Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସାଧାରଣତନ୍ତ୍ର ଦିବସ ଅବସରରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ବିଶିଷ୍ଟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ସାରା ଦେଶରେ…

ରଥଯାତ୍ରା: ପୁରୀରେ ପହଞ୍ଚିଲା ରଥକାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ଼ ଫରେଷ୍ଟ ରେଞ୍ଜରୁ କାଠ ଆସି ପୁରୀରେ ପହଞ୍ଚିଛି । ଏଥିସହିତ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବ । ପୁରୀ…

ଆଇକନିକ୍‌ ତାଲିକାରେ ସ୍ଥାନ ପାଇବ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର !

କୋଣାର୍କ: ଓଡ଼ିଶା ଲାଗି ଖୁସିର ଖବର । ଓଡ଼ିଶା ପର୍ଯ୍ୟଟନର ବହୁଦିନର ଆଶା ଏବେ ପୂରଣ ହେବାକୁ ଯାଉଛି । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଆଜି ଥିଲା ଉଦଯାପନୀ ଉତ୍ସବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଶ୍ୱାସନା ଦେଇ କହିଛନ୍ତି ଯେ, ଖୁବ୍ ଶିଘ୍ର…

ସାଧାରଣତନ୍ତ୍ର ଦିବସ: ରାଜ୍ୟପାଳ କରିବେ ପତାକା ଉତ୍ତୋଳନ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବେ ନାହିଁ । ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ପତକା ଉତ୍ତୋଳନ କରିଥିବା ବେଳେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କଟକ ଯିବେ…

ସରିଲା ଫୁଲ ଡ୍ରେସ୍ ରିର୍ହସାଲ: ଅପେକ୍ଷା ସାଧାରଣତନ୍ତ୍ର ଦିବସକୁ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିର୍ହସାଲ ହୋଇଛି । ପ୍ରଥମଥର ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ (ଏସ୍‌ଓଜି) ଏହି ପରେଡରେ ଯୋଗ ଦେଇଛି । ଏସ୍‌ଓଜି ସମେତ ପ୍ରାୟ ୫୦ଟି କଂଟିଜେଂଟ ଗ୍ରୁପ ଚଳିତ ବର୍ଷ ରାଜ୍ୟସ୍ତରୀୟ ପରେଡ…

ଦିଲ୍ଲୀ ପ୍ୟାରେଡ୍ ଦେଖିବେ ୫୦ଜଣ ଆଦିବାସୀ ଅତିଥି; ଓଡ଼ିଶାରୁ ୨ ଜଣ ନିମନ୍ତ୍ରିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ମୟୂରଭଂଜ ଜିଲ୍ଲାର ୨ଜଣ ସାନ୍ତାଳୀ ଆଦିବାସୀ । ଦୁହେଁ ଭିଆଇପି ଗ୍ୟାଲେରୀରେ ବସି ପରେଡ୍ ମଜା ନେବେ । ଏଥିପାଇଁ ଦୁହେଁ ଆଜିରେ ଦିଲ୍ଲୀରେ ପହଂଚିଛନନ୍ତି । ଏହି ଦୁଇ ଜଣ ହେଲେ ମୟୂରଭଂଜ ଜିଲ୍ଳା ଖୁଂଟା ବ୍ଲକ ହାତୀ ସାହିଁ ଗାଁର…

ସାଧାରଣତନ୍ତ୍ର ଦିବସ: ଓଡିଶାରେ ଚଳିତ ଥର ଦିଲ୍ଲୀ ଢାଞ୍ଚାରେ ହେବ ପ୍ୟାରେଡ୍‌

ଭୁବନେଶ୍ୱର: ଓଡିଶାରେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନୂଆଦିଲ୍ଲୀ ଢାଞ୍ଚାରେ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ, ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପତାକା…

କେବେ ଭାବିଛନ୍ତି କି ନାନା ବାୟା ଗୀତ ଶୁଣି କାହିଁକି ଶୋଇ ପଡନ୍ତି ଶିଶୁ, ଜାଣନ୍ତୁ…

ଭୁବନେଶ୍ୱର: ଛୋଟ ପିଲାଙ୍କୁ ମାଆ ଶୁଆଇ ଦେବା ପାଇଁ ନାନାବାୟା ଗୀତ ଗାଉଥିବା ଆପଣ ନିଶ୍ଚିତ ଶୁଣିଥିବେ । ସେ " ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି" ହେଉ କି "ଧୋ ରେ ବଇଆ ଧୋ" ହେଉ । କେବଳ ଆମ ଓଡ଼ିଆ ମା’ ନୁହଁନ୍ତି ପୃଥିବୀର ସବୁ ସଂସ୍କୃତି ତଥା ପରମ୍ପରାରେ…

ମା’ ବିରଜାଙ୍କ ସ୍ଵନକ୍ଷତ୍ର ଦିବସ; ଚଳଚଞ୍ଚଳ ଯାଜପୁର

ଯାଜପୁର: ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଆଜି ସ୍ୱନକ୍ଷତ୍ର ଦିବସ । ଜଗତଜିତା ଦୟାମୟୀ ବିପଦହାରିଣୀ ମା’ ବିରଜା ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ଜନ୍ମତିଥିରେ କରୁଣାମୟୀ ମା’ ସାବିତ୍ରୀ ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କର ଏହି ବେଶ ଦର୍ଶନ କଲେ…

ରାଜ୍ୟବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଥିବା ବେଳେ ଏହି ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…