Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆମେରିକାରେ ସୁଦର୍ଶନ ଜିତିଲେ ବାଲୁକାକଳା ‘ପିପୁଲ୍ସ ଚଏସ୍’ ପୁରସ୍କାର

ଭୁବନେଶ୍ୱର: ଆମେରିକାର ବୋଷ୍ଟନ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ୨୦୧୯ ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିୟନସିପରେ ‘ପିପୁଲ୍ସ ଚଏସ୍’ ପୁରସ୍କାର ହାସଲ କରିଛନ୍ତି ଖ୍ୟାତନାମା ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବିଶ୍ୱସ୍ତରୀୟ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ…

କରୁଣ ରସର ସମ୍ରାଟ୍: ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ

ଭୁବନେଶ୍ୱର: ଗାୟକ ରତ୍ନ ଲୋକନାଥ କରଙ୍କ ପ୍ରସିଦ୍ଧ କୋଇଲି କବିତା ସେ ଯେତେବେଳେ ମଞ୍ଚରେ ଗାୟନ କରନ୍ତି ଉପସ୍ଥିତ ଦର୍ଶକଙ୍କ ଆଖି ଲୁହରେ ଭିଜିଯାଏ । ସେ ଯେଉଁ ମଞ୍ଚକୁ ପାଲା ଗାଇବାକୁ ଯାଆନ୍ତି ସବୁଠି ଲୋକଙ୍କର ଦାବି ଥାଏ ତାଙ୍କରି ମୁହଁରୁ କୋଇଲି ଶୁଣିବା ପାଇଁ । କରୁଣ ରସ ସମେତ ଭାବପୂର୍ଣ୍ଣ…

ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଦ୍ୱିତୀୟ ‘ସିକନ୍ଦର ଆଲାମ ସ୍ମୃତି ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ସିକନ୍ଦର ଆଲାମ୍ ସ୍ମୁତି ପୁରସ୍କାର ପ୍ରଦାନ କରିଛନ୍ତି । ରାଜଧାନୀସ୍ଥିତ ସଚିବାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ମନସୁନରେ ବୁଲି ଯାଆନ୍ତୁ ‘ମାଉଣ୍ଟ ଆବୁ’

ଭୁବନେଶ୍ୱର: ମନସୁନରେ ବୁଲିଯିବାର ପ୍ଲାନ୍ କରୁଛନ୍ତି କି ? ଯଦି ହଁ, ତା’ ହେଲେ ଆଉ ଡେରି ନ କରି ଯାଅନ୍ତୁ ‘ମାଉଣ୍ଟ ଆବୁ' । ବର୍ଷା ଦିନେ ହିଲ୍ ଷ୍ଟେଶନ ବୁଲିଯିବାର ମଜା ହିଁ କିଛି ଖାସ୍ ହୋଇଥାଏ। ପାହାଡ଼ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିଲେ, ଏହା ଏକ ନିଆରା ଅନୁଭବ ପ୍ରଦାନ କରିଥାଏ।…

ଘଟଗାଁର ଆରାଧ୍ୟ ଦେବୀ ମା’ ତାରିଣୀ

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠ । ମାଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଛୁଟିଆସିଥାନ୍ତି । ମା' ଙ୍କ ପାଖକୁ ଆସିପାରୁ ନଥିବା ଭକ୍ତ ମା'ଙ୍କ ପାଇଁ ନଡିଆଟିଏ ପଠାଇଦେଲେ ଅତି ଶ୍ରଦ୍ଧାର ସହ ମାଆ ତାକୁ…

ଦେବକୁଣ୍ଡ: ଯେଉଁଠି ଦେବତା ମାନେ କରନ୍ତି ସ୍ନାନ

ନିତିଦିନିଆ ଜୀବନରୁ ବୋର ହୋଇଗଲେ ମନ ଚାହେଁ କୁଆଡେ ଟିକେ ବୁଲି ଆସିବାକୁ । ପ୍ରକୃତିର ଶୋଭାରାଜିରେ କିଛି ସମୟ ଅତିବାହିତ କରି ଆସିଲେ ମନରୁ ସତେ ଯେପରି ଅପସରି ଯାଏ ସମସ୍ତ କ୍ଳାନ୍ତି । ଆପଣ ମଧ୍ୟ ଯଦି ବୁଲିବା ପାଇଁ ପ୍ଲାନିଂ କରୁଛନ୍ତି,ତେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଖଣ୍ଡାଧାର ଜଳପ୍ରପାତ: ଖଣ୍ଡା ଧାର ପରି ଜଳ ସ୍ରୋତ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ରାଜ୍ୟ ଓଡ଼ିଶା। ପ୍ରକୃତି ଏଠାରେ ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି ଦେଇଥିବା ପରି ମନେହୁଏ। ଆଉ ଏହି ଓଡିଶାରେ ଅନେକ ଜିଲ୍ଲା ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ। ଏହି…

କୋଣାର୍କ ମନ୍ଦିର ଲାଗି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହେଲେ ‘ଆମିକସ କ୍ୟୁରୀ’

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବରିଷ୍ଠ ଆଇନଜୀବୀ ଏନ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ଲାଗି ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ଏଥିସହିତ ତାଙ୍କୁ ଏହି ପୁରାତନ ମନ୍ଦିର ସମ୍ପର୍କୀତ ଏକ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବେ । ଏସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲା…

ଆଜି ନାଗପଞ୍ଚମୀ, ୧୨୫ ବର୍ଷ ପରେ ଶ୍ରାବଣ ସୋମବାରର ପବିତ୍ର ଯୋଗ…

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଓଡ଼ିଶା ସମେତ ଆଜି ସମଗ୍ର ଭାରତରେ ପାଳିତ ହେଉଛି ନାଗପଞ୍ଚମୀ । ଜ୍ୟୋତିଷଙ୍କ ମତରେ ଏହି ଯୋଗ ୧୨୫ ବର୍ଷରେ ପଡୁଥିବାରୁ ଆଜିର ଦିନ ଅତ୍ୟନ୍ତ ପବିତ୍ର । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ମହାଦେବ ଶିବଙ୍କୁ ଆଜି ଜଳାଭିଷେକ…