Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସୂର୍ଯ୍ୟ ବୁଡିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, କୋପ କରିବେ ଭଗବାନ

ଭୁବନେଶ୍ୱର: ଅଜାଣତରେ ଆମେ ଏମିତି କିଛି କରିଥାଉ, ଯେଉଁଥିପାଇଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ହେଲେ ଆମେ ସେ ବିଷୟରେ ନ ଜାଣି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ତଥା ଉପଚାର କରିଥାଉ।ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଏପରି କିଛି କାର୍ଯ୍ୟ ରହିଛି ଯାହାକୁ…

ଦିଲ୍ଲୀ ଗଲେ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏହିସବୁ ପ୍ରସିଦ୍ଧ ମନ୍ଦିର

ଭୁବନେଶ୍ବର: ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର ଭାରତ । ଯେଉଁଠି ଯିବେ ସେଇଠି ମନ୍ଦିର । ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ସବୁଠି ଭାରି ରହିଛି ଅନେକ ମଦିର । ପ୍ରତ୍ୟେକ ସ୍ଥାନରେ ଥିବା ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି, ଯେଉଁ କାରଣରୁ ତାହା ପ୍ରସିଦ୍ଧ ହୋଇଥାଏ । ଧାର୍ମିକ…

ପବିତ୍ର ‘ଗଣେଶ ଚତୁର୍ଥୀ’ରେ ଚଳଚଞ୍ଚଳ ସାରା ରାଜ୍ୟ

ଭୁବନେଶ୍ୱର: ପବିତ୍ର ‘ଗଣେଶ ଚତୁର୍ଥୀ’ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ବିିଭନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ମଣ୍ଡପ ଗୁଡିକରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଉଛି । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ…

କିପରି ଗଣେଶଙ୍କୁ ପୂଜା କଲେ ପାଇବେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ !

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ପବିତ୍ର ଦିବସରେ ଗଣେଶ ଭଗବାନଙ୍କୁ ଘରେ ପୂଜା କଲେ ସୁଖ, ସମୃଦ୍ଧି, ଧନ-ସମ୍ପଦ ତଥା ଆପଣ ସୌଭାଗ୍ୟର ଅଧିକାରୀ ହୋଇପାରିବେ । ଦେବ ଦେବ ମହାଦେବ ଶିବ ଓ ପାର୍ବତୀଙ୍କ ପୁତ୍ର ହେଲେ ଗଣେଶ । ଶ୍ରୀଗଣେଶ ପ୍ରକୃତରେ ବୁଦ୍ଧି ଓ ଜ୍ଞାନର ପ୍ରଭୁ, ତେଣୁ…

ଦ୍ୱିଭାଷୀ ପାଲା ଗାୟନର ପ୍ରଚଣ୍ଡ ପ୍ରତିଭା: ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ

ଭୁବନେଶ୍ୱର: ଯେଉଁ କେତେଜଣ ଗାୟକ ପାଲାକୁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେନ୍ଦୁଝର ଜିଲ୍ଲା…

ବୁଲି ଯାଆନ୍ତୁ ଲଦାଖର ଅଲ୍‌ଛି ଗାଁ

ଜାମ୍ମୁ-କାଶ୍ମୀରକୁ ଭାରତର ସ୍ୱର୍ଗ ବୋଲି କୁହାଯାଏ । ଏଠାକାର ପାଣି, ପବନ, ପରିବେଶ, ସୌନ୍ଦର୍ଯ୍ୟ କୁ ଦେଖିଲେ ଲାଗେ ଏସବୁ ଯେମିତି ଭଗବାନ ନିଜେ ଶିଳ୍ପୀ ପଠାଇ ଗଢିଛନ୍ତି । ମନମୁଗ୍ଧକର ପାରିବେଶ ସାଙ୍ଗକୁ ସୁସ୍ଥ ଜଳବାୟୁ ଏ ସ୍ଥାନର ଶୋଭାକୁ ଦୁଇଗୁଣିତ କରିଥାଏ । ପ୍ରାକୃତିକ ସୁନ୍ଦରତରେ…

ହ୍ରଦର ସହର ଉଦୟପୁର

ଭୁବନେଶ୍ୱର: ବୁଲିବାକୁ ଯିବାପାଇଁ ଯୋଜନା କରୁଥିଲେ ଯାଆନ୍ତୁ ହ୍ରଦର ସହରର ଉଦୟପୁର । ଏଠାରେ ମଉଜ ସହ ପାଇ ପାରିବେ ମାନସିକ ଶାନ୍ତି। ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଉଦୟପୁର। ଏଠାରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ। 'ଲେକ ପ୍ଲେସ’ ଏଠାକାର…

ଏମିତି ଏକ ମନ୍ଦିର ଯେଉଁଠି ବର୍ଷକୁ ୨ଥର ମାଆଙ୍କ ପ୍ରତିମାକୁ ସ୍ପର୍ଶ କରେ ସୂର୍ଯ୍ୟ କିରଣ

ମହାରାଷ୍ଟ୍ର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ରହିଛି ମହାଲକ୍ଷ୍ମୀଙ୍କ ମନ୍ଦିର । ଯାହା ବିଷୟରେ ବହୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ମନ୍ଦିରରେ ଏତେ ଉଚ୍ଚ କୋଟରୀର କାରୁକାର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ…

ଗାୟକ ମହାରଥୀ ହରିବଲ୍ଲଭ ଦାଶ

ଭୁବନେଶ୍ୱର: ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହରିବଲ୍ଲଭ ଦାଶ । ବିଶେଷ କରି ପାଲାରେ ଇଂରାଜୀ ସାହିତ୍ୟର ପ୍ରବେଶ କରାଇ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି, ପାଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ…

ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଗଣ୍ଡାହାତୀ ଜଳପ୍ରପାତ

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଏଠାରେ ଭରି ରାହିଛି ଅନେକ ପ୍ରାକୃତିକ ସ୍ଥାନ । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କଳା କରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଗଜପତି ଜିଲ୍ଲା ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ସୌନ୍ଦର୍ଯ୍ୟ ଓ…