Latest Odisha News
Browsing Category

ଧର୍ମ ଓ ପରମ୍ପରା

ବାହାରିଲା ମାଁ ଶୁରେଶ୍ଵରୀଙ୍କ ନୁଆଁଖାଇ ଲଗ୍ନ

ସୋନପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନୁଆଁଖାଇ ଲଗ୍ନ ବାହାରିଥିବା ବେଳେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ଶୁରେଶ୍ଵରୀଙ୍କର ନୁଆଁଖାଇ ଲଗ୍ନ ବାହାରିଛି । ସୋନପୁର ଗଡଜାତ…

ଏଠାରେ ଯୋଡି ହୁଏ ଭଙ୍ଗା ହାଡ : ହସ୍ପିଟାଲ ନ ଯାଇ ମନ୍ଦିର ଆସନ୍ତି ଲୋକ !

ଦିଲ୍ଲୀ: ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ସର୍ବ ପ୍ରଥମ ନୀତି ଦ୍ୱାରଫିଟା ସମ୍ପନ୍ନ ହେବା ପରେ ପରେ ଯେଉଁ ଆଳତି ହୋଇଥାଏ। ତାହାକୁ "ମଙ୍ଗଳ ଆଳତି "କହନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦ୍ୱାରଫିଟା ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ସର୍ବପ୍ରଥମ ନୀତି ହେଉଛି "ଦ୍ୱାରଫିଟା ନୀତି "। ଏହା କେବଳ ଦ୍ୱାରଫିଟା ପାଇଁ ଉଦ୍ଦିଷ୍ଟ ନୁହେଁ ମହାପ୍ରଭୁଙ୍କର ନିଦ୍ରାଭଙ୍ଗ ପାଇଁ ପାର୍ଥନା…

ଜନ୍ମାଷ୍ଟମୀରେ ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା, ଜାଣନ୍ତୁ ଏହାର ବିଶେଷତ୍ବ

ଭୁବନେଶ୍ବର: ସମଗ୍ର ଦେଶରେ ବେଶ୍ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ । ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିରରେ ଖୁବ୍ ଆଡମ୍ବରରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ବ୍ରତ। ସବୁ ବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର…

ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ରାଜ୍ୟର କୋଣ ଅନୁକୋଣ

ଯାଜପୁର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ଶ୍ରୀକୃଷ୍ଣ ଭଗବାନ । ଏନେଇ ସବୁଠି ଉତ୍ସାହ ଉଲ୍ଲାସ । କୃଷ୍ଣ ପ୍ରେମରେ ଭିଜିଛନ୍ତି ଭକ୍ତ । ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି ସହ ଚାଲିଛି ପୂଜାର୍ଚ୍ଚନା । ପ୍ରଭୁ ଶ୍ରୀକୃଷ୍ଣଙ୍କ…

ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଛି ମଥୁରା ନଗରୀ, ଅଧ ରାତ୍ରୀରେ ଜନ୍ମ ନେବେ ପ୍ରଭୂ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଦ୍ଵାରିକାନଗରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ପ୍ରଭୂ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଜାଣନ୍ତୁ ଏହି ପର୍ବର ରୀତିନୀତି

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଦ୍ରା ଭଙ୍ଗ ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବ ପ୍ରଥମ ନୀତି ଦ୍ୱାରଫିଟା କାର୍ଯ୍ୟକ୍ରମ ଭିତରେ ଶ୍ରୀ ସୁଦର୍ଶନଙ୍କୁ ପାର୍ଥନା ପୂର୍ବକ ସମସ୍ତ ଦ୍ୱାର ଫିଟା ହେବା ପରେ ସେବକ, ପୂଜକମାନେ ମହା ପ୍ରଭୁଙ୍କର ଶୟନ…

ଆସନ୍ତାକାଲି ଧରାଧାମରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀ ମନ୍ଦିରରେ ଚାଲିଛି ଜୋରଦାର୍ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସର୍ବତ୍ର ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଘରେ ଘରେ ନନ୍ଦଲାଲାଙ୍କ ପୂଜା ପାଇଁ…