Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ଫେରିଲେ ୨୭୭ ଭାରତୀୟ

ନୂଆଦିଲ୍ଲୀ: ଇରାନରେ ଫସିରହିଥିବା ୨୭୭ଜଣ ଭାରତୀୟ ଏକ ବିଶେଷ ବିମାନ ଯୋଗେ ଯୋଧପୁରରେ ପହଞ୍ଚିଛନ୍ତି । ଏହି ଯାତ୍ରୀଙ୍କୁ ସୈନ୍ୟ ଶିବିରରେ କ୍ୱାରେଣ୍ଟାଇନରେ ରଖାଯିବ । ଡାକ୍ତରଙ୍କ ବିଶେଷ ଟିମ୍ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ କରିଛନ୍ତି । ଇରାନ କରୋନା ପ୍ରଭାବିକ ଦେଶ ଗୁଡିକ…

କରୋନାଭାଇରସ : ଓଡିଆରେ ଓଡିଶାବାସୀଙ୍କୁ ସଚେତନ କଲେ ସଲମାନ

ଭୁବନେଶ୍ୱର: ବଲିଉଡ ଅଭିନେତା ସଲମାନ ଖାନ ବୁଧବାର ଦିନ ଓଡିଆରେ ଓଡିଶାବାସୀଙ୍କୁ କରୋନା ସେଚତନତା ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ଏକ ଭିଡିଓରେ କହିଛନ୍ତି । ସେ ଭିଡିଓରେ କହିଛନ୍ତି, “ମୋର ଓଡିଆ ଭାଇ ଓ…

କୋଭିଡ-୧୯ ଲକଡାଉନ: ଅସ୍ଥାୟୀ ଭାବେ ସେବା ବନ୍ଦ କଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା ହୋଇଛି । ସେଥିପାଇଁ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛି । ଫ୍ଲିପକାର୍ଟ ୱେବସାଇଟକୁ ଖୋଲିବା ମାତ୍ରେ ଏକ ବ୍ୟାନର ରହିଛି, ଯେଉଁଠି ଏହି ମେସେଜ ଦିଆଯାଇଛି । ବ୍ୟାନରରେ…

ଜାଣନ୍ତୁ, କର୍ଫ୍ୟୁ ଓ ଲକଡାଉନ ମଧ୍ୟରେ କ’ଣ ରହିଛି ଫରକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ । ସାରା ବିଶ୍ୱକୁ ଧୀରେ ଧୀରେ ଗ୍ରାସିବାରେ ଲାଗିଛି ଏହି ମାରାତ୍ମକ ଭୂତାଣୁ । ଏଥିରେ ସାରା ବିଶ୍ୱରେ ପାଖାପାଖି ସାଢ଼େ ୪ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ୧୭ ହଜାରକୁ ଉର୍ଦ୍ଧ୍ବ ଲୋକ ଏଥିରେ ପ୍ରାଣ ହରାଇଲେଣି । ଇତି ମଧ୍ୟରେ ଭାରତ…

କୋଭିଡ-୧୯ ଲକଡାଉନ ନିୟମ ଭାଙ୍ଗି ୩୪ ଗିରଫ, ୧୨ଟି ଗାଡି ଜବତ

ହଣ୍ଡୱାରା: କରୋନାକୁ ନେଇ ଆଜି ଠାରୁ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ୱେ ଲୋକମାନେ ନିୟମ ଭାଙ୍ଗୁଛନ୍ତି । ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାମ୍ମୁ ଓ କାଶ୍ମୀରରେ ପାଖାପାଖି ୩୪ଜଣ ଗିରଫ ହୋଇଛନ୍ତି ଏବଂ ୧୨ଟି ଗାଡି ଜବତ କରାଯାଇଥିବା ଏନଆଇ ସୂତ୍ରରୁ…

ତାମିଲନାଡୁରେ କରୋନା ନେଲା ପ୍ରଥମ ମୁଣ୍ଡ: ଭାରତରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

ମଦୁରାଇ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଏକ ଡାକ୍ତରଖାନାରେ ବୁଧବାର ସକାଳେ କରୋନାଭାଇରସରେ ସଂକ୍ରମିତ ଏହି ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପ୍ରାଣ ହାନି ଘଟିଛି । କରୋନା ସଂକ୍ରମଣରେ…

ଇଟାଲୀରେ କରୋନା ତାଣ୍ଡବ: ଗୋଟିଏ ଦିନରେ ନେଲା ୭୪୩ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୭୪୩ ଜୀବନ । ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୭୪୩ ଜଣଙ୍କ ମୃତ୍ୟୁ ହୋଇଥିବା…

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ…

ଭୁବନେଶ୍ୱର: ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ପ୍ରାୟ ଅନେକ ରାଷ୍ଟ୍ର ସହ ଆମେ ମଧ୍ୟ ଜାନୁଆରୁ ୧ କୁ ନବ ବର୍ଷ ରୂପେ ପାଳନ କରିଥାଉ । କିନ୍ତୁ ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି…

ସାରା ଭାରତ ଲକଡାଉନ: ଜାରି ରହିବ ଏହି ସମସ୍ତ ସେବା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନାଭାଇରସ୍ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି। ଏହାର ଅର୍ଥ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ୧୩୦ କୋଟିରୁ ଅଧିକ ଜନସଂଖ୍ୟାର ଲୋକ ସେମାନଙ୍କ ଘରେ ବନ୍ଦ ହୋଇ ରହିବେ । ଏହି ହଠାତ୍…

କୋଭିଡ୍‌-୧୯ ଲଢ଼େଇରେ ସହାୟତା ପାଇଁ ବାର୍ଷିକ ଲାଭର ୦.୨୫% ଦେବ ଏସ୍‌ବିଆଇ

ଭୁବନେଶ୍ୱର: ଭାରତରେ କୋଭିଡ୍‌-୧୯ ବ୍ୟାପିବା କାରଣରୁ ସୃଷ୍ଟି ହୋଇଥିବା ସ୍ଥିତି ବିରୋଧରେ ଲଢ଼େଇ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ଲାଭର ୦.୨୫% ପ୍ରତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଘୋଷଣା କରିଛି । କୋଭିଡ୍‌-୧୯ ବିରୋଧ ଲଢ଼େଇ ପାଇଁ ସିଏସ୍‌ଆର୍…