତ ଅପରେଶନକୁ ତୁରନ୍ତ ବନ୍ଦ କଲା ଭାରତର ଅଗ୍ରଣୀ ଦୁଇ ଚକିଆ…

ରୋମରୁ ୨୬୩ ଭାରତୀୟଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲିର ରୋମରେ ଫସିରହିଥିବା ପ୍ରାୟ ୨୬୩ ଜଣ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ଟ୍ୱିଟ୍ କରିଛି ଜାତୀୟ ନ୍ୟୁଜ ସରବରାହ ସଂସ୍ଥା ଏଏନଆଇ । https://twitter.com/ANI/status/1241599678044487681?s=08…

ଲକ୍‌-ଡାଉନ୍ ଅବଧିରେ ଘରୋଇ ଯାନବାହନ ଚଳାଚଳ ଉପରେ କଟକଣା

ଭୁବନେଶ୍ୱର: ଭୟାବହ କରୋନା ସଂକ୍ରମଣ ରୋକିବା ପାଇଁ ଓଡିଶାର ୫ ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ଲାଗୁ କରାଯାଇଥିବା ଆଠ ଦିନିଆ ଲକ୍‌-ଡାଉନ୍ ସମୟରେ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିବ । ଏସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।…

ଘରୋଇ ଲାବୋରୋଟୋରୀରେ କୋଭିଡ୧୯ ପରୀକ୍ଷଣ ନେଇ ଗାଇଡଲାଇନ ଜାରି

ନୂଆଦିଲ୍ଲ- ସାରା ଦେଶରେ କୋଭିଡ୧୯ ପରୀକ୍ଷଣର ଆବଶ୍ୟକତା ଦୃତ ଗତିରେ ବଢୁଥିବାରୁ ଘରୋଇ ଲାବୋରୋଟୋରୀଗୁଡିକରେ ଏହି ପରୀକ୍ଷଣ କରାଯିବା ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) ପକ୍ଷରୁ ବିସ୍ତୃତ ନିୟମାବଳୀ ଜାରି କରାଯାଇଛି । ଏହି ନିୟମାବଳୀ ଅନୁସାରେ କୋଭିଡ୧୯…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୧୫କୁ ବୃଦ୍ଧି ହୋଇଥିବାନେଇ ଇଣ୍ଡିଆନ୍ କାଉନସିଲ୍‌ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି । କେବଳ ଗୋଟିଏ ଦିନରେ ଭାରତରେ ପ୍ରାୟ ୭୯ଟି ନୂତନ…

ଗୁଜବ ରୋକିବା ପାଇଁ ମାଇଁଗଭ କରୋନା ହେଲ୍ପ ଡେସ୍କ ଆରମ୍ଭ କଲେ ଭାରତ ସରକାର

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ନେଇ ଜନସାଧାରଣରେ ଭୟ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଗୁଜବ ଓ ମିଥ୍ୟା ଖବର ପ୍ରସାର ରୋକିବା ପାଇଁ ଭାରତ ସରକାର ହ୍ଵାଟ୍ସଆପରେ ଏକ ଚାଟ-ବଟ ମାଇଁଗଭ କରୋନା ହେଲ୍ପ ଡେସ୍କ ଆରମ୍ଭ କରିଛନ୍ତି । ଏହା ଜରିଆରେ କରୋନା ମହାମାରୀ ଉପରେ ଲୋକଙ୍କ…

ଲକ୍‌ଡାଉନ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ଗଡିବ ୧୭ଟି ମୋ ବସ୍

ଭୁବନେଶ୍ୱର: କରୋନା ଭୟରେ ଆଜି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଏହି ଲକ୍ ଡାଉନ ସପ୍ତାହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ୧୭ଟି ମୋ ବସ୍ ଚାଲିବ ବୋଲି କ୍ୟାପିଟାଲ…

କରୋନା ଆତଙ୍କ: ରାଜସ୍ଥାନ ଟୋଟାଲ୍ ଲକ୍‌-ଡାଉନ୍

ରାଜସ୍ଥାନ: ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାର ଘୋଷଣା ୪୦% ଲକ୍‌-ଡାଉନ୍ । ଓଡିଶାର ୮ଟି ପ୍ରମୁଖ ସହର ସମେତ ୫ଟି ଜିଲ୍ଲାକୁ ଲକ୍‌-ଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଟୋଟାଲ ଲକ୍‌-ଡାଉନ୍ ହୋଇଛି । In order to contain…

କରୋନା ଲକ୍‌-ଡାଉନରେ କେଉଁଗୁଡ଼ିକ କଟକଣା ମୁକ୍ତ, କ’ଣ ରହିବ ବନ୍ଦ ଜାଣନ୍ତୁ…

ଭୁବନେଶ୍ୱର: ମରଣାନ୍ତକ କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ଦେଶକୁ ଦେଶ ଦ୍ରୁତଗତିରେ ବ୍ୟାପୀ ଚାଲିଥିବା ବେଳେ ଭାରତ ସମେତ ଓଡ଼ିଶାରେ ମଧ୍ୟ ସଂକ୍ରମଣର ବିପଦ ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌-ଡାଉନ୍ ପରି ଗୁରୁତ୍ୱପୂର୍ଣ୍ଣ ତଥା ସାହସିକ ପଦକ୍ଷେପ ଗ୍ରହଣ…

୧୨ ରେଳଯାତ୍ରୀ କରୋନା ପଜିଟିଭ୍ ଥିବା ସୂଚନା ଦେଲା ରେଳବିଭାଗ

ନୂଆଦିଲ୍ଲୀ: ଦୁଇଟି ଅଲଗା ଅଲଗା ଟ୍ରେନରେ ନିକଟରେ ଯାତ୍ରା କରିଥିବା ୧୨ ଜଣ ଯାତ୍ରୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ୧୨ ଜଣଙ୍କ ମଧ୍ୟରୁ ୮ ଯାତ୍ରୀ ଆନ୍ଧ୍ରପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ରାମାଗୁଣ୍ଡମ୍ ଯାଇଥିବା…