Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପାଲା ଜଗତର ଅସାଧାରଣ ପ୍ରତିଭା; ଗାୟକ ସମ୍ରାଟ ବିଶ୍ୱନାଥ ପଟ୍ଟଯୋଷୀ

ଭୁବନେଶ୍ୱର: ପାଲା ଜଗତର ସମୁଜ୍ଜ୍ୱଳ ପ୍ରତିଭା ଗାୟକ ସମ୍ରାଟ୍ ବିଶ୍ୱନାଥ ପଟ୍ଟଯୋଷୀ । ଅସାଧାରଣ ପ୍ରଜ୍ଞା, ପ୍ରଚଣ୍ଡ ପ୍ରତିଭା, ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ସେ ଥିଲେ ଧୂରୀଣ । ବର୍ତ୍ତମାନର ନୟାଗଡ ଜିଲ୍ଲା ରମାବିଲ ଗ୍ରାମରେ ୧୯୦୮ ମସିହା ଡିସେମ୍ବର ୨୦ ତାରିଖ ବକୁଳ ଅମାବାସ୍ୟା ଦିନ…

ଆଦିବାସୀ ମେଳାରେ ଜମୁଛି ଦର୍ଶକଙ୍କ ଭିଡ

ଭୁବନେଶ୍ୱର: ଆଦିବାସୀ ମେଳା ବୁଲି ଦେଖିବାକୁ ପ୍ରତିଦିନ ଦର୍ଶକଙ୍କ ଖୁବ୍ ଭିଡ ଜମୁଛି । ମେଳାର ୭ମ ସଂଧ୍ୟାରେ ମଧ୍ୟ ରେକର୍ଡ ସଂଖ୍ୟକ ତଥା ଦେଢ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଜଣାପଡିଛି । ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢେ ତିନିକୋଟି…

ଆଦିବାସୀ ମେଳା: ଆକର୍ଷଣ ସାଜିଛି ଜନଜାତି କଳାକାରଙ୍କ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନ

ଭୁବନେଶ୍ୱର: ଆଦିବାସୀ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ଜନଜାତି କଳାକାରମାନଙ୍କ ସିଧାସଳଖ କଳା ପ୍ରଦର୍ଶନ । ପ୍ରଥମ ଥର ପାଇଁ ମେଳାରେ ବିଭିନ୍ନ ପାରମ୍ପରିକ ଚିତ୍ରକଳା, ବୁଣାବୁଣି ଆଦିକୁ ଦର୍ଶକମାନେ ସିଧାସଳଖ ଦେଖିବାକୁ ପାଉଛନ୍ତି । ଲୋକଙ୍କ ସମ୍ମୁଖରେ ଜନଜାତି କଳାକାରମାନେ ସେମାନଙ୍କର…

ଆଜି ପବିତ୍ର ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଶନିବାର ଦିନ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ନିକଟରେ ଭୋର ୪ଟାରେ ତିନି…

ଆଦିବାସୀ ମେଳାର ପଞ୍ଚମ ସଂଧ୍ୟା: ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ

ଭୁବନେଶ୍ୱର: ଆଦିବାସୀ ମେଳାର ପଞ୍ଚମ ଦିବସରୁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ନାଗାଲାଣ୍ଡ, ମିଜୋରାମ, ସିକିମ, ଆସାମ, ଛତିଶଗଡ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳପ୍ରଦେଶ ସହିତ ଓଡିଶାର ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ ହୋଇଛି…

ଐତିହାସିକ ଧଉଳି ପାହାଡର ପାଦ ଦେଶରେ ଆୟୋଜିତ ହେଉଛି ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ଵର: ଓଡିଶା ସରକାରଙ୍କର ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି…

ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା, ଭବିଷ୍ୟତ

ଓଡ଼ିଆ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ୱନ୍ଦାତ୍ମକ । ଏ ସମ୍ପର୍କରେ ଚାର୍ଲସ ଡ଼ିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି ଆହୁରି ସୁନ୍ଦର ଉଦାହରଣଟେ ଦେଇହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (it is the best of the times and…

ଝଙ୍କଡ଼ର ସାରଳା ପୀଠ; ଯେଉଁଠି ମାଆ ସରସ୍ୱତୀଙ୍କ ରୂପରେ ପୂଜିତା…

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଝଙ୍କଡ଼ର ସାରଳା ପୀଠ ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିପାରିଛି । କଥିତ ଅଛି ଓଡ଼ିଶାରେ ଥିବା ୮ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଝଙ୍କଡ଼ର ସାରଳା ଦେବୀ ପୀଠ ଅନ୍ୟତମ । ମାଆ ସାରଳାଙ୍କୁ ଶାକ୍ତ ଓ ବୈଷ୍ଣବମାନେ ପୂଜା କରିଥାଆନ୍ତି…

ପବିତ୍ର ଶ୍ରୀ ପଞ୍ଚମୀ ଲାଗି ଚଳଚଞ୍ଚଳ ସମସ୍ତ ବିଦ୍ୟାପୀଠ

ଭୁବନେଶ୍ୱର: ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ ଅବସରରେ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମାଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ବସନ୍ତ ଋତୁର ୫ମ ଦିନରେ ମାଆଙ୍କର ଏହି ପୂଜା…

ସରସ୍ୱତୀ ପୂଜାକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ

ଭୁବନେଶ୍ୱର: ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ ।…