Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପଦ୍ମବେଶରେ ତିନି ଠାକୁର, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ପୁରୀ:ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେବେ ତିନି ଠାକୁର । ପଦ୍ମଫୁଲରେ ସଜେଇ ହେବେ ଶ୍ରୀଜିଉ । ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡେ ସେହି ଦିନ ପଦ୍ମବେଶରେ ସଜେଇ ହୋଇଥାନ୍ତି ଶ୍ରୀଜିଉ । ଆଜି ମଧ୍ୟରାତ୍ରିରେ ଚନ୍ଦନଲାଗି ନୀତି ପରେ ବଡସିଂହାର…

ଦୁନିଆର ୩ଟି ସବୁଠୁ ବଡ଼ ପ୍ରଶ୍ନର ଉତ୍ତର ଦେଇଥିଲେ କାକଭୁଶୁଣ୍ଡି; ଜାଣନ୍ତୁ କ’ଣ !

ପୁରୀ: ମହାନ ହିନ୍ଦୁ ସଂସ୍କୃତିରେ ଅନେକ ରୋଚକ କଥାବସ୍ତୁ ରହିଛି ଯାହାକି ମନୁଷ୍ୟକୁ ଏହା ଅନେକ ଉପାଦେୟ ଜ୍ଞାନ ପ୍ରଦାନ କରିଥାଏ । ପୁରାତନ ଭାରତୀୟ ପୁରାଣ ଶାସ୍ତ୍ରର ଆଜି ମଧ୍ୟ ଆଦୃତି ରହିଛି । ମହାନ ରାମାୟଣ ଓ ମହାଭାରତ ଗ୍ରନ୍ଥ ସହିତ ପବିତ୍ର ଗୀତା ଓ ଭାଗବତର କଥାବସ୍ତୁ ସମଗ୍ର ବିଶ୍ୱରେ…

ହ୍ରଦ ନୁହେଁ, ମୃତ୍ୟୁର ଠିକଣା…

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ଯେତିକି ମନଲୋଭା ସେତିକି ବିପଦସଙ୍କୁଳ ମଧ୍ୟ । ଏହିସବୁ ସ୍ଥାନରେ ଟିକିଏ ଭୁଲ୍‌ ଆପଣ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇପାରେ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି…

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ; କିପରି ପାଳିତ ହୁଏ ଜାଣନ୍ତୁ…

ପୁରୀ: ଶ୍ରୀମନ୍ଦିରରେ ବସନ୍ତ ପଚଂମୀର ଗୁରୁତ୍ୱ ଅଧିକ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପଂଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍କୃତି ସ୍ୱରୂପ ବସନ୍ତ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ଗ୍ରହଣ କଲେ ପରେଡ ଅଭିବାଦନ

ଭୁବନେଶ୍ୱର: ସାରାଦେଶ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ…

ଦେଖନ୍ତୁ, ସାଧାରଣତନ୍ତ୍ର ଦିବସ ଅବସରରେ ୧୭ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଭାରତୀୟ ଯବାନ

ଲେହ: ବିଶ୍ୱର ସର୍ବୋଚ୍ଚ ଲୋକତନ୍ତ୍ର ଦେଶ ଭାରତ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଛି ଗଣତନ୍ତ୍ରର ମହାପର୍ବ। ଏହିପାରିପେକ୍ଷିରେ ଭାରତ-ତିବତ ସୀମା ପୋଲିସ (ଆଇଟିବିପି)ର ଯବାନ ୧୭ ହଜାର ଫୁଟ ଉଚ୍ଚତାରେ ତ୍ରିରଙ୍ଗା ଉଡାଇ ଜାତୀୟ ସଙ୍ଗୀତ ଗାନ କରିଛନ୍ତି। #WATCH Indo-Tibetan Border…

୭୧ତମ ଗଣତନ୍ତ୍ର ଦିବସ: ଚିନୁକ୍‌, ଆପାଚେ ହେଲିକପ୍ଟର ପାରେଡରେ ସାମିଲ

ନୂଆଦିଲ୍ଲୀ: ୭୧ତମ ଗଣତନ୍ତ୍ର ସାରା ଦେଶରେ ଆଜି ଧୂମଧାମରେ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଅମର ଜବାନ ଜ୍ୟୋତି ନିକଟକୁ ନ ଯାଇ ଇଣ୍ଡିଆ ଗେଟ ନିକଟରେ ଥିବା ୱାର ମେମୋରିଆଲକୁ ଯାଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଜାୟର ୱାଲସନାରୋ ଏହି ସମାରୋହର ମୁଖ୍ୟ ଅତିଥି ଥିଲେ…

ସାଧାରଣତନ୍ତ୍ର ଦିବସ: ରାଷ୍ଟ୍ରପତି ପଦକରେ ସମ୍ମାନିତ ହେଲେ ଓଡିଆ ବାୟୁସେନା ଅଧିକାରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ସେବା ଲାଗି ବିଭିନ୍ନ ବର୍ଗରେ ଅନେକ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ରହୁଥିବା ଏୟାର ଭାଇସ୍ ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମଧ୍ୟ ରାଷ୍ଟ୍ରପତି ‘ଅତି ବିଶିଷ୍ଟ ସେବା…

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ରାଜପଥରେ ଗଡିଲା ଓଡିଶାର ରୁକୁଣା ରଥ

ନୂଆଦିଲ୍ଲୀ: ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ନୂୂଆଦିଲ୍ଲୀର ରାଜପଥରେ ପ୍ୟାରେଡ୍ ବେଳେ ଶୋଭାବର୍ଦ୍ଧନ କରିଛି ଓଡିଶାର ରୁକୁଣା ରଥ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଗାଥା ବଖାଣୁଥିବା ଏହି ପ୍ରଜ୍ଞାପନ ମେଢ଼କୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ରୁକୁଣା…

ବଡ଼ଠାକୁରଙ୍କ ପଦ୍ମବେଶ: କ’ଣ କହେ କିମ୍ବଦନ୍ତୀ, ଜାଣନ୍ତୁ…

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତ୍ୟେକ ବେଶ ଭକ୍ତମାନଙ୍କୁ ଭାବ ବିହ୍ୱଳ କରିଥାଏ । ମାଘ ଅମାବସ୍ୟା ପରେ ବସନ୍ତ ପଂଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକର କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ପହୁଡ ହୁଅନ୍ତି । ଏହି ଦିନ ଠାକୁର…