Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିରଳ ବନ୍ୟପ୍ରାଣୀଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର: ବିହାରର କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲ୍ଲାରେ ରହିଛି କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ । ଏହା ବିହାର ରାଜ୍ୟର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ପାଖାପାଖି ୧୩୪୨ ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ। ଏହି ଅଭୟାରଣ୍ୟରେ…

ଇସ୍ରୋରେ କାମ କରିବାକୁ ଚାହୁଁଛନ୍ତି କି, ପଢନ୍ତୁ

ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)ରେ ଖାଲି ପଡିଥିବା ୮୬ଟି ଟେକ୍ନିସିଆନ, ଡ୍ରାଫ୍ଟସମ୍ୟାନ-ବି ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଆବେଦନ କରିବାର ଶେଷ ତାରିଖ ହେଉଛି ସେପେଟମ୍ବର ୧୩ । ଚୟନ ପାର୍ଥୀ ମାନଙ୍କୁ ଇସ୍ରୋର ହ୍ୟୁମାନ…

ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

କୁହାଯାଏ, ସୃଷ୍ଟିର ଆରମ୍ଭରୁ ହିଁ ଓଁକାର ନାଦର ସୃଷ୍ଟି । ଏହି ପବିତ୍ର ଓଁକାର ଶବ୍ଦରେ ହିଁ ସ୍ରଷ୍ଟା ଏହି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି । ବହୁ ପ୍ରାଚୀନ ହିନ୍ଦୁ ଗ୍ରନ୍ଥାବଳୀ ଅନୁସାରେ ଓଁକାର ନାଦର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବରୁ । ଓଁକାର ହିଁ ପ୍ରାଣରେ ପ୍ରାଣ ଶକ୍ତିରେ…

ମୁଣ୍ଡ ଉପରେ ମଶା ଉଡୁଛନ୍ତି କି, ଜାଣନ୍ତୁ ଏହାର କାରଣ

ଭୁବନେଶ୍ୱର: ସନ୍ଧ୍ୟା ସମୟରେ ବାହାରେ ବୁଲୁଥିବା ସମୟରେ କେବେ ଲକ୍ଷ୍ୟ କରିଛନ୍ତି କି, ମୁଣ୍ଡ ଉପରେ ପୁଞ୍ଜ ପୁଞ୍ଜ ହୋଇ ମଶା ମନେ ଘୁରୁଥିବା ? କେବେ ଆପଣଙ୍କ ମୁଣ୍ଡ ଉପରେ ମଧ୍ୟ ଏହି ଭଳି ମଶା ଉଡୁଥିବାର ଅନୁଭବ କରିଛନ୍ତି କି ? ମଶା ମାନେ ଏଭଳି ମୁଣ୍ଡ ଉପରେ ଉଡିବାର କାରଣ କଣ ଆପଣ ଜାଣନ୍ତି?…

ହାଟରେ ପରିବା ବଦଳରେ ବିକ୍ରି ହେଉଛନ୍ତି କନିଆ !

ଭୁବନେଶ୍ୱର: ପରିବା ହାଟ, ଗାଈ ହାଟ କଥା ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତି କି କନିଆ ହାଟ ! ଏମିତି ଏକ ହାଟ ଯେଉଁଠି ବିବାହ ପାଇଁ ମିଳନ୍ତି ନିଜ ମାନପସନ୍ଦର ନାବାଳିକା ଝିଅ । ଆଉ ଏସବୁର ସୂତ୍ରଧର ସାଜନ୍ତି ନିଜେ ବାପା, ମାଆ । ସତରେ ଆମ ଦୁନିଆ ବଡ଼ ଅଜବ । କେଉଁଠି ବାପା ମା ମାନେ…

ନୂଆ ସକାଳର କଥା ନେଇ ଆସିଛି ଓଡ଼ିଆ ଫିଲ୍ମ ‘ମାଟିମୁହଁ’

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାରେ ଚାଲିଛି 'ଚାଲୁ ସିନେମା'ର ଯୁଗ । ପୁଣି ଏସବୁ ସିନେମା ମୌଳିକ ବି ନୁହେଁ, କାହାର ନ କାହାର ନକଲ। ଫଳରେ ଓଡ଼ିଆ ସିନେମା ହରେଇ ଚାଲିଛି ତାର ପୂର୍ବ ଗୌରବ । ଅନ୍ୟପଟେ ଓଡିଆ ଫିଚର ଫିଲ୍ମକୁ ବର୍ଷବର୍ଷ ଧରି ମିଳୁନାହିଁ କୌଣସି ଜାତୀୟ ପୁରସ୍କାର ।…

ଓଡ଼ିଶାର ସର୍ବୋଚ୍ଚ ଶୈବ ମୂର୍ତ୍ତିର ପୀଠ: ବେଲେଶ୍ୱର ମହାଦେବ

ଭୁବନେଶ୍ୱର: ଭଞ୍ଜନଗର ସ୍ଥିତ ବେଲେଶ୍ୱର ପୀଠ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏଠାକାର ଶୈବ ମୂର୍ତ୍ତି ଓଡ଼ିଶାର ସର୍ବୋଚ୍ଚ ଶୈବ ମୂର୍ତ୍ତି ଅଟେ । ଦିନର ଆଲୋକ ଅପେକ୍ଷା ରାତିର ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ଏହିଶୈବ ମୂର୍ତ୍ତି । ଏହାକୁ ଦେଖିବା ପାଇଁ ରାଜ୍ୟ ତଥା…

ବଲୁଚିସ୍ତାନକୁ କେମିତି ଓ କାହିଁକି କବଜା କଲା ପାକିସ୍ତାନ

ଭୁବନେଶ୍ୱର: ପାକିସ୍ତାନ ଦ୍ୱାରା କେମିତି ଅଧୀକୃତ ହେଲା ବଲୁଚିସ୍ତାନ? କଣ ଏହି ବଲୁଚିସ୍ତାନ? ପାକିସ୍ତାନ ଏହାକୁ କାହିଁକି କବଜା କଲା? ଆସନ୍ତୁ ଜାଣିବା ଏହାର ରହସ୍ୟ... ଆଜି ବଲୁଚିସ୍ତାନର ଜନସାଧାରଣଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରସଙ୍ଗ କେହି ଉଠାଉ ନାହାନ୍ତି । ସେଠାକାର ଖବର…

ଗଣପର୍ବ ନୂଆଁଖାଇ: ଜାଣନ୍ତୁ କେବେ, କାହିଁକି ଓ କେମିତି ହୁଏ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ । ଏହି ଉପଲକ୍ଷେ ଆଜି ଉତ୍ସବମୁଖର ସାରା ପଶ୍ଚିମ ଓଡିଶା । ପ୍ରତ୍ୟେକ ଘରୁ ଛୁଟି ଆସୁଛି ପିଠାପଣାର ମହକ । ସାଙ୍ଗସାଥୀ ବନ୍ଧୁ ବାନ୍ଧବଙ୍କ ମେଳରେ ଘର ପୁରିଉଠୁଛି । .ଜାଣନ୍ତୁ କେତେବେଳେ ମାଆ ସମ୍ବଲେଶ୍ୱରୀଙ୍କୁ ଲାଗି ହେବ…

ଆଖଣ୍ଡଳମଣି ପୀଠରେ ୪ଶହ ବର୍ଷର ପରମ୍ପରା : ବୁଢା ଗଣେଶଙ୍କୁ ଲାଗି ହେଲା ୧୫୧ ଥାଳି ଭୋଗ

ଭଦ୍ରକ: ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମରେ ସୋମବାର ଅଧିଷ୍ଠିତ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ସିଦ୍ଧିମଣ୍ଡପ(ମୁକ୍ତିମଣ୍ଡପ)ର ଅଧିପତି ତଥା ବାବା ବୁଢା ଗଣେଶଙ୍କ ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ଲାଗି ହୋଇଛି ୧୫୧ ଥାଳି ଭୋଗ । ଏହି ପରମ୍ପରା…