Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପୁରୀର ପ୍ରସିଦ୍ଧ ଦୁର୍ଗାପୂଜା: ଗୋସାଣୀ ଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ର ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । କୋଟି କୋଟି ଓଡ଼ିଆଙ୍କ ଲାଗି ଭିନ୍ନ ପରିଚୟ ସୃଷ୍ଟି କରିଥାଏ ପୁରୀର ପରମ୍ପରା ଏବଂ ପର୍ବ ପର୍ବାଣୀ । ବାରମାସରେ ତେର ପର୍ବ ପୁରୀରେ ଅନୁଷ୍ଠିତ ହେଉଥିଲେ ମଧ୍ୟ…

ଜାଣନ୍ତୁ, ବ୍ରତ-ଉପବାସରେ କାହିଁକି ପିଆଜ ରସୁଣ ମନା

ଭୁବନେଶ୍ୱର: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବ ପର୍ବାଣିରେ ଉପବାସ ରହିବାର ପ୍ରଥା ମାନ ରହିଛି । ଦେବାଦେବୀଙ୍କୁ ଆରାଧନା କରିବାର ଏହା ମଧ୍ୟ ଏକ ମାର୍ଗ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ କିଛି ଲୋକ ନିର୍ଜଳା ଉପବାସ ରହୁଥିବା ବେଳେ କିଛି ଫଳମୂଳ ଆହାର କରି ଉପବାସ…

ଏମିତି ଏକ ଗାଁ ଯେଉଁଠି ପୁଅ ହେଲେ ପାଳନ ହୁଏ ଦଶହରା !

ଭୁବନେଶ୍ୱର: ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦଶହରା । ଦେବଭୂମି ଭାରତରେ ସବୁ ପର୍ବ ପରି ଏହି ପାର୍ବଣର ମଧ୍ୟ ରହିଛି ବେଶ୍ ଚମତ୍କାରିତା । ମାତୃଶକ୍ତିର ପ୍ରଚଣ୍ଡ ସ୍ୱରୂପ ପ୍ରଦର୍ଶନ କରୁଥିବା ଏହି ପର୍ବକୁ ସାରା ଦେଶରେ ବେଶ୍ ଆଡ଼ମ୍ବର ତଥା…

ମହାମାୟାଙ୍କ ମହାନବମୀ; ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ

ଭୁବନେଶ୍ୱର: ଜଗତଜନନୀ ମା' ଦୁର୍ଗତି ନାସିନୀ ଦୁର୍ଗାଙ୍କ ପାଖରେ ମହା ଆଡମ୍ବରରେ ଆଜି ପାଳନ ହେଉଛି ମହାନବମୀ ପୂଜା । ଯଜ୍ଞ, ହୋମ, ଚଣ୍ଡୀପାଠରେ ଉଠୁଛି ପଡୁଛି ଚାରିଦିଗ । ପୂଜା ମଣ୍ଡପ ଗୁଡିକରୁ ଭାସି ଆସୁଛି ଧୂପ, ଦୀପ ଝୁଣାର ସୁଗନ୍ଧ । ଏହି ଦିବ୍ୟ ସୁଗନ୍ଧରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ…

ଦେଖନ୍ତୁ, କଟକ ସାହିମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି

କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଧୁମଧାମରେ ଚାଲିଛି । ସହରର ବିଭିନ୍ନ ସାହିରେ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ଅଧିକାଂଶ ମେଢ ଚାନ୍ଦିରେ ସଜ୍ଜିତ ହୋଇଛି ।

ଜାଣନ୍ତୁ, ନବରାତ୍ରୀରେ କନ୍ୟା ପୂଜନର ବିଧି ଓ ମହତ୍ତ୍ୱ

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନବରାତ୍ରୀ ଅବସରରେ କେହି କେହି ଘରେ କନ୍ୟାମାନଙ୍କୁ ପୂଜା କରିଥା’ନ୍ତି । ପ୍ରତିବର୍ଷ ଚୈତ୍ର ଓ ଦୁର୍ଗାପୂଜାର ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ପୂଜନର ବିଧି ରହିଛି । ନବରାତ୍ରୀ କେବଳ ବ୍ରତ…

ଆଜି ମା’ଙ୍କ ମହାନବମୀ, ଉତ୍ସବମୁଖର ସମସ୍ତ ପୂଜା ମଣ୍ଡପ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ମହାନବମୀ ପୂଜା । ଗାଁରୁ ସହର ଯାଏଁ ସବୁଠି ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ଢୋଲବାଦ୍ୟରେ ଉଚ୍ଛୁଳି ପଡୁଛି ବିଭିନ୍ନ ପୂଜା ମଣ୍ଡପ । ମହାନବମୀ ଅବସରରେ ସକାଳୁ ସକାଳୁ ଦେବୀଙ୍କ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା ।…

ଘଟଗାଁ ପୀଠରେ ମହାଷ୍ଟମୀ; ଆଜି ମଧ୍ୟରାତ୍ରୀରେ ହେବ ଏହି ବିଶେଷ ଉପଚାର ପୂଜା

ଘଟଗାଁ: ପବିତ୍ର ମହାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠ । ସମସ୍ତ ଶକ୍ତିପୀଠ ଗୁଡିକରେ ଆଜି ନବମୀ ପାଳନ ହୋଇଥିବା ବେଳେ ମା'ତାରିଣୀଙ୍କ ପୀଠରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । କଳିଯୁଗରେ ଦୁର୍ଗାଙ୍କ ଅବତାର କୁହାଯାଉଥିବା କରୁଣାମୟୀ…

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା'ର ରୂପର ପସରା ମେଲାଇ ଦେଇଥାଏ । ମାଆଙ୍କ…