Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବୋତଲ ବଦଳରେ ଏଥର ବଜାରରେ ମିଳିବ ଛୋଟ ଛୋଟ ପାଣି ପିଣ୍ଡୁଳା

ଭୁବନେଶ୍ୱର: ବଦଳିଯିବ ପ୍ୟାକେଜ ପାଣିର ଫର୍ମାଟି । ଆଉ ରହିବ ନାହିଁ ପ୍ଲାଷ୍ଟିକ ବୋତଲ । ପ୍ଲାଷ୍ଟିକ ବୋତଲ ପାଣିର ସ୍ଥାନ ନେବ ଛୋଟ ଛୋଟ ପାଣି ପିଣ୍ଡୁଳା । ବୋତଲ ବୋହିବା ବଦଳରେ ଆପଣ ପକେଟରେ ପୁରାଇ ବୁଲିବେ ଏହି ପାଣି ପିଣ୍ଡୁଳା । ପାଣି ବିନା ଜୀବନ ଅସମ୍ଭବ । ଖାଲି ଘରେ ନୁହେଁ ବାହାରକୁ…

ବୁଲି ଯାଆନ୍ତୁ ମେଘାଳୟ, ପାଇବେ ନିଆରା ଅନୁଭୂତି

ସୁନ୍ଦର ବରଫାବୃତ ପାହାଡ଼, ମନମୁଗ୍ଧକର ଝରଣା , ବିଭିନ୍ନ ପ୍ରକାରର ଫୁଲ ପାଇଁ ପରିଚିତ ମେଘାଳୟ। ମେଘାଳୟକୁ ବାଦଲର ସହର ବୋଲି ମଧ୍ୟ କୁହାଯାଏ । ଏଠାକୁ ବୁଲିବା ପାଇଁ ଗଲେ ଆପଣ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ନିଜ ସାଥିରେ ନେଇ ଫେରିବେ। ମେଘାଳୟର ଶିଲଙ୍ଗ ପାଖରେ ଥିବା ୱିଲିୟମସନ ସଙ୍ଗମା…

ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ…

ଭୁବନେଶ୍ୱର: ଶ୍ରୀକୃଷ୍ଣ ହେଉଛନ୍ତି ସମ୍ପୂର୍ଣ୍ଣ ଅବତାର। କୃଷ୍ଣଙ୍କ ଜୀବନରେ ସେ ସବୁ କିଛି ପରିପୂର୍ଣ୍ଣ ଭାବରେ ଥିଲା ଯାହାର ଆବଶ୍ୟକତା ଜଣେ ମଣିଷର ଜୀବନରେ ସର୍ବଥା ଅନୁଭବ କରାଯାଇଥାଏ। ସେ ଏକାଧାରରେ ଜଣେ ମହାନ ଗୁରୁ ତ ସ୍ନେହୀ ଶିଷ୍ୟ, ଆଦର୍ଶ ପତି ତ ପ୍ରାଣପ୍ରିୟ ପ୍ରେମୀ, କୁଶଳୀ ଯୋଦ୍ଧା…

କାହିିଁକି ଭଂଗାଯାଏ ‘ଦହିହାଣ୍ଡି’…

ସାରା ଦେଶରେ ବଡ ଧୁମଧାମରେ ‘ଜନ୍ମାଷ୍ଟମୀ’ ପାଳିତ ହେଉଥିବା ବେଳେ ଏହାର ଗୋଟିଏ ଦିନ ପରେ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯାଇଥାଏ । ମୁଖତଃ ଏହି ଉତ୍ସବ ଖାସକରି ମହାରାଷ୍ଟ୍ର ଓ ଗୁଜୁରାଟରେ ପାଳନ କରାଯାଇଥିବା ବେଳେ ଏବେକା ସମୟରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ସବୁଠି ପାଳନ…

ଦେଶବ୍ୟାପୀ ଧୁମଧାମରେ ପାଳିତ ହେଉଛି ‘ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ’

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ ବା ଗୋକୁଳଅଷ୍ଟାମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ । ସାରା ଦେଶରେ ହିନ୍ଦୁମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି । ପୌରାଣିକ ଗ୍ରନ୍ଥ ଅନୁସାରେ ଦ୍ୱାପର ଯୁଗରେ ଯେତେବେଳେ ଧରାପୃଷ୍ଠ କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ହୋଇଯାଇଥିଲା, ସେତେବେଳେ…

ଦେଖନ୍ତୁ, ଆମେରିକାରେ ‘ଭଗବତ୍ ଗୀତା’ ଅନ୍ତାକ୍ଷରୀ

ଭୁବନେଶ୍ୱର: ଘରେ ହେଉ ବା ବାହାରେ ଖାଲି ସମୟକୁ କାଟିବାକୁ ଅନ୍ତାକ୍ଷରୀ ପ୍ରାୟ ସମସ୍ତଙ୍କର ପ୍ରିୟ ଖେଳ । ଭଳିକି ଭଳି ଆଧୁନିକ ଗୀତର ତାଳେ ତାଳେ ଏହି ଖେଳ ଖେଳିବାକୁ ଭାରି ମଜା ଲାଗେ । ଆଜିବି ଏହାର ଲୋକପ୍ରିୟତା କୌଣସି ମତେ କମ୍ ହୋଇନାହିଁ । ଦେଶ ହେଉକି ବିଦେଶ ସବୁଠି ଏହାର ଚାହିଦା ।…

ଖୁବଶିଘ୍ର ଓଡ଼ିଶାକୁ ମିଳିବ ‘ଆଇକନିକ୍ ଐତିହ୍ୟ’ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାକୁ ଖୁବଶିଘ୍ର ‘ଆଇକନିକ୍ ଐତିହ୍ୟ’ ମାନ୍ୟତା ମିଳିବାକୁ ଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି । ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ରାଜ୍ୟ ପର୍ଯ୍ୟଟନ ସମ୍ମିଳନୀରେ ସୂଚନା ପ୍ରଦାନ…

ଆଜିବି ଜଳୁଛି ଦେବଦମ୍ପତିଙ୍କ ବିବାହ ବେଦୀର ଅଗ୍ନିକୁଣ୍ଡ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଦେବଭୂମି ଭାରତ । ଯାହାର ମାଟିରେ ଦେବାଦେବୀ ଜନ୍ମ ନେଇ ନିଜର ମାନବୀୟ ଲୀଳା ଖେଳା କରିବାର ପୁରାଣରେ ବର୍ଣ୍ଣିତ ରହିଛି । କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ଭାରତର କୋଣଅନୁକୋଣରେ ରହିଛି ଅନେକ ଧାର୍ମିକ ସ୍ଥାନ । ଆଉ ଏହି ଧାର୍ମିକ ସ୍ଥାନ ମାନଙ୍କ ସହ ଯୋଡି ହୋଇ ରହିଛି ଅନେକ…

ବାଟରେ ଯାଉଥିବା ବେଳେ ଟଙ୍କା ପଡ଼ିଥିବାର ଦେଖିଲେ କ’ଣ କରିବେ !

ଭୁବନେଶ୍ୱର: ରାସ୍ତାରେ ଗଲାବେଳେ ବେଳେବେଳେ ଟଙ୍କା ପଡିଥିବାର ନଜରକୁ ଆସିଥାଏ । କିଛି ଲୋକ ଏହାକୁ ଉଠାଇ ନିଜେ ରଖିଦେଉଥିବା ବେଳେ, ଆଉ କୁଛି ଏହାକୁ ମନ୍ଦିର କିମ୍ବା ଭିକାରିଙ୍କୁ ଦାନ କରିଦେଇଥାନ୍ତି । ତେବେ ଏହା ପଛରେ କଣ ରହିଛି ସଂଙ୍କେତ ଆସନ୍ତୁ ଜାଣିବା... -ରାସ୍ତାରୁ ନୋଟ୍‌ ମିଳିବା…

ବୁଲିବାକୁ ଯାଆନ୍ତୁ ଓଡ଼ିଶାର ସ୍କଟଲ୍ୟାଣ୍ଡ

ସ୍କଟଲ୍ୟାଣ୍ଡପୁର ଗାଁ। ଶୁଣିଲେ ମନ ଉତ୍ସାହିତ ହେଇଯାଉଛି ନା। ଅନୁଗୁଳ ଜିଲ୍ଲା ତାଳଚେର ଠାରେ ରହିଛି ଏକ ଗ୍ରାମ । ଯାହାର ନାମ ସ୍କଟଲ୍ୟାଣ୍ଡପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓ ଶାନ୍ତ ପରିବେଶ ମନମୁଗ୍ଧ କରିଦିଏ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର। ଲୋକକଥା ଅନୁସାରେ…