Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଆଦିବାସୀ ମେଳା-୨୦୨୩ ଉଦ୍‌ଯାପିତ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ଦିବସର ଓଡ଼ିଶାର ଅନୁସୂଚିତ ଜନଜାତି ଓ…

ଆଦିବାସୀ ମେଳାର ନବମ ଦିନରେ ବୟନ ଓ ହସ୍ତଶିଳ୍ପ ସାମଗ୍ରୀର ଚାହିଦା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗତ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଆଦିବାସୀ ମେଳା ଆଜି ନବମ ଦିବସରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆଦି ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଅଧିକ…

ଉତ୍କଳର ଅନନ୍ୟ ପରମ୍ପରା ‘ଅଷ୍ଟକାଳ ଉତ୍ସବ’

ପୁରୀ : ଧର୍ମ, ପରମ୍ପରା ତଥା କଥା ଓ କିମ୍ବଦନ୍ତୀର ଐତିହ୍ୟରେ ପୁରୀ ଜିଲ୍ଲାର ସ୍ଥାନ ସବୁବେଳେ ସ୍ୱତନ୍ତ୍ର । ସେହି ଧାର୍ମିକ ଭାବନାକୁ ବଜାୟ ରଖି ଜିଲ୍ଲାର କଣାସ ମଣ୍ଡଳର ତିଗିରିଆ ଗ୍ରାମରେ ଉତ୍କଳର ଅନନ୍ୟ ପରମ୍ପରା ଅଷ୍ଟକାଳ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଅଷ୍ଟପ୍ରହରୀ ବିଷୟରେ ଆମେ…

ଆଦିବାସୀ ମେଳାର ଅଷ୍ଟମ ଦିବସରେ ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତାର ଝଲକ

ଭୁବନେଶ୍ୱର : ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ସରିବା ସମୟ ଆସିଲାଣି । ଜନଜାତି ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଶେଷ ଭାବରେ ସେମାନଙ୍କ ଜୀବନଯାତ୍ରାରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ କିପରି ସହାୟକ ହୋଇଛନ୍ତି, ମେଳା ପରିସରରେ ଖୋଲିଥିବା…

ଆଦିବାସୀ ମେଳା-୨୦୨୩ ମେଳାର ସପ୍ତମ ଦିବସ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଆଜି ସପ୍ତମ ଦିବସରେ ପହଞ୍ଚିଛି । ଏସ୍‌ସିଏସ୍‌ଟିଆର୍‌ଟିଆଇର ପ୍ରକାଶନ ଷ୍ଟଲ,…

ଅବିକା ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେ, ଶୁଭାଙ୍ଗୀ ସାମନ୍ତ “ଫେସ୍ ଅଫ୍ ଦ ଇୟର”

ଭୁବନେଶ୍ୱର  : ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ର ଗ୍ରାଣ୍ଡ ଫିନାଲେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି । ଚୂଡାନ୍ତ…

ଷଷ୍ଠ ସନ୍ଧ୍ୟାରେ ଆଦିବାସୀ ମେଳା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ହେଉଥିବା ଆଦିବାସୀ ମେଳା-୨୦୨୩ର ଷଷ୍ଠ ସନ୍ଧ୍ୟାରେ ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ…

ପଞ୍ଚମ ଦିନରେ ଆଦିବାସୀ ମେଳା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌୧ ସ୍ଥିତ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ବିଶୁଦ୍ଧ ଏବଂ ଏଥିରେ ଜୈବିକ ଗୁଣ ଏ ଯାବତ୍‌ ଅକ୍ଷୁଣ୍ଣ…

ଆଦିବାସୀ ମେଳା ୨୦୨୩ର ଚତୁର୍ଥ ଦିବସ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚାଲିଥିବା ଆଦିବାସୀ ମେଳାର ଚତୁର୍ଥ ଦିବସରେ ପରମ୍ପରା ସହିତ ପ୍ରଗତିର ଝଲକ ଦେଖିବାକୁ ମିଳୁଛି । ବଣପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକରେ ଥିବା ପ୍ରାଚୀନ ଜନଜାତି ଦୁନିଆର ୧୦ଟି ପ୍ରାଚୀନ…

ଆଦିବାସୀ ମେଳା ୨୦୨୩ର ତୃତୀୟ ଦିବସ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାରେ ଆଦିବାସୀମାନଙ୍କର ସାମଗ୍ରିକ ବିକାଶର ପ୍ରତିଫଳନ ଦେଖିବାକୁ ମିଳୁଛି। ବିଭିନ୍ନ ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ…