Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ମହାଳୟା: ଶ୍ରୀମନ୍ଦିର ବାଇଶି ପାହାଚ ଓ ବିନ୍ଦୁସାଗରରେ ପିଣ୍ଡ ଦାନ ମନା

ପୁରୀ: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏ ୧୫ ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ ଦେଇ ନଥାଆନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି…

ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଶକ୍ତିପୀଠ ଚଳଚଞ୍ଚଳ ହେଲାଣି । ମା’ଙ୍କ ଆଗମନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ…

ଆସନ୍ତୁ ଜାଣିବା କେଉଁଠାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଚୁକ୍ତି ହୁଏ

ଚିଟ୍ଟୋରଗଡ: ଭକ୍ତ ଓ ଭଗବାନ ମଧ୍ୟରେ ଅନେକ ସମ୍ପର୍କ ରହିଛି । ଏହାକୁ ସମ୍ପୂର୍ଣ୍ଣ ବୁଝିବା ବି କଷ୍ଟକର । ରାଜସ୍ଥାନର ଚିଟ୍ଟୋରଗଡରେ ବିରାଜମାନ କରୁଛନ୍ତି ସାୱାଁରିୟା ସେଠ । ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମନ୍ଦିରକୁ ସମସ୍ତେ ମାନସିକତା ପୂରଣ କରିବା ପାଇଁ ଆସିଥାଏ । ବ୍ୟବସାୟ କରିବାକୁ ଯାଉଥିବା…

ଭାଗବତ ଜନ୍ମ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିରୁ ଖିଏ ସାତଶହ ବର୍ଷ ତଳ କଥା । ଶାସନୀ ବ୍ରାହ୍ମଣ ଗାଁ । ଷୋଳ ଶାସନରୁ ଶାସନେ କପିଳେଶ୍ବରପୁର । ମାଆଟିଏ ବୁଝିପାରୁନି ତା ଆଗ୍ରହର ବିଷୟବସ୍ତୁ । ପୋଥି ପୁରାଣ ଲେଖା ସଂସ୍କୃତରେ । ନାରୀ ଶିକ୍ଷାର ଆରମ୍ଭ ଯୁଗରୁ ବହୁପଛର ସମୟ । ସବୁ ଦିନେ ସ୍ବାମୀ…

ପୁରୀ ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ

ପୁରୀ: ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ ହୋଇଛି । ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ୱ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ…

ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ରାଧାଷ୍ଟମୀ ପାଳିତ

ମୋହାଲି : ଦେଶର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ରାଧାଷ୍ଟମୀ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ରତ୍ନପ୍ରଭା ସାହୁ, ବିଶ୍ୱବିଦ୍ୟାଳୟ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ…

ସାଇ କଥା ଅମୃତର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରର , ନ୍ୟୁ ଇନୋଭେସନ ବିଲଡିଂରେ ସାଇ କଥା ଅମୃତର ଅଷ୍ଟମ ବାର୍ଷିକ ଉତ୍ସବ -୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଇ କଥା ଅମୃତର ମାସିକ ଆଧ୍ଯାତ୍ମିକ ପତ୍ରିକା ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଶିରିଡିରୁ ଆସିଥିବା ମୁଖ୍ୟପୂଜକ ପଙ୍କଜ…

ଜାଣନ୍ତୁ, ଭାରତର କେଉଁ ମନ୍ଦିରରେ ହୁଏ ଡଲାର୍‌, ଟଙ୍କା ଓ ସୁନା ବିସ୍କୁଟର ବର୍ଷା

ଭୁବନେଶ୍ୱର: କରୋନା ମହାମାରୀ ପରେ ଭାରତରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ତେବେ ଭାରତର ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଡଲାର, ଟଙ୍କା, ସୁନାରୂପା ଗହଣା ଓ ସୁନାର ବିସ୍କୁଟର ସତେ ଯେପରି ବର୍ଷା ହେଉଛି । ରାଜସ୍ଥାନ ଜୟପୁରର ଚିତ୍ତୋରଗଡ ଜିଲ୍ଲାରେ ରହିଛି ସାଁୱଲିଆ ସେଠ୍ ମନ୍ଦିର ।…

ଏକାମ୍ର ପରମ୍ପରା : ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଗଣେଶ ପୂଜା

ସୁକାନ୍ତ ପଣ୍ଡା ହିନ୍ଦୁ ପରମ୍ପରାରେ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ପ୍ରଥମେ ଗଣନାଥଙ୍କ ଦର୍ଶନ ଓ ପୂଜା ପରେ ଅନ୍ୟ ଦେବୀ ଦେବତାଙ୍କ ପୂଜାର୍ଚ୍ଚନା କରାଯିବା ଆମର ବିଧି । ଶୈବପୀଠ ଭାବରେ ଲିଙ୍ଗରାଜ ମନ୍ଦିରରେ ଗଣନାଥଙ୍କ ପୂଜା ସ୍ଵତନ୍ତ୍ର ମହତ୍ଵ ରଖେ । ଶ୍ରୀ ଲିଙ୍ଗରାଜ ମନ୍ଦିର…

ଜ୍ଞାନଦାତା ଶ୍ରୀଗଣେଶାୟଂ

ଓଁ ନମୋ ଗଣେଶାୟ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୃ !  ସର୍ବବିଘ୍ନ ନିହତ୍ୟାଶୁ ସର୍ବସିଦ୍ଧ ପ୍ରଦୋଭବ ।" ପବିତ୍ର ଗଣେଶ ପୂଜା ଉତ୍କଳରେ ନୁହେଁ, ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ପାଳିତ ହେଉଛି । ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୃ ଗଣନାଥ…